Movie prime

ବିବାହ ଆଗରୁ ବେଡ ରେ ପତ୍ନୀଙ୍କ ପରୀକ୍ଷା ନେଇଥିଲେ ରସେଲ ମୋ ସ୍ତ୍ରୀ ଭଳିଆ ସୁନ୍ଦରୀ ବୋଧେ ଦୁନିଆ ରେ କେହି ନାହାନ୍ତି..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଆଣ୍ଡ୍ରେ ରସେଲ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଜଣେ ଆଗ ଧାଡ଼ିର କ୍ରିକେଟର। ସେ ମଇଦାନ କୁ ଓହ୍ଲାଇବା ପରେ ଯେଉଁଭଳି ଭାବରେ ବିସ୍ପୋରକ ବ୍ୟାଟିଂ କରନ୍ତି
ତାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ତାଙ୍କର ସାମ୍ନାରେ ବିଶ୍ଵର ଶେଷ୍ଠ ବୋଲର ମାନେ ମଧ୍ଯ ବୋଲିଂ କରିବା ପାଇଁ ଭୟ କରନ୍ତି। ଏବେ ତାଙ୍କ ସମ୍ପର୍କରେ ଏକ ତଥ୍ଯ ସାମ୍ନାକୁ ଆସିଛି।
Jh
ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ଆଣ୍ଡ୍ରେ ରସେଲ ତାଙ୍କର ପତ୍ନୀ ଜସିୟମ୍ ଲୁରାରାଙ୍କ ସହିତ ଏକ ସୁଖମୟ ଜୀବନଯାପନ କରନ୍ତି। ତାଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି।
ହେଲେ କୁହା ଯାଏ କି ତାଙ୍କର ସ୍ତ୍ରୀ ହଲିଉଡ୍ ର ବଡ଼ ବଡ଼ ଅଭିନେତ୍ରୀ ମାନଙ୍କ ଠାରୁ ମଧ୍ୟ ବେଶ ସୁନ୍ଦର ଅଟନ୍ତି।ଆଣ୍ଡ୍ରେ ରସେଲ ହେଉଛନ୍ତି ଜଣେ ଖୁବ ଭଲ ବ୍ୟାଟ୍ସମ୍ୟାନ୍ ସହ ଏକ ଖୁବ୍ ଦୃତ ବୋଲର ମଧ୍ୟ। ସେ ବର୍ତ୍ତମାନ୍ କୋଲକାତା ନାଇଟ ରାଇଡର୍ସ ଙ୍କ ତରଫରୁ ଖେଳୁଛନ୍ତି।
ହେଲେ ଏବେ ତାଙ୍କର ପତ୍ନୀଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଆଣ୍ଡ୍ରେ ରସେଲ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।ଆଣ୍ଡ୍ରେ ରସେଲ ଙ୍କ ପତ୍ନୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
Kk
ଯେଉଁଥିରେ କି ତାଙ୍କୁ ହଲିଉଡ୍ ଅଭିନେତ୍ରୀ ମାନଙ୍କ ସହ ତୁଳନା କରାଯାଇଛି। ଆଉ ଲୋକ ମାନଙ୍କ କହିବା କଥା ଏହା କି ରସେଲ ଙ୍କ ପତ୍ନୀ ହଲିଉଡ୍ ଅଭିନେତ୍ରୀ ମାନଙ୍କ ଠାରୁ ମଧ୍ୟ ସୁନ୍ଦର୍ ଅଟନ୍ତି।
ରସେଲ୍ ଙ୍କ ବ୍ୟାଟିଂ ଦେଖିବା ପାଇଁ ଲୋକମାନେ ଯେତିକି ପାଗଳ ହୋଇ ନଥିଲେ ସେତିକି ମାତ୍ରାରେ ତାଙ୍କର ପତ୍ନୀଙ୍କ ସୁନ୍ଦରତା ଦେଖିବା ପରେ ପାଗଳ ହୋଇ ଯାଇଛନ୍ତି। ତାଙ୍କର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଆପଣଙ୍କୁ ରସେଲ ଙ୍କ ପତ୍ନୀ କିପରି ଲାଗିଲେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.