Movie prime

ଅଜଗର ଜିଅନ୍ତା ଗିଳି ଥିଲା ନନ୍ଦ ମଉସା ଙ୍କୁ ଆଉ ଏବେ ମିଳିଛି ହାଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ମିଳି ଯାଇଛି ନନ୍ଦ ମଉସା ଙ୍କ ନିଖୋଜ ଥିବା ଶରୀର ର କଙ୍କାଳ। ଯଦି ଅଜଗର ସାପ ଗିଳି ନଥିଲା ତାହାଲେ ହୋଇଥିଲା କଣ?
ଏହା ସମସ୍ତଙ୍କ ମନରେ ପ୍ରଶ୍ନ ମଧ୍ଯ ଉଠିଛି। ତାଙ୍କ ପତ୍ନୀ ତାଙ୍କୁ ଚାରି ମାସ ହେଲା ଅପେକ୍ଷା କରିଥିଲେ। ମାତ୍ର ସେହି ଅପେକ୍ଷା ଏବେ ତାଙ୍କର ଲୁହରେ ଧୋଇ ଗଲା। ଉଦ୍ଧାର ହୋଇଥିବା କଙ୍କାଳ କୁ ପଠା ଯାଇଛି ପରୀକ୍ଷାଗାର।
ତଙ୍କା ସ୍ତ୍ରୀ ତାଙ୍କୁ ଚାରି ମାସ ହେଲା ଅପେକ୍ଷା କରି ବସିଛନ୍ତି। ହେଲେ ସେ ଜାଣି ନାହାଁନ୍ତି କି ସେ ଚାରି ମାସ ହେଲାଣି ବିଧବା ହୋଇ ସାରିଛନ୍ତି ବୋଲି। ଏଥି ପାଇଁ ସେ ଚାରି ମାସ ହେବ ତାଙ୍କ ସ୍ୱାମୀ ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।
ସେ ଜଙ୍ଗଲକୁ ଯାଇଥିବା ସମୟରେ ତାଙ୍କ ସାଇକେଲ ମଧ୍ଯ ବାଟରେ ପଡିଥିଲା। ସମସ୍ତେ ତାଙ୍କୁ ମରି ଯାଇଛନ୍ତି ବୋଲି କହୁଥିଲେ ହେଲେ ସ୍ତ୍ରୀ କିନ୍ତୁ ବିଶ୍ବାସ କରି ନଥିଲେ।
ହେଲେ ଆଜି ସ୍ତ୍ରୀ ଜଣକ ଙ୍କ ସବୁ ବିଶ୍ବାସ ତୁଟି ଯାଇଛି। ଏତେ ଦିନର ଅପେକ୍ଷା ଆଜି ତାଙ୍କର ଲୁହରେ ଭାସି ଯାଇଛି। ଆଉ ଏତେବଡ଼ ଦୁନିଆରେ ସେ ଆଜି ଏକା ହୋଇଗଲେ।
ନନ୍ଦ ମଉସା ଙ୍କ ସ୍ତ୍ରୀ ଏବେ ତାଙ୍କୁ ବାହୁନି ବାହୁନି କାନ୍ଦୁଛନ୍ତି। ତାଙ୍କର କେହି ସ୍ତ୍ରୀ ନଥିଲେ , ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ମୁହଁ ଚାହିଁ ଏତେ ବଡ ଦୁନିଆର ବଞ୍ଚି ଥିଲେ। ମାତ୍ର ଆଜି ସ୍ତ୍ରୀ ଜଣକ ଏକୁଟିଆ ହୋଇ ଯାଇଛନ୍ତି।
କାରଣ ନନ୍ଦ ମଉସା ତାଙ୍କୁ ସବୁଦିନ ପାଇଁ ଛାଡ଼ି ଆରପାରି କୁ ଚାଲି ଯାଇଛନ୍ତି। ଏବଂ ଏଭଳି ଯାଇଛନ୍ତି କି ଆଉ କେବେ ହେଲେ ମଧ୍ୟ ସେ ସେଠାକୁ ଫେରିବେ ନାହିଁ।
ଆଜ୍ଞା ହଁ ମିଳି ସାରିଛି ନନ୍ଦ ମଉସା ଙ୍କ କଙ୍କାଳ ଏବଂ ତାଙ୍କ ପୁତୁରା ମଧ୍ୟ କହି ସାରିଛନ୍ତି କି ସେ କଙ୍କାଳ ହେଉଛି ତାଙ୍କ ମଉସା ଙ୍କର। ଏବେ ତାହା ପରୀକ୍ଷାଗାର କୁ ପରୀକ୍ଷା ପାଇଁ ଯାଇଛି। ଏବଂ ପରୀକ୍ଷା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡିବ।