Movie prime

ଅଭିନେତ୍ରୀ ସୋନକ୍ଷୀ କହିଲେ ମନର କଥା ବିତି ଯାଇଥିବା କାଲିର କଥା ଶୁଣିଲେ ଆଖିରୁ ଲୁହ ଖସିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ଆପଣମାନେ ଏମିତି ଜଣେ ଅଭିନେତ୍ରୀଙ୍କୁ ଦେଖିପାରିବେ ଯାହା ବିଷୟରେ ଅନେକ କଥା ଆପଣ ଜାଣିପାରିବେ। ଏହି ଭିଡିଓରେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସୋନାକ୍ଷୀ ।
ସେ ଅନେକ କଥା କହିଛନ୍ତି ଅର୍ଥାତ୍ ସାକ୍ଷାତକାରରେ ଏହି ଅଭିନେତ୍ରୀ ଜଣକ ତାଙ୍କ ପୁରୁଣା ପ୍ରେମ ବିଷୟରେ କହିଛନ୍ତି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ବୟସ ୨୨ ବର୍ଷ ।
ସେ କ୍ୟାରିଅର ଏବେ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଜଣକ ତାଙ୍କ ପ୍ରେମ ବିଷୟରେ କହିଛନ୍ତି । ସେ ତାଙ୍କ ପ୍ରଥମ ପ୍ରେମକୁ ବହୁତ ଭଲ ପାଉଥିଲେ ।
ସେ ଯାହାକୁ ପ୍ରେମ କରୁଥିଲେ ତାଙ୍କର ଡେଥ ହୋଇଯାଇଛି । ୨୦୧୯ ମସିହା ଡିସେମ୍ବର ୨ ତାରିଖରେ ତାଙ୍କର ଦେହାନ୍ତ ହେଲା ।
ତାଙ୍କ ବୟଫ୍ରେଣ୍ଡର ନାମ ରାଜା ଥିଲା । ଅଭିନେତ୍ରୀ ଜଣକ ପ୍ରଥମ ପ୍ରେମିକ ବିଷୟରେ କହିଛନ୍ତି ।
ଏହାପରେ ସେ କହିଛନ୍ତି ସେହି ଡେଟ୍ ସେହି ତାରିଖ ୨୦୨୨ ମସିହାରେ ତାଙ୍କ ଦିଦିଙ୍କର ଦେହାନ୍ତ ହୋଇଥିଲା ।
ଭଗବାନ ତାଙ୍କ ଠାରୁ ଦୁଇଟି ଭଲପାଇବା ଲୋକଙ୍କୁ ଛଡ଼ାଇ ନେଇଥିଲେ । ସେ ତାଙ୍କ ପ୍ରେମିକକୁ ମାତ୍ର ୬ ମାସର ପ୍ରେମ କରିଥିଲେ । ମାତ୍ର ୬ ମାସର ପ୍ରେମରେ ସେ ତାଙ୍କ ପ୍ରେମକୁ ହରାଇଛନ୍ତି ।
ତାଙ୍କ ପ୍ରେମିକର ଆକ୍ସିଡେଣ୍ଟରେ ମୃ-ତ୍ୟୁ ହୋଇଥିଲା । ସେ ଏବେବି ତାଙ୍କ ପ୍ରେମିକକୁ ମନେ ପକାନ୍ତି । ସେ ତାଙ୍କୁ ବହୁତ ମିସ୍ କରୁଛନ୍ତି । ଏହାପରେ ତାଙ୍କ ଜୀବନକୁ ଆଉ ଜଣେ ଯୁବକ ଆସିଲେ । ଆଉ ସେ ତାଙ୍କ କ୍ରସ୍ ଥିଲା ।
ଆଉ ଏହି ଅଭିନେତ୍ରୀ ଜଣକ ତାଙ୍କ କ୍ରସ ସହ ବର୍ଷେ ହେଲା କଥା ହେଉଥିଲେ । ଆଉ ତାଙ୍କର ବାହାଘର ହୋଇଗଲା ।
ଆଉ ଏବେ ଏହି ଅଭିନେତ୍ରୀ ସୋନାକ୍ଷି ସିଙ୍ଗଲ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ କ୍ୟରିଅରକୁ ନେଇ ଫୋକସ କରୁଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ପ୍ରେମକୁ ମନେ ପକାଇ ଦୁଃଖ କରନ୍ତି ।
ଆଉ ଏହି ସାକ୍ଷାତକାରରେ ସେ ଦୁଃଖିତ ହୋଇ ଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।