Movie prime

ସାମ୍ନାକୁ ଆସିଲା ସୈତାନ୍ ବାପାର ରାକ୍ଷସ କାମ କାନ୍ଦି କାନ୍ଦି ମୁଁହ ଖୋଲିଲେ ମା ଝିଅ ଦେଖନ୍ତୁ ଏହି VIRAL VIDEO

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଆଜି ଆମେ ସେଭଳି ଏକ ଭାଇରାଲ ଭିଡ଼ିଓ ଯାହାକି ହେଉଛି ଜଣେ କୁନି ଝିଅଙ୍କର ତାହା ଏବେ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡ଼ିଓ ରେ ସେହି କୁନି ଝିଅ ଟି କିଭଳି କାନ୍ଦି କାନ୍ଦି ନିଜ ବାପା କଥା କହୁଛି।
ଝିଅଟି କହୁଛି କି ତା ବାପା , ମାଆ ଙ୍କୁ ବାଡେଇ ମାଆ ଠାରୁ ସବୁ ପଇସା ନେଇ ଚାଲି ଯାଇଛନ୍ତି। ଏବଂ ନିଜ ଫୋନ୍ କୁ ମଧ୍ୟ ସ୍ଵିଚ ଅଫ କରି ଦେଇଛନ୍ତି ଖାସ୍ ସେଥି ପାଇଁ ସେ ଯେତେ କଲ୍ କରିଲେ ମଧ୍ୟ ସେହି ବ୍ୟକ୍ତି ଜଣକ ଫୋନ ଉଠାଉ ନାହାଁନ୍ତି। ଏକଥା ନିଜେ ସେହି ବ୍ୟକ୍ତି ଜଣକ ଙ୍କ ସ୍ତ୍ରୀ ଓ ଝିଅ କହିଛନ୍ତି ଏବଂ ସେମାନେ ମଧ୍ଯ ଏକ ଭିଡ଼ିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଘରୁ ସ୍ତ୍ରୀ ଠାରୁ ପଇସା ନେଇ ଫେରାର ହୋଇ ଯାଇଥିବା ବେଳେ ଘର ଲୋକ ଅର୍ଥାତ୍ ସ୍ତ୍ରୀ ଓ ଝିଅ ଅନେକ ଖୋଜା ଖୋଜି କରିବା ସହ ପଡୋଶୀ ମାନେ ମଧ୍ଯ ଅନେକ ଖୋଜିଛନ୍ତି। ଏନେଇ ସ୍ତ୍ରୀ ଜଣକ କହିଛନ୍ତି କି ସ୍ୱାମୀ କାଳେ ରାଗିକି କେଉଁ ଭୁଲ୍ ନିଷ୍ପତ୍ତି ନେଇ ଯାଇଥିବେ ସେଥି ପାଇଁ ତାଙ୍କୁ ରାତି ୧୨ ଟା ଯାଏଁ ଖୋଜା ଖୋଜି କରିଥିଲେ ହେଲେ ସେହି ବ୍ୟକ୍ତି ଜଣକ ଙ୍କ ପତ୍ତା କିଛି ମିଳି ନଥିଲା।
ଏହାପରେ ସେହି ମହିଳା ଜଣକ ଏହା ମଧ୍ଯ କହିଛନ୍ତି କି ସେ ଥାନାରେ ଅଭିଯୋଗ କରିଲା ପରେ ଜାଣି ପାରିଲେ କି ସେ ତାଙ୍କ ଗ୍ରାମକୁ ଚାଲି ଯାଇଛନ୍ତି। ଏବଂ ଏହି ସବୁ ପଛରେ ତାଙ୍କ ଶାଶୁ ଓ ନଣଦ ମଧ୍ୟ ସାମିଲ ଅଛନ୍ତି। ମହିଳା ଜଣକ କହିଛନ୍ତି ତାଙ୍କ ଶଶୁର ଘର ଲୋକ ମାନେ ମିଶି ତାଙ୍କ ଜୀବନ ବର୍ବାଦ୍ କରି ଦେବାକୁ ଚାହୁଁଛନ୍ତି। ଏଭଳି ତାଙ୍କୁ ସାତ ବର୍ଷ ହେଲାଣି ନିର୍ଯାତିତ କରି ଆସୁଛନ୍ତି। ତାଙ୍କ ନିକଟରୁ ସବୁ କିଛି ଟଙ୍କା ପଇସା ଓ ସୁନା ଗହଣା ନେଇ ପଳାଇ ଯାଇ ଥିବାରୁ ମହିଳା ଜଣକ ନିଜ ପାଇଁ ଓ ତାଙ୍କ ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।