Movie prime

ରୋହିତ ଶର୍ମାଙ୍କ ବଦଲା ନେଲେ ଫ୍ୟାନ ଦେଖନ୍ତୁ ମ୍ୟାଚ୍ ଭିତରେ ପଶିଗଲା କୁକୁର ଆଉ ତା ପରେ

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vv
ଗତକାଲି ମୁମ୍ବାଇ ଓ ଇଣ୍ଡିଆ ଟାଇଟନ୍ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲା ମ୍ୟାଚ। ଡକ୍ସ ପାଇଁ ନବ ନିଯୁକ୍ତ ପାଇଁ ହାର୍ଦ୍ଧିକ ପାଣ୍ଡିଆ ଆସିଥିଲେ। ଏହାପରେ ଦର୍ଶକ ରୋହିତ ଶର୍ମାଙ୍କ ନାଁ ନେଇ ହାର୍ଦ୍ଦିକକୁ ଚିଡ଼ାଇଥିଲେ।
ଖେଳର ମଝି ସମୟରେ ଗୋଟିଏ କୁକୁର ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରି ଯାଇଥିଲା। କିଛିଦିନ ପୁର୍ବରୁ ଏମଆଇ ନିଜ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପଟେନ ସିଟରୁ ହଟାଇ ହାର୍ଦ୍ଧିକ ପାଣ୍ଡିଆଙ୍କୁ ନୂଆ ଅଧିନାୟକ କରିଥିଲେ। 
ଯେଉଁଥି ପାଇଁ ରୋହିତ ଶର୍ମାଙ୍କ ଫ୍ୟାନ୍ସ ମାନଙ୍କ ମନରେ ବଢ଼ିଯାଇଥିଲା ରାଗ। ଫ୍ୟାନ୍ସ ମାନେ ହାର୍ଦ୍ଧିକ ପାଣ୍ଡିଆଙ୍କୁ ପୁଣିଥିରେ ସେତେବେଳ ଚିଡ଼େଇ ଥିଲେ ଯେତେବେଳେ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିଥିଲେ।
Gg
ହାର୍ଦ୍ଧିକ ପାଣ୍ଡିଆକୁ ଚିଡାଇଥିଲେ କ୍ରିକେଟ ପ୍ରେମୀ। ମୁମ୍ବାଇ ଇଣ୍ଡିଆ ଫିଲଡିଂ କରୁଥିବା ସମୟରେ ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ଫିଲ୍ଡରେ ଏପଟ ସେପଟ କରିଥିବାର ନଜର ଆସିଥିଲେ ଯାହାକୁ ନେଇ ଦର୍ଶକ ମାନଙ୍କ ମନରେ ବଢ଼ି ଯାଇଥିଲା ରାଗ। 
ଆଉ କ୍ରିକେଟ ପ୍ରେମି ମାନେ ତାଙ୍କୁ ବହୁତ ଗାଳି ଦେଇଥିଲେ। ସବୁଠାରୁ ବଡ଼କଥା ହେଲା ଫ୍ୟାନ୍ସ ମାନଙ୍କର ଏଭଳି କାରନାମା ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ ସମସ୍ତେ। ବିଟେସନ କହିଥିଲେ "ବହୁତ ଦିନ ପରେ ଜଣେ ଭାରତୀୟ କ୍ରିକେଟଙ୍କୁ ଭାରତରେ ଚିଡଉଥିବା ମୁ ଦେଖିବାକୁ ପାଉଛି"।
ତେବେ ରୋହିତ ଶର୍ମା ଏହି ମ୍ୟାଚରେ ୪୩ ରନ କରି ହାରି ଯାଇଥିଲେ। ହେଲେ ଜିତିବା ମ୍ୟାଚକୁ ହାରି ଯାଇଥିଲା ଏମଆଇ। ଯାହାପରେ ସବୁଆଡେ କ୍ୟାପଟେନ ପାଣ୍ଡିଆକୁ ନେଇ ସମାଲୋଚନା କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.