Movie prime

ବିକାଶ ଖୋଲି କହିଲେ ମନର କଥା ଦେଖନ୍ତୁ କେମିତି ଥିଲା ବାହାଘର ପରବର୍ତ୍ତୀ ସମୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଓଲିଉଡ,
ବଲିଉଡ ଆଉ ଟଲିଉଡ ଜଗତକୁ ନେଇ ଅନେକ ଖବର ଆସୁଥିବାର ଦେଖିଥିବେ । ଆପଣମାନେ ମଧ୍ୟ ସାକ୍ଷାତକାରରେ ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ
 ବିଷୟରେ ଅନେକ କଥା ଜାଣିପାରିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି ଅନେକ ପ୍ରକାରର ଭିଡିଓ ସବୁବେଳେ ଦେଖିପାରିବେ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାକ୍ଷାତକାରରେ ଅଭିନେତା ବିକାଶ ଅନେକ କଥା କହିଛନ୍ତି । ସେ କହିଛନ୍ତି ଅନେକ ପ୍ରକାରର କଥା ।
ସେ ଏବେ ତରଙ୍ଗ ଚ୍ୟାନେଲରେ ଏକ ସିରିଏଲରେ ଅଭିନୟ କରୁଛନ୍ତି । ସେ ସିନ୍ଦୂରର ଅଧିକାର ସିରିଏଲରେ ଅଭିନୟ କରୁଛନ୍ତି । ସେଥିରେ ସେ ଛତୁଆ ଭୂମିକାରେ ଅଭିନୟ କରୁଛନ୍ତି ।
ଲୋକମାନଙ୍କ ଠାରୁ ସେ ବହୁତ ଭଲପାଇବା ପାଇଥାନ୍ତି । ଲୋକମାନେ ତାଙ୍କୁ କମେଡିଆନ୍ ଭାବରେ ଜାଣନ୍ତି ।
ସେ ଗୀତ ବି ଗାଇଛନ୍ତି । ତାଙ୍କର ଲଭ ମ୍ୟାରେଜ୍ ହୋଇଥିଲା । ସେ ମାଇଚିଆ ଭୂମିକାରେ ଅଭିନୟ କରନ୍ତି । ଏହି ଅଭିନେତା ଜଣକ ବିବାହ ପୂର୍ବରୁ ତାଙ୍କୁ ତାଙ୍କ ଶାଶୂଘରଲୋକେ ମାଇଚିଆ ବୋଲି ଭାବୁଥିଲେ ।
ଆଉ ସେ ବିବାହ ପୂର୍ବରୁ ନିଶ ଦାଢ଼ି କାଟିଲେ ନାହିଁ ।କି ମାଇଚିଆ ଅଭିନୟ କରିଲେ ନାହିଁ ।ସେ ଅନେକ ଡାଇଲଗ ମଧ୍ୟ କହିଛନ୍ତି । ସେ ଅନେକ ପ୍ରକାରର ଢଗ କହିଛନ୍ତି ।
ସେ ଓକିଲ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ସେ ତାରାତାରିଣୀ ସିରିଏଲରେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି ।
ସେହି ରିଆଲିଟି ଶୋ ରୁ ତାଙ୍କୁ ଲୋକମାନେ ଜାଣିଥିଲେ । ସେ ଏମିତି ଅନେକ ପ୍ରକାରର ସିରିଏଲ୍ କରିଛନ୍ତି । ତାଙ୍କୁ କୁନି ଅପା ସବୁବେଳେ କୁହନ୍ତି । ତାଙ୍କର କେୟାର ନିଅନ୍ତି । ତାଙ୍କର ହାର୍ଟ ଅପରେସନ ହୋଇଛି ।
ଏଭଳି ଅନେକ ପ୍ରକାରର ସିରିଏଲକୁ ନେଇ ଆଉ ଅନେକ କଥା ସେ କହିଛନ୍ତି । ଏମିତି ସବୁ କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହିସବୁ ଭିଡିଓ ଶୁଣିଲେ ଆପଣମାନେ ଜଣେ କଳାକାରଙ୍କ ବିଷୟରେ ଅନେକ କଥା ଜାଣିପାରିବେ ।