Movie prime

ରିଙ୍କୁ ସିଂହ ଙ୍କ ବ୍ୟାଟିଂ ଦେଖି ପୁରା ପାଗଳ ହେଇଗଲେଣି ଶାହରୁଖ, ଖୁବ୍ ଜଲ୍ଦୀ ଜ୍ବାଇଁ କରିବାକୁ ଯାଉଛନ୍ତି

 
Special Report
କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।କୋଲକାତା ନାଇଟ ରାଇଡର୍ସ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ।
କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍ ହାରିବା ପରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ବଲିଉଡ ଅଭିନେତା ସାହାରୁଖ ଖାନ୍ ଙ୍କ ଝିଅ ସୁହାନି ଖାନ୍ ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।ଯାହାକି ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
Special Report
କୋଲକାତା ନାଇଟ ରାଇଡର୍ସ ଏବଂ ସନ୍ ରାଇଜର ହାଇଦ୍ରାବାଦ ବିପକ୍ଷ ରେ ମ୍ୟାଚ୍ ଖେଳା ଯାଇଥିଲା।କୋଲକାତା ନାଇଟ ରାଇଡର୍ସ କୁ ୨୩ ରନ ରେ ପରାସ୍ତ କରି ଦେଇଥିଲେ ସନ୍ ରାଇଜର ହାଇଦ୍ରାବାଦ।
ଷ୍ଟାର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ସବୁ ମ୍ୟାଚ୍ ଭଳି ଏହି ମ୍ୟାଚ୍ ରେ ଜିତିବା ପାଇଁ ମଧ୍ୟ ଭଲ ବ୍ୟାଟିଂ କରିଥିଲେ।କିନ୍ତୁ କୋଲକାତା ନାଇଟ ରାଇଡର୍ସ ଜିତି ପାରିଲେ ନାହିଁ।ସେ ପଡ଼ିଆରେ ବହୁତ ନିରାଶ ଥିବାର ଦେଖା ଯାଇଥିଲା।
ଏହି ମ୍ୟାଚ୍ ପରେ ଷ୍ଟାର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ କ୍ଷମା ମାଗି କହିଛନ୍ତି ଯେ ସେ ବହୁତ ଦୁଃଖିତ ଅଛନ୍ତି।ସେ ତାଙ୍କ ଦଳ କୁ ଜିତାଇ ପାରିଲେ ନାହିଁ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ
Special Report
 ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।କୋଲକାତା ନାଇଟ ରାଇଡର୍ସ ର ପ୍ରଶଂସକ ମାନେ ବହୁତ ଦୁଃଖିତ ଅଛନ୍ତି।କାରଣ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫ ରେ ପହଞ୍ଚି ପାରିଲେ ନାହିଁ।
ରିଙ୍କୁ ସିଂହ କ୍ରମାଗତ ପାଞ୍ଚୋଟି ଛକା ମାରି କୋଲକାତା ନାଇଟ ରାଇଡର୍ସ କୁ ଐତିହାସିକ ବିଜୟ ଦେଇଥିଲେ। ରିଙ୍କୁ ସିଂହ ଚଳିତ ଆଇପିଏଲ ରେ ଶ୍ରେଷ୍ଠ ଫିନିସର୍ ଭାବରେ ଉଭା ହୋଇଛନ୍ତି।ରିଙ୍କୁ ସିଂହ ନିଜର ଅପରାଜିତ ହିଟ ବ୍ୟାଟିଂ ଦ୍ୱାରା
ସମସ୍ତଙ୍କୁ ଆକର୍ଷିତ କରିଛନ୍ତି।ବର୍ତମାନ ଷ୍ଟାର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସାହାରୁଖ ଖାନ୍ ଙ୍କ ଝିଅ ସୁହାନି ଖାନ୍ ଙ୍କୁ ନେଇ ଆସିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.