Movie prime

ପୋଲିସ ମାଡ଼ାମ ଙ୍କ କାର ଧକା ରେ ଅଟୋ ରେ ବସିଥିବା ୩ ଜଣ ମୃ-ତ ରାଗିକି ଗର୍ଜନ କଲେ ସ୍ଥାନୀୟ ବାସିନ୍ଦା ଶୀଘ୍ର ତାଙ୍କୁ .....

 
sdvcd

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଆପଣ ସୋସିଆଲ ମିଡ଼ିଆ ସାହାଯ୍ୟରେ ଦୁର୍ଘଟଣା ବିଷୟରେ  ମଧ୍ୟ ଆପଣମାନେ ଜାଣି ପାରୁଥିବେ । ଆଜିକାଲି ଦୁନିଆରେ ଦୁର୍ଘଟଣା ଚାରିଆଡ଼େ ହେଉଛି ଯୁଆଡ଼େ ଦେଖିବ ସିଆଡେ ଦୁର୍ଘଟଣା ହେଉଛି । ଆଉ ସେହି ଦୁର୍ଘଟଣାରେ କେତେ ଲୋକଙ୍କର ଜୀବନ ଯାଉଛି ।


କେତେ ଯେ ପରିବାର ନାରଖାର ହେଉଛନ୍ତି ତାର ହିସାବ ନାହିଁ । ଆଉ କେତେ ଯେ ଛୁଆପିଲାଙ୍କ ମୁଣ୍ଡ ଉପରୁ ବାପା ଆଉ ମାଆଙ୍କର ହାତ ଉଠିଯାଉଛି ତାହାର ହିସାବ ନାହିଁ । ଆଉ ଏମିତି ଏକ ଦୁର୍ଘଟଣା ଘଟିଛି ସୋନପୁର ଅଞ୍ଚଳରେ ।ଦ୍ରୁତଗାମୀ କାର ଏବଂ ଯାତ୍ରୀବାହୀ ଅଟୋଙ୍କ ମଧ୍ୟରେ ଧକ୍କା ହେଲା । ଆଉ ଭୟଙ୍କର ଦୁର୍ଘଟଣା ହେଲା । ଆଉ ଏହି ଦୁର୍ଘଟଣାରେ ତିନିଜଣଙ୍କର ମୃ-ତ୍ୟୁ ହୋଇଛି ଆଉ ୬ଜଣ ଆଘାତ ହୋଇଛନ୍ତି ।


ଦୁର୍ଘଟଣା ପରେ ଲୋକଙ୍କର ଉତ୍ତେଜନା ବଢିଥିଲା । କାରଣ ସେହି କାରରେ ଯାଉଥିଲେ ଜଣେ ପୋଲିସ ଇନ୍ସପେକ୍ଟର । ଯିଏ କି ଏହି ଦୁର୍ଘଟଣା ପରେ ସେହି ଦୁର୍ଘଟଣା ସ୍ଥାନରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଆଉ ପୋଲିସ ଦୁର୍ଘଟଣାରେ ଲୋକଙ୍କୁ ଉଦ୍ଧାର କରିବା ସମୟରେ ଏହି କାରରୁ ଏହି ଏହି ପୋଲିସ ଡ୍ରେସଟି ମିଳିଥିଲା । ଏହି ପୋଲିସ ଡ୍ରେସରୁ ଜଣାପଡିଲା କି ଏହି ଡ୍ରେସ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର । ଆଉ ଏହି କାର ମଧ୍ୟ ତାଙ୍କର ବୋଲି ଜଣାପଡିଛି । 


ସ୍ନିଗ୍ଧାରାଣୀ ପୁରୀରୁ ରଥ ଡ୍ୟୁଟି ସାରି ଫେରୁଥିଲେ । ତାଙ୍କ ଡ୍ରାଇଭର କାର ଚଳାଉଥିଲେ । ଆଉ କାର ସାମ୍ନା ପଟୁ ରଙ୍ଗ ରୋଡରେ ଯାଇ ଧକ୍କା ହୋଇଥିଲା ବୋଲି ଏସପି କହିଛନ୍ତି । ସୋନପୁର ଏସପି ଆଉ ପୋଲିସ ଆସି ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ ଆଉ ତାପରେ ଷ୍ଟ୍ରାଇକ ଭାଙ୍ଗିଥିଲା । ଏହି ଦୁର୍ଘଟଣା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ କେମିତି ଏଠାରୁ ପଳାଇଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ତାଙ୍କୁ ବଲାଙ୍ଗିରିରୁ ଧରା ଯାଇଛି ।