Movie prime

୪୩ ବର୍ଷର ବୁଢ଼ା ପ୍ରେମ ନିବେଦନ କୁ ୧୬ ବର୍ଷର ଝିଅ ଅସ୍ବୀକାର କରିଲେ ବୋଲି ରାଗ ରଖି ଶେଷରେ ତଣ୍ଟି କା-ଟିଦେଲେ ଭୟଙ୍କର ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆଜିକା ଦୁନିଆରେ ଏମିତି ଅନେକ ଘଟଣା ଘଟୁଛି ଯାହା ବହୁତ ନିନ୍ଦନୀୟ ଅଟେ। ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଏହା ଅତ୍ୟନ୍ତ ଲଜ୍ୟାଜନକ ଅଟେ । ଆଉ ପ୍ରେମ ପାଇଁ ଲୋକମାନେ ଏମିତି ସବୁ କାମ କରୁଛନ୍ତି ଯାହା ଏହି ସମାଜ ତାଙ୍କ ପରିବାର ପାଇଁ ନିନ୍ଦନୀୟ ଅଟେ ।
ଆଉ ଏମିତି ପ୍ରେମକୁ ନେଇ ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲାର କାଶିପୁର ଠାରେ ଜଣେ ୪୩ ବର୍ଷୀୟ ଯୁବକ ଜଣେ ୧୬ ବର୍ଷର ଯୁବତୀଙ୍କୁ ପ୍ରେମ କରୁଥିଲା । ଆଉ ସେହି ଯୁବତୀ ଜଣକ ଏହି ପ୍ରେମ ନିବେଦନକୁ ସ୍ବୀକାର କରିନଥିଲେ । ଆଉ ସେ ଏହି ସମ୍ପର୍କରେ ତାଙ୍କ ପରିବାରକୁ ମଧ୍ୟ ଜଣାଇଥିଲେ । ଆଉ ଏହି ଯୁବକ ଜଣକ ପୂର୍ବରୁ ବିବାହିତ ଅଟନ୍ତି ।
ଏହି ଯୁବକ ଜଣଙ୍କର ୩ଟି ଛୁଆ ମଧ୍ୟ ଅଛନ୍ତି । ତାଙ୍କ ସ୍ତ୍ରୀ ମରିଯିବା ପରେ ସେ ସେହି ଯୁବତୀଙ୍କ ପଛରେ ପଡ଼ିଥିଲେ । ଆଉ ସେହି ଯୁବକ ଜଣକ ସେହି ୧୬ ବର୍ଷର ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ଆଉ ସେହି ଯୁବତୀ ଜଣକ ମନା କରିଥିଲେ । ଯୁବକ ଜଣକ ଏହି ଯୁବତୀ ଜଣଙ୍କୁ ଶ୍ରମିକ କାମ କରୁଥିବା ବେଳେ ଏକାଠି ଦେଖିଥିଲେ ଆଉ ପ୍ରେମ ନିବେଦନ କରିଥିଲେ ।
ଆଉ ଏହି ସମ୍ପର୍କରେ ଯୁବତୀ ଜଣକ ତାଙ୍କ ପରିବାରକୁ ଜଣାଇବା ପରେ ଯୁବକ ଜଣକ ତାଙ୍କୁ ହଇରାଣ ନ କରିବା ପାଇଁ ଲେଖା ଆକାରରେ ଏକ କାଗଜ ମଧ୍ୟ ଦେଇଥିଲେ । କିନ୍ତୁ ଏହାର କିଛିଦିନ ପରେ ନିଶାଶକ୍ତ ହୋଇ ସେହି ଯୁବକ ଜଣକ ଯୁବତୀ କାମ କରୁଥିବା ସ୍ଥାନକୁ ଆସି ତାଙ୍କ ସହ ବଚସା କରିଥିଲେ । ଆଉ ବଚସା ବଢ଼ିବାରେ ଲାଗିଥିଲା । 
ଆଉ ଏହାପରେ ଯୁବକ ଜଣକ ସେଠାରେ ପଡ଼ିଥିବା ଏକ ଛୁରୀରେ ଯୁବତୀ ଜଣଙ୍କ ବେକକୁ କାଟି ଦେଇଥିଲେ । ଆଉ ଏହାପରେ ଯୁବକ ଜଣକ ମଧ୍ୟ ନିଜେ ନିଜ ବେକକୁ କାଟି ଦେଇଥିଲେ । ଘଟଣା ସ୍ଥଳରେ ଯୁବତୀ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ଯୁବକ ଜଣକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।