Movie prime

ନିଜ ରିଲେସନସିପ ବିଷୟରେ କହିଲେ ଆପଣଙ୍କ ଲୋକପ୍ରିୟ ହିରୋ ଅମର ଦେଖନ୍ତୁ କଣ କହିଲେ Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଓଲିଉଡ , ବଲିଉଡ ଏବଂ ଟେଲି ସିନେ ଜଗତର ଅନେକ ଖବର ଦେଖିଥିବେ ।
ସୋସିଆଲ ମିଡିଆରେ ଆପଣମାନେ ଅନେକ ଟେଲି ଅଭିନେତା ଆଉ ଅଭିନେତ୍ରୀମାନଙ୍କର ଅନେକ ଭିଡିଓ ଦେଖିଥିବେ । ସେମାନେ ସାକ୍ଷାତକାରରେ ଅନେକ କଥା କହିଥାନ୍ତି । ଆଉ ଏହି ବିଷୟରେ ଆପଣମାନେ ଜାଣି ପାରୁଥିବେ । 
ଆପଣମାନେ ସମସ୍ତେ ତ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ସିରିଏଲ୍ ଝିଲି ଦେଖିଥିବେ । ଏହି ସିରିଏଲ୍ ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରୁଥିବା ମୁଖ୍ୟ କଳାକାର ଅମରଙ୍କୁ ଆପଣମାନେ ସମସ୍ତେ ତ ଜାଣିଥିବେ ।
ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଦେଖିବାକୁ ବହୁତ ସୁନ୍ଦର । ସେ ଅନେକ ଟେଲି ସିରିଏଲ୍ ମଧ୍ୟ କରିଛନ୍ତି । ଏବେ ସାକ୍ଷାତକାରରେ ସେ ଅନେକ କଥା କହିଛନ୍ତି । 
ସେ କହିଛନ୍ତି ସେ ଓଡ଼ିଆ ଆଲବମ କରିବା ପାଇଁ ତାଙ୍କୁ ଅନେକ ଅଫର୍ ଆସିଛି । ଆଉ ତାଙ୍କୁ ସମୟ ମିଳେ ନାହିଁ । ଆଉ କିଛି ଗୀତ ତାଙ୍କୁ ଭଲ ଲାଗେ ନାହିଁ ସେଥିପାଇଁ ସେ ମ୍ୟୁଜିକ ଭିଡିଓ କରନ୍ତି ନାହିଁ ।
ସେ ଜୀବନସାଥୀ ସିରିଏଲରୁ ଲୋକପ୍ରିୟତା ହାସଲ କରିଛନ୍ତି । ଅଭିନେତା ଅମର ଆଉ ଅଭିନେତ୍ରୀ ଜେଶିଙ୍କୁ ନେଇ ମିଡ଼ିଆ ଅନେକ କଥା ପଚାରିଛନ୍ତି ।
ଆଉ ଏହି ସମ୍ପର୍କରେ ଅଭିନେତା ଅମର କହିଛନ୍ତି ସେ ଜଣେ ମୋର ଭଲ ସାଙ୍ଗ । ଆଉ ଆମେ ଏବେବି କଥା ହେଉଛୁ । ତାଙ୍କୁ ଜେଶି ବହୁତ ସପୋର୍ଟ କରନ୍ତି । 
ଅମର ଆଉ ଜେସି ଏବେ ଆଉ ଏକାଠି ସିରିଏଲ୍ କରୁ ନାହାନ୍ତି । କାରଣ ଦୁଇଜଣଙ୍କୁ ଟାଇମ୍ ନାହିଁ । ଜେଶି ତାଙ୍କ କାମରେ ବ୍ୟସ୍ତ । ଆଉ ଅମର ତାଙ୍କ ଶୋ ରେ ବ୍ୟସ୍ତ ଅଛନ୍ତି ।
ବର୍ତ୍ତମାନ ତାଙ୍କ ଲାଇଫରେ କେହି ଗାର୍ଲ୍ ଫ୍ରେଣ୍ଡ୍ ନାହାନ୍ତି । ଆଉ ଭବିଷ୍ୟତରେ କଣ ହେବ ସେ ଜାଣି ନାହାନ୍ତି ।
ସେ କହିଛନ୍ତି କିଛି ଏଭଳି ରିଲେସନ ଥାଏ ଯାହା ଭାଗ୍ୟରେ ଥିବ ତାହା ହେବ ।ଆଉ ଯିଏ ଭାଗ୍ୟରେ ନଥିବ ସେ ମିଳିବ ନାହିଁ । ଯଦି ଏହି ଦୁଇଜଣଙ୍କୁ ଏବେ ମ୍ୟୁଜିକ ଆଲବମ୍ କରିବାର ଅଫର ଆସେ ତାହେଲେ ସେ କରିବେ ବୋଲି କହିଛନ୍ତି । 
ସେ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ।ସେ ଫୁଟବଲ ଖେଳନ୍ତି ସ୍କୁଲ ସମୟରେ ।ସେ କ୍ରିକେଟ ବି ଦେଖନ୍ତି ।ସେ ବେଳେବେଳେ ଗୀତ ବି ଗାଆଁନ୍ତି ।
ଏହି ଅଭିନେତା ଜଣଙ୍କ ପାଖରେ ଗର୍ବ ଆଉ ଅହଙ୍କାର ନାହିଁ ।ସେ ସବୁବେଳେ ଭାବିଥାନ୍ତି କି ସେ ସେତେ ଉପରକୁ ଯାଇ ନାହାଁନ୍ତି ଯେଉଁଥିପାଇଁ ସେ ଗର୍ବ ଆଉ ଅହଙ୍କାର କରିବେ । ସେ ଅଭିନୟ ଜଗତରୁ କାହାକୁ ବିବାହ କରିବେ ନାହିଁ ବୋଲି କହିଛନ୍ତି ।