Movie prime

ବାହାଘର ପରେ ସ୍ତ୍ରୀ ରାଜଲକ୍ଷ୍ମୀ ଙ୍କ ସହ ବୁଲିବାକୁ ଗଲେ ହିରୋ ସନ୍ତୋଷ ଦେଖନ୍ତୁ ଏହି ଦୃଶ୍ୟ

 
Special report
ଆପଣମାନେ ଓଡ଼ିଆ ଧାରାବାହିକ ର ଅଭିନେତା ସନ୍ତୋଷ ଦାଶ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି।ଦର୍ଶକ ମାନେ ତାଙ୍କ ସବୁ ଧାରାବାହିକ କୁ ପସନ୍ଦ କରିଥାନ୍ତି।
ଆପଣମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଅଭିନେତା ସନ୍ତୋଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ତେବେ ବାହାଘର ପରେ ସ୍ତ୍ରୀ ଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଅଭିନେତା ସନ୍ତୋଷ।
ଆପଣମାନେ ଅଭିନେତା ସନ୍ତୋଷ ଙ୍କୁ ଅନେକ ସାରା ଓଡ଼ିଆ ସିରୀୟଲ୍ ରେ ଅଭିନୟ କରୁଥିବାର ଦେଖିବାକୁ ପାଇଥୀବେ।ଅଭିନେତା ସନ୍ତୋଷ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଜଣେ ହିରୋ ହେବାକୁ ଆସିଥିଲେ।
କିନ୍ତୁ ତାଙ୍କୁ ହିରୋ ଭାବରେ ରୋଲ୍ ମିଳି ନଥିବାରୁ ସେ ଓଡ଼ିଆ ଧାରାବାହିକ ରେ ଅଭିନୟ କରିବାକୁ ଏଣ୍ଟ୍ରି କରିଥିଲେ।ତାହେଲେ ସେ ଓଡ଼ିଆ ଚଳଚ୍ଚିତ୍ରରେ ସାଇଡ ହିରୋ ଭାବରେ ଅଭିନୟ କରିଥିଲେ।
କିଛି ଦିନ ଅଭିନେତା ସନ୍ତୋଷ ସିନେମା ରେ ଅଭିନୟ କରିବା ପରେ ସେ ଧାରାବାହିକ ରେ ଅଭିନୟ କରିଥିଲେ। ଆଉ ଧାରାବାହିକ ରେ ମଧ୍ୟ ତାଙ୍କୁ ଲିଡ କ୍ୟାରେକ୍ଟର୍ ରେ ଅଭିନୟ କରିବାକୁ
 ସୁଯୋଗ ମିଳି ନଥିଲା।ସେ ସାଇଡ ହିରୋ ଭାବରେ ଅଭିନୟ କରିଛନ୍ତି।ତାହେଲେ ଗୋଟିଏ ସିରୀୟଲ୍ ରେ ଅଭିନୟ କରିବାକୁ ସନ୍ତୋଷ ଙ୍କୁ ପ୍ରାୟତଃ ୧୦ ରୁ ୧୫ ହଜାର ଟଙ୍କା ମିଳିଥାଏ।
ତାଙ୍କର ସୁନ୍ଦର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କ ବାହାଘର ଟି ବହୁତ ଧୁମ୍ ଧାମରେ ହୋଇଥିଲା।ଯେଉଁଥିରେ ଓଲିଉଡ଼ ର ବହୁତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ।
ବାହାଘର କୁ ପ୍ରାୟ ଏକ ମାସର ସମୟ ହୋଇଗଲାଣି।ଏହାରି ମଧ୍ୟରେ ଅଭିନେତା ସନ୍ତୋଷ ନିଜ ସ୍ତ୍ରୀ ଙ୍କ ସହିତ ଫଟୋ ଆଉ କିଛି ଭିଡିଓ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି।ଯେଉଁଥିରେ ସେ ବହୁତ ସୁନ୍ଦର ସୁନ୍ଦର ଜାଗା ବୁଲୁ ଥିବାର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.