Movie prime

ଫୁଲରେ Love you ଲେଖି ଜୀବନ ହାରିଦେଲେ ଯୁବକ ଦେଖନ୍ତୁ ଦୃଶ୍ୟ ଆପଣଙ୍କ ଆଖିରୁ ଲୁହ ଅସିଯିବ ପୁଣି ପ୍ରେମ ପାଇଁ ଗଲା ଆଉ ଏକ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ। ରାସ୍ତା ଉପରେ ଫୁଲ ରେ ସଜା ହୋଇ ଲେଖା ହୋଇଛି ଲଭ ୟୁ ଆଉ ଏହା ପରେ କୁଆଡେ ଜୀବନ ହାରି ଦେଇ ଛନ୍ତି ଯୁବକ ଜଣକ।
ହଁ ବନ୍ଧୁ ଗଣ ଏ କଥା ବିଶ୍ୱାସ ନ ହେଉ ଥିଲେ ମଧ୍ୟ ଏହା ସତ। ଏବେ ସେ ଯୁବକ ଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଛି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ସ୍ଥିତ ଖଡ଼ିଆଳ ଥାନା ବିଜେପୁର ରାସ୍ତା କଡ଼ ରୁ ଯୁବକ ଙ୍କ ମୃ-ତ ଦେହ କୁ ଉଦ୍ଧାର କରା ଯାଇଛି।
ଏଠି କହି ରଖୁଛୁ ଯେ ବନ୍ଧୁ ଗଣ ନୂଆପଡା ଖଡ଼ିଆଳ ଥାନା ବିଜେପୁର ର ଏକ ନୀମ ଗଛ ରୁ ଯୁବକ ଙ୍କ ମୃ-ତ ଦେହ କୁ ଉଦ୍ଧାର କରା ଯାଇଛି। ମୃ-ତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଝିପ୍ରି ଯୋଡ଼ା ଗ୍ରାମ ର ପଦ୍ମ ଲୋଚୋନ ଦାଣ୍ଡି ବୋଲି ଜଣା ପଡିଛି। ଆଉ ବିଜେପୁର ରାସ୍ତା ଉପରେ ଫୁଲ ରେ ଲଭ ୟୁ ଲେଖା ହୋଇ ଥିବା ଦେଖି ବାକୁ ମିଳିଛି।
ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ ଯୁବକ ଜଣକ ପ୍ରେମ ପାଇଁ ନିଜ ଜୀବନ ହାରି ଦେଇ ଛନ୍ତି।
ଘଟଣା ସ୍ଥଳରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ପହଁଚି ମୃ-ତ ଦେହ ଚିହ୍ନଟ କରିଲା ବେଳେ ଘଡିଆଳ ପୋଲିସ ସେଠାରେ ପହଁଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଯୁବକ ଜଣକ ବାହାରେ ରହି କାମ କରୁ ଥିଲେ ଓ ଏବେ ସୁଦ୍ଧା ତାଙ୍କର ମୃ-ତ୍ୟୁ ର କାରଣ ସ୍ପଷ୍ଟ ହୋଇ ନାହିଁ।