Movie prime

ଐଶ୍ଵରୀୟା କହିଲେ ମନର କଥା ଦେଖନ୍ତୁ ପ୍ରଥମ ପ୍ରେମକୁ କେମିତି ୭ ବର୍ଷ ଧରି ଏକ ତରଫା ପ୍ରେମ କରି ....

 
Special Report
ଆପଣମାନେ ଓଲିଉଡ଼ ଅଭିନେତ୍ରୀ ଐଶ୍ୱରୀୟା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ କମେଡି ଶୋ ରେ ଅଭିନୟ କରୁଥିବାର ଦେଖିଥିବେ।ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର ପାଲଟି ଯାଇଛନ୍ତି।
ବର୍ତ୍ତମାନ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ ତାଙ୍କ ନିଜ ବିଷୟରେ କିଛି କଥା ସମସ୍ତଙ୍କୁ କହିଛନ୍ତି।
ଅଭିନେତ୍ରୀ ଐଶ୍ୱରୀୟା କହିଛନ୍ତି ଯେ ସେ ୨୦୧୦ ମସିହାରେ ପ୍ରଥମ ଯାହାକୁ ଭଲ ପାଉଥିଲେ ତାଙ୍କୁ ଦେଖା କରିଥିଲେ।ସେ ତାଙ୍କୁ ଏକତରଫା ଭଲ ପାଉଥିଲେ।୭ ବର୍ଷ ତାଙ୍କ ପାଇଁ ଅପେକ୍ଷା କରିଲେ।
ପ୍ରଥମେ ଯାହାକୁ ଭଲ ପାଉଥିଲେ ସେ ଐଶ୍ୱରୀୟା ଙ୍କ ର ସାଙ୍ଗ ଥିଲେ।ଐଶ୍ୱରୀୟା ଭାବିଥିଲେ ସେ ପୁଅ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି ବୋଲି କହିବେ।ସେଥିପାଇଁ ଆଶା ରଖିଥିଲେ।
କିନ୍ତୁ ସେ କିଛି କହି ନଥିଲେ।ବର୍ତ୍ତମାନ ସେ ଓଡ଼ିଶା ଛାଡ଼ି ଦେଇ ଜର୍ମାନୀ ରେ ଅଛନ୍ତି।ଆଉ ଭଲରେ ଅଛନ୍ତି।କିନ୍ତୁ ତାଙ୍କ ନାଁ ଐଶ୍ୱରୀୟା କହିଲେ ନାହିଁ।
ଐଶ୍ୱରୀୟା ଯେତେବେଳେ ତାଙ୍କୁ ଭଲ ପାଉଥିଲେ ସେତେବେଳେ ସୁନ୍ଦର ସୁନ୍ଦର ଗୀତ ଲେଖି ଥିଲେ।
ସେ ଗୀତ କେବେ ନା କେବେ ରିଲିଜ କରିବେ ବୋଲି ଐଶ୍ୱରୀୟା କହିଛନ୍ତି।ତାଙ୍କୁ କେବେ କେହି ଧୋକା ଦେଇ ନାହାନ୍ତି।ଜଣେ ତାଙ୍କର ସପୋର୍ଟ ନେଇ ନଥିଲେ।
ସେଥିପାଇଁ ସେଭଳି ଲୋକଙ୍କ ସହିତ ଲିଙ୍କ୍ ରଖିବା କଥା ନୁହେଁ।ଏସବୁ ଅଭିନେତ୍ରୀ ଐଶ୍ୱରୀୟା ଶିଖୁଛନ୍ତି ବୋଲି କହିଛନ୍ତି।
ଅଭିନେତ୍ରୀ ଐଶ୍ୱରୀୟା ଙ୍କୁ ଅନେକ ଫ୍ଲର୍ଟ୍ କରିବାକୁ ଚେଷ୍ଟା କରିଛନ୍ତି।ତାହା ଭିତରୁ ଐଶ୍ୱରୀୟା ଙ୍କୁ କିଛି ପିଲା ଭଲ ଲାଗିଛନ୍ତି ଆଉ କିଛି ଭଲ ଲାଗି ନାହାନ୍ତି।
ଅଭିନେତ୍ରୀ ଐଶ୍ୱରୀୟା ଇଂରାଜୀ ଗୀତ ବହୁତ ଭଲ ରେ ଗାଇଥାନ୍ତି।ଏହିଭଳି ଅନେକ କଥା ସେୟାର କରିଥିଲେ।