Movie prime

ଅଭିନେତା ବ୍ରଜ ସିଂ ଙ୍କ ପ୍ରେମିକା କୁ ଲାଇନ୍ ମାରୁଥିଲେ ବୋଲି ସେ କଲେ ଏମିତି କାମ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କମେଡିଆନ ଅଭିନେତା ବ୍ରଜ ସିଂ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଅଭିନେତା ବ୍ରଜ ଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି। ସେ ଏକ ସାକ୍ଷାତକାର ରେ କହିଛନ୍ତି ଯେ ତାଙ୍କ ବିଷୟରେ କହିଛନ୍ତି।
୨୦୨୩ ରେ ଅଭିନେତା ବ୍ରଜ ସିଂ ଏକ ନୂଆ ସିନେମା ରେ ନିର୍ଦ୍ଦେଶନା ଦେଇଛନ୍ତି।ତାଙ୍କ ମାମୁଁ ଏହି ଚଳଚ୍ଚିତ୍ର ର ପ୍ରଯୋଜକ ଅଟନ୍ତି।ସଞ୍ଜୟ ସାହୁ ଏମିତି ଏକାଠି ମିଶି ତିନି ବର୍ଷ ହୋଇଗଲାଣି ପ୍ରୋଜେକ୍ଟ ଆରମ୍ଭ କରିଥିଲେ।
ଏବଂ ୨୦୨୩ ରେ ଆସିବାକୁ ଯାଉଛି।ସେ ଯେଉଁଟା ଇଛା କରିଥିଲେ ତାହା କରିଛନ୍ତି।ବହୁତ ଅସୁବିଧା ବାଧା ବିଘ୍ନ ଆସିଛି।ଅସୁବିଧା ନ ହେଲେ ତ ସୁବିଧା କେବେ ହେବନାହିଁ।ସମସ୍ୟା ନଥିଲେ ସମାଧାନ କେବେ ହୁଏ ନାହିଁ।
ସବୁ ସମସ୍ୟା ର ସମାଧାନ ତାଙ୍କର ଡିସେମ୍ବର ୩୧ ତାରିଖ ରେ ସରିଗଲା।ଚଳଚିତ୍ର ଟି ର ନାମ ହେଉଛି ଲଭ୍ ରିୟାକ୍ସନ୍। ଏହି କାହାଣୀ ଟି ଯେପରି କଲ୍ ରେ ପ୍ରେମ ହେଉଛି,
ଲିଭ୍ ଇନ୍ ରିଲେସନ ସିପ୍ ରେ ରହୁଛନ୍ତି କିନ୍ତୁ ବାପା ମା ଙ୍କ କଥା ଭାବୁ ନାହାନ୍ତି,ଆଦର ସ୍ନେହ ରହୁନାହିଁ, ଯିଏ ଯାହା ପାରୁଛନ୍ତି କରୁଛନ୍ତି ଆଉ ଯାହା କରୁଛନ୍ତି ଠିକ୍ କରୁଛନ୍ତି
 ଏହି କାହାଣୀ ଉପରେ ସିନେମା ଟି କରାଯାଇଛି।ଏହି ଚଳଚ୍ଚିତ୍ର ଟି ଦର୍ଶକ ଙ୍କୁ କେତେ ଭଲ ଲାଗିବ ଆଉ ଖରାପ ଲାଗିବ ତାହା ତ ସେ ଜାଣି ନାହାନ୍ତି।
କିନ୍ତୁ ଆଶା ରଖିଛନ୍ତି ସମସ୍ତଙ୍କୁ ଭଲ ଲାଗୁ।ସେ ଅଭିନୟ କରିଲେ ଦର୍ଶକ ମାନେ ପସନ୍ଦ କରନ୍ତି, ଆଉ କମେଡି କରିଲେ ବି ପସନ୍ଦ କରନ୍ତି।ପ୍ରେମ ଯେଉଁ ମାନେ କରୁଛନ୍ତି
ସେମାନେ କେଉଁ ଭଳି ହେଉଛନ୍ତି ତାହା ସମସ୍ତେ ଦେଖୁଛନ୍ତି।ତାଙ୍କ ପ୍ରେମିକା ଙ୍କୁ ଜଣେ ଲାଇନ୍ ମାରୁଥିଲେ।ସେଥିପାଇଁ ଅଭିନେତା ବ୍ରଜ ସିଂ ତାଙ୍କୁ ପ୍ଲାନ୍ କରି ରାସ୍ତାରୁ ହଟେଇ ଦେଇଥିଲେ ବୋଲି କହିଛନ୍ତି।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି।