Movie prime

ଗୋଟେ ବୋହୁ ଟେ ହେଇଚୁ ଶଶୁର କୁ ଖାଇବାକୁ ଦେଉନୁ ପଚାରିବାରୁ ରାଗିଗଲେ ଜାଡେଜା ସ୍ତ୍ରୀ..

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଶଶୁରଙ୍କ ସମ୍ପର୍କରେ ପଚାରିବାରୁ ଚିଡି ଗଲେ ରିବାବା। ଶଶୁରଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ଜାଡେଜା ଙ୍କ ପରିବାରରେ ରହିଛି ଅନେକ ସମସ୍ୟା।
Special report
ରବୀନ୍ଦ୍ର ଜାଡେଜା ଙ୍କ ପିତା ଅନିରୁଦ୍ଧ ସିଂ କିଛି ଦିନ ତଳେ କହିଥିଲେ ଯେ ରବୀନ୍ଦ୍ର ଜାଡେଜା ଏବଂ ରିବାବା ଙ୍କ ବିବାହର କିଛି ମାସ ପରେ ହିଁ ତାଙ୍କର ପରିବାରରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା।
ଜାଡେଜା ଙ୍କ ପିତା କହିଥିଲେ କି ଗୋଟେ ସହରରେ ରହୁଥିଲେ ମଧ୍ୟ ତାଙ୍କୁ ତାଙ୍କର ପୁଅକୁ ଭେଟିବାକୁ ଦିଆଯାଉ ନାହିଁ ଯେତେବେଳେ ରିବାବା ଙ୍କୁ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ ସମ୍ପୁର୍ଣ୍ଣ ଭାବରେ ଚିଡି ଯାଇଥିଲେ।
ନିକଟରେ ରବୀନ୍ଦ୍ର ଜାଡେଜା ପିତା ଏହା ଅଭିଯୋଗ ଆଣିଥିଲେ କି ସେ ତାଙ୍କର ପୁଅ ବୋହୂଙ୍କ ସହ ରୁହନ୍ତି ନାହିଁ। ସେହି ସାକ୍ଷାତକାର ରେ କହୁଥିଲେ କି ତାଙ୍କର ପୁଅ ବୋହୁଙ୍କ ସହ ତାଙ୍କର ସମ୍ପର୍କ ଅନେକ ଦିନ ହେବ ଭଲ ନାହିଁ।
Special Report
ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ କ୍ରୋଧ ପ୍ରକାଶ କରିଛନ୍ତି ରିବାବା। ରିବାବା ଏହି ସମ୍ପର୍କରେ କୌଣସି ଉତ୍ତର ଦେଇ ନଥିଲେ।
ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ସେଠାରେ ସେ କଣ ପାଇଁ ଅଛନ୍ତି ସେ ସମ୍ପର୍କରେ ଯଦି ପ୍ରଶ୍ନ ପଚରା ଯାଏ ତେବେ ସେ ଉତ୍ତର ଦେବେ। ଆଉ ଯଦି ତାହା ନାହିଁ ତେବେ ସେ ଅନ୍ୟ କୌଣସି ସମ୍ପର୍କରେ ଆଦୌ ଉତ୍ତର ଦେବେ ନାହିଁ।
ରିବାବା ଙ୍କ ଏହି ପ୍ରତିକ୍ରିୟା ନିକଟରେ ଗଣମାଧ୍ୟମର ଖୁବ ଭାଇରାଲ୍ ହେବାରେ ଲାଗିଛି। ହେଲେ ରବୀନ୍ଦ୍ର ଜାଡେଜା ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ବାରା କହିଥିଲେ କି ତାଙ୍କର ପିତା କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ ଅଟେ।
ଆଉ ତାଙ୍କ ପତ୍ନୀଙ୍କୁ ବଦନାମ କରାଯିବା ନେଇ ଏଭଳି କରାଯାଉଥିବା କଥା ସେ କହିଥିଲେ। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯାଆ ନାହିଁ।

Around The Web