Movie prime

କାମ ଦେଲା ବିରାଟଙ୍କ ଗୁରୁମନ୍ତ୍ର ଦେଖନ୍ତୁ ଏହି ସମୟର ଦୃଶ୍ୟ ଯେତେବେଳେ ମନ୍ଦନାଙ୍କୁ ଭିଡିଓ କଲ କରିଥିଲେ ବିରାଟ କୋହଲି

 
Cf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି ।
ଏବେ କ୍ରିକେଟ ଖେଳକୁ ନେଇ କିଛି ଖବର ଆସିଛି । କ୍ରିକେଟର ବିରାଟ କୋହଲିଙ୍କୁ କିଏ ବା ଜାଣି ନାହିଁ । ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ଖେଳାଳି । ଆଉ ତାଙ୍କ କଲ୍ ଯାହାଙ୍କ ପାଖକୁ ଆସିବ ସେ ଖୁସି ହୋଇଯିବ ।
Ty
ମହିଳା ଅଧିନାୟକଙ୍କୁ ଭିଡିଓ କଲ କରିଲେ କ୍ରିକେଟର ବିରାଟ କୋହଲି । ଖେଳ ସରିବା ପରେ ଭିଡିଓ କଲ କରିଥିଲେ । ଏହି ମହିଳା ଅଧିନାୟକ ଜଣକ ହେଉଛନ୍ତି ମନ୍ଦନା । ମନ୍ଦନା ବିରାଟ କୋହଲିଙ୍କ ଭିଡିଓ କଲ ଦେଖି ଖୁସି ହୋଇ ଯାଇଛନ୍ତି।
ଖେଳ ଦେଖି ଆଉ ରହିପାରିଲେ ନାହିଁ କ୍ରିକେଟର । ଆଉ ସେ ଭିଡିଓ କଲ କରିଲେ । ବିରାଟ କୋହଲିଙ୍କ ଭିଡିଓ କଲ୍ ଷ୍ଟାଡିୟମରେ ଥିବା ସମସ୍ତ ଲୋକ ଦେଖିଲେ । ମନ୍ଦାନା ଆଉ ବିରାଟ କୋହଲିଙ୍କ କଥାବାର୍ତ୍ତା ସମସ୍ତେ ଶୁଣିଲେ ।
Gy
ମନ୍ଦନା ବି ପୁରା ଖୁସି ହୋଇଗଲେ କାରଣ ତାଙ୍କ ପାଖକୁ ବିରାଟ କୋହଲି ଭିଡିଓ କଲ୍ କରିଥିଲେ । ବିରାଟ କୋହଲିଙ୍କ ଫ୍ୟାନ ଭାରତରେ ଅନେକ । ପ୍ରମୀୟମ ଲିଗରେ ରହିଛି ଆରସିବିର ବିଜୟ ।
ଆରସିବି ଦଳର ପୂର୍ବତନ ଅଧିନାୟିକ ବିରାଟ କୋହଲି ଭିଡିଓ କଲ୍ କରି ପ୍ରଶଂସା କରିଥିଲେ । ଖେଳ ସରିବା ପରେ ଭିଡିଓ କଲ ଆସିଥିଲା । ଷ୍ଟାଡିୟମରେ ଭିଡିଓ କଲ୍ ଆସିଥିଲା ଆଉ ବିରାଟ କୋହଲି କହିଥିଲେ "ତୁମ ଦଳ ଭଲ ଖେଳିଲା ।
ତୁମର ଅଧିନାୟକ ବହୁତ ଭଲ ଥିଲା ଆଗକୁ ଆହୁରି ଭଲ ଖେଳ "। ସୁପର ସଣ୍ଡେରେ ଦିଲ୍ଲୀର ଫିରୋଜସାହା ଗ୍ରାଉଣ୍ଡରେ ଆରସିବି ଆଉ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀ ଟସ୍ ଜିତିଥିଲା ଆଉ ଖରାପ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ ।
ଆଉ ଏହାପରେ ସେମାନେ ୧୧୩ ରନ କରିଥିଲେ । ତାପରେ ୧୪ କରି ଜିତି ଯାଇଥିଲା ଆରସିବି । ଆରସିବି ଦଳର ବଲିଂ ଆଉ ବ୍ୟାଟିଂ ବହୁତ ଭଲ ଥିଲା ଏହି କାରଣରୁ ସେମାନେ ଜିତି ଯାଇଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।