Movie prime

ରୋହିତ ଶର୍ମା ଏଥର ନେବେ କି retirement ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

 
Jj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି । ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚକୁ ଇନିସିଂ ୬୪ ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । 
Ty
ଏହି ମ୍ୟାଚରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ରିକେଟର ରୋହିତ ଶର୍ମା । ଭାରତ ଏହି ମ୍ୟାଚ୍ ଖେଳି ସୃଷ୍ଟି କରିଛି ଇତିହାସ । କିନ୍ତୁ ଏହି ମ୍ୟାଚ୍ ବିଜୟ ହାସଲ ପରେ ରୋହିତ ଶର୍ମା ତାଙ୍କ ଅବସରକୁ ନେଇ ବଡ ଖୁଲାସା କରିଛନ୍ତି ।
ସେ ଅବସରକୁ ନେଇ ବଡ ଅପଡେଟ ଦେଇଛନ୍ତି । କେବେ ସେ କ୍ରିକେଟ ଖେଳରୁ ବିଦାୟ ନେବେ ଏନେଇ ବଡ ଖୁଲାସା କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଏପ୍ରିଲ ମାସରେ ସେ ୩୭ ବର୍ଷର ହୋଇଯିବେ ।
Gg
ରୋହିତ ଏବେ ତିନୋଟି ଫର୍ମାଟରେ ଭାରତର ଅଧିନାୟକ ରହିଛନ୍ତି । ବୟସ ବଢିବା ସହିତ ମନରେ ପ୍ରଶ୍ନ ଆସୁଛି କି କେତେ ସମୟ ପର୍ଯ୍ୟନ୍ତ ଅଧିନାୟକ ରୋହିତ ଶର୍ମା ଭାରତ ପାଇଁ ଖେଳ ଖେଳିବେ । ଏହି ପ୍ରଶ୍ନ ତାଙ୍କୁ ପଚାରିବା ପରେ ସେ ଏହାର ଉତ୍ତର ଦେଇଛନ୍ତି ।
ଆଉ ଏହାର ଉତ୍ତରରେ ସେ କହିଛନ୍ତି ଯେବେ ସେ ନିଜକୁ ଆଉ ଖେଳି ପାରିବେ ନାହିଁ ବୋଲି ମନେ କରିବେ ସେତେବେଳେ ସେ ଅବସର ଗ୍ରହଣ କରିବେ । ସେ ଗତ କିଛି ବର୍ଷରେ ନିଜ ଜୀବନର କ୍ରିକେଟ ଖେଳୁଛନ୍ତି ।
ଏମିତି ସବୁ କହି ସେ ନିଜର ଉତ୍ତର ଦେଇଛନ୍ତି । ୨୦୧୯ ମସିହା ଦିନିକିଆ ବିଶ୍ୱକପରେ ସେ ୫ଟି ଶତକ ରନ୍ ହାସଲ କରିଥିଲେ । ୨୦୨୩ ମସିହାରେ ସେ ପ୍ରମୁଖ ଖେଳ ଆରମ୍ଭ କରିଛନ୍ତି ।
ତାଙ୍କ ନେତୃତ୍ଵରେ ଭାରତ ଟିମ୍ ତିନୋଟି ଆଇସିସି ଖେଳରେ ପରାସ୍ତ ହୋଇଥିଲେ ମଧ୍ୟ ବ୍ୟାଟିଂ କ୍ଷେତ୍ରରେ ସେ ଖୁବ୍ ସଫଳତା ହାସଲ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ହିଟ ମ୍ୟାନ । ସେ ଗତବର୍ଷ ଶ୍ରୀଲଙ୍କାକୁ ବାଦ୍ ଦେଇ ଏସିଆ କପ୍ ହାସଲ କରିଥିଲେ ।