ସଚିନ ଙ୍କ ଝିଅ ଠୁ ଏମିତି ଧୋକା ଖାଇବେ ବୋଲି ବିଶ୍ୱାସ କରି ନଥିଲେ ଶୁଭମନ୍ ଗିଲ, ତା ପାଇଁ ମୁଁ ସେଞ୍ଚୁରି କଲି ହେଲେ ସେ ଆଉ କାହା ସହ !!! ରାଗରେ ବ୍ୟାଟ ବାଡେଇ ଭାଙ୍ଗିଲେ..
May 26, 2023, 08:22 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଚିନ ତେନ୍ଦୁଲକର ହେଉଛନ୍ତି କ୍ରିକେଟ ଜଗତର ବାଦସାହା। ତାଙ୍କର କ୍ରିକେଟ ପ୍ରତି ମଧ୍ୟ ବିଶେଷ ଅବଦାନ ରହିଛି। ସେ କ୍ରିକେଟ୍ ଜଗତରୁ ଅବସର ନେଇ ସାରିଥିଲେ
ସୁଦ୍ଧା ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନାହିଁ। ଏବେ ସେ ତାଙ୍କର ଝିଅ ସାରା ତେନ୍ଦୁଲକର ପାଇଁ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ତାଙ୍କ ଝିଅ ବଲିଉଡ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସଚିନ ତାଙ୍କର ପରିବାର ସହ ବିଦେଶ ଯାଇଥିବା ବେଳେ ସେଠାରୁ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି। ତେବେ ଆପଣ ମାନେ ଜାଣିଥିବେ କି ସାରା ତେନ୍ଦୁଲକର ଙ୍କ ନାମ ବାରମ୍ବାର ଶୁଭମାନ ଗିଲଙ୍କ ସହ ଯୋଡ଼ା ଯାଉଥିଲା।
ହେଲେ ଦୁହେଁ ଏହା କେବେ ତାଙ୍କର ମୁହଁରେ ସ୍ବୀକାର କରି ନାହାଁନ୍ତି କି ଦୁହେଁ ଦୁହିଁକୁ ପସନ୍ଦ କରନ୍ତି ବୋଲି। ହେଲେ ଲୋକ ମାନେ ଏହା କହିଛନ୍ତି କି ଦୁହେଁ ସମ୍ପର୍କରେ ଅଛନ୍ତି।

ସାରା ତେନ୍ଦୁଲକର ଛୁଟିଦିନ ପାଇଁ ବିଦେଶ ଯାଇଛନ୍ତି ଏବଂ ସେଠାରେ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ଦେଖିବାକୁ ମିଳିଛି।ବାସ୍ତବରେ, କିଛି ଦିନ ପୂର୍ବେ, ସଚିନଙ୍କ ଝିଅ ସାରା କ୍ଲବରେ କିଛି ବିଦେଶୀ ପୁଅଙ୍କ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଜା କରୁଥିବାର
ଦେଖାଯାଇଥିଲା ବର୍ତ୍ତମାନ ସେ ଏକ ପୁଅ ସହିତ ଏହି ପାର୍ଟୀରେ ନଜର ମଧ୍ୟ ଆସିଛନ୍ତି। ସେ ଏକ ଗୀତରେ ନାଚୁଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ସାରା ସେହି ଯୁବକଙ୍କ ନିକଟକୁ ମଧ୍ୟ ଯାଉ ଥିବାର ଦେଖିବାକୁ ମିଳିଛି। ଏବଂ ତାଙ୍କ ନିକଟକୁ ଯିବା ପରେ ବାଳକକୁ ଆଲିଙ୍ଗନ କରିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ହେଲେ ଏହି ବ୍ୟକ୍ତି କିଏ
ତାଙ୍କ ବିଷୟରେ କୌଣସି ସୂଚନା ମିଳି ନାହିଁ।କିନ୍ତୁ ଲୋକମାନେ କହିଛନ୍ତି ଯେ ସାରା ତେନ୍ଦୁଲକରଙ୍କ ଏହି ଆଚରଣ ନିଶ୍ଚିତ ଭାବରେ ଶୁଭମନ ଗିଲଙ୍କ ହୃଦୟକୁ ଭାଙ୍ଗି ଦେଇପାରେ।