Movie prime

ଏବେ T20 ଜିତାଇଲେ କଣ ହେବ ଫାଇନାଲ ରେ ତ ହରେଇ ଦେଲ, ଏମିତି କିଛି କହି ସୂର୍ୟ କୁମାର ଯାଦବ ଙ୍କୁ ଗାଳି କଲେ ଷ୍ଟାଡିୟମ୍ ଲୋକେ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାରତୀୟ ଦଳ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଥିଲା।ଏହା ପର ଠାରୁ ଭାରତୀୟ କ୍ରିକେଟ ଖେଳାଳି ମାନେ ଅଧିକ ଚାପ ଗ୍ରସ୍ତ ହୋଇ ଯାଇଛନ୍ତି।
Special report
ରୋହିତ ଶର୍ମା ସେ ସମୟ ରେ ଭାରତୀୟ ଦଳ ର ଅଧିନାୟକ ଦାୟିତ୍ଵ ତୁଲାଇଥିଲେ।ଦଳ ର ପ୍ରତ୍ୟେକ ଖେଳାଳି କହିଛନ୍ତି କି ଏହି ବିଶ୍ୱକପ୍ କୁ କେବେ ହେଲେ ଭୁଲି ହେବ ନାହିଁ।ଆମକୁ ଏହି କଷ୍ଟ ରୁ ବାହାରକୁ ଆସିବା ପାଇଁ ବହୁତ ସମୟ ଲଗିବ।
ଦିନିକିଆ ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ ସରିବା ପରେ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ ଆଜି ଠାରୁ ଖେଳିବା ଆରମ୍ଭ କରିବ।ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ରେ ଭାରତ ଅଷ୍ଟ୍ରେଲିଆ ସହିତ ମ୍ୟାଚ୍ ଖେଳିବ।
Special Report
ଏହି ମ୍ୟାଚ୍ ଟି ବିଶାଖାପାଟଣା ରେ ଖେଳା ଯିବ।ଓ ଭାରତ ଦଳ ପକ୍ଷ ରୁ ସୂର୍ଯ୍ୟ କୁମାର ଯାଦବ ଏହି ମ୍ୟାଚ୍ ର ଅଧିନାୟକ ଦାୟିତ୍ଵ ତୁଲାଇବେ।ଏହା ପୂର୍ବ ରୁ ସେ ଏକ ପ୍ରେସ ମିଟ ରେ ନିଜ ମତ ଉପସ୍ଥାପନ କରିଛନ୍ତି।
ସେ ରୋହିତ ଶର୍ମା ଙ୍କ ପ୍ରଶଂସା କରିବାକୁ ଯାଇ କହିଥିଲେ କି ସେ ଜଣେ ଭଲ ଖେଳାଳି।ସେ ଯେପରି ମିଟିଂ ରେ କହିଥିଲେ ପଡିଆ ରେ ସେଭଳି କାମ କରି ଦେଖାଇ ଛନ୍ତି।
ପ୍ରତ୍ୟେକ ଖେଳାଳି ମାନେ ନିଜ ରେକର୍ଡ ଅପେକ୍ଷା ନିଜ ଦଳ କୁ କିଭଳି ଭାବେ ଜିତାଇ ହେବ ତାହା ଉପରେ ଧ୍ୟାନ ଦେବା ଉଚିତ।ସେ ଆହୁରି ମଧ୍ୟ କହିଛନ୍ତି କି ବିଶ୍ୱକପ୍ ଫାଇନାଲ ର ପରାଜୟ ରୁ ବାହାରିବା ପାଇଁ ବହୁତ ସମୟ ଲାଗିବ।ଏହା ଆମକୁ ବହୁତ କଷ୍ଟ ଦେଇଛି।
ଏବେ ଦେଖିବାକୁ ବାକି ରହିଲା ସୂର୍ଯ୍ୟ କୁମାର ଯାଦବ କିଭଳି ଭାବେ ଭାରତୀୟ ଦଳ ର ଅଧିନାୟକ ପଦ କୁ ସମ୍ଭାଳି ଛନ୍ତି।ସେ ଭଲ ଖେଳିବେ ବୋଲି ସମସ୍ତ ଙ୍କ ର ଆଶା ରହିଛି।