Movie prime

ଅନୁଭବ - ରାଣୀ ପଣ୍ଡା ବାହା ହେଲେ ଆମକୁ ବହୁତ୍ ମଜା ଲାଗିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ବିବାହ କଥା ନେଇ ଅନେକ ଚର୍ଚ୍ଚା ଜୋର ଧରିଛି।
ଏବେ ସମସ୍ତେ ମଧ୍ୟ ଦୁହିଁଙ୍କ ବିବାହକୁ ନେଇ ପ୍ରତିକ୍ରିୟା ଦେବାରେ ଲାଗି ପଡିଛନ୍ତି। ଏବେ ଆମେ ଆପଣଙ୍କୁ ଏହି ବିବାହ କୁ ନେଇ ଦିଆ ଯାଇଥିବା ପ୍ରତିକ୍ରିୟା ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଏହି ସମ୍ପର୍କ ରେ ଜଣେ ବ୍ୟକ୍ତି ଯିଏକି ହେଉଛନ୍ତି ଜଣେ ସାଧାରଣ ନାଗରିକ ଥିଲେ।ସେ କହିଛନ୍ତି କି ଅନୁଭବ ଯଦି ରାନୀ ପଣ୍ଡା ଙ୍କୁ ବିବାହ କରିବେ ତେବେ ନିଶ୍ଚିତ ଭାବରେ ଭଲ ହେବ।
ଏଥି ମଧ୍ୟରେ ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି କି ଅନୁଭଵ ଙ୍କ ଆଗାମୀ ଦିନରେ ଛାଡ଼ପତ୍ର ହେବା ପାଇଁ ଯାଉଛି। ଏବଂ ଯଦି ଅନୁଭବ ମହାନ୍ତି ନିଜେ ଚାହୁଁ ଥିବେ ଓ ତାଙ୍କ ପରିବାର ମଧ୍ଯ ଏହା ଚାହୁଁ ଥିବେ ତେବେ ସେ ନିଶ୍ଚିତ ଭାବରେ ବିବାହ କରିନେବା ଭଲ।
ଏବଂ ବ୍ୟକ୍ତି ଜଣକ ଏହା ମଧ୍ଯ ମଧ୍ଯ କହିଛନ୍ତି। ଏହା ଗୋଟେ ପଟେ ଭଲ ହୋଇଥିବା ବେଳେ ଏହା ଅନ୍ୟପଟେ ମଧ୍ଯ ଖରାପ୍। ଯଦି ବର୍ଷା ପ୍ରିୟଦର୍ଶିନୀ କ୍ଷମା ମାଗି ଅନୁଭବ ଙ୍କ ପାଖରେ ରହିବାକୁ ଚାହିଁବେ
 ତେବେ ସେ ଆଉ କାହାକୁ କଣ ପାଇଁ ବିବାହ କରିବାକୁ ଯିବେ। ଏହା ସମ୍ପୂର୍ଣ ଭାବରେ ଅନୁଭବ ଙ୍କ ଉପରେ ନିର୍ଭରଶୀଳ ଯେ ସେ ବର୍ଷା ଙ୍କ କ୍ଷମା କୁ ଗ୍ରହଣ କରିବେ କିମ୍ବା ଅନ୍ୟ ଜଣକୁ ବିବାହ କରିବେ।
ଯଦି ବର୍ଷା ତାଙ୍କ ନିକଟକୁ ନ ଆସିବେ ତେବେ ଅନୁଭବ ତାଙ୍କ ଘର ଲୋକଙ୍କ ନିଷ୍ପତ୍ତି କୁ ସ୍ବୀକାର କରି ସେଥିରେ ହିଁ ରହିବେ। ରାନୀ ପଣ୍ଡା ମଧ୍ୟ ହେଉଛନ୍ତି ଏକ ଭଲ ମଣିଷ ସେ ଅନେକ ସମାଜ ସେବା କରି ଅନେକ ଲୋକ ମାନଙ୍କୁ ସାହାଯ୍ୟ ମଧ୍ଯ କରିଛନ୍ତି।
ତେବେ ଆଗକୁ ଦେଖା ଯିବ ଅନୁଭବ ତାଙ୍କ ଭବିଷ୍ୟତ ପାଇଁ କେଉଁ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଏବଂ କେଉଁଟି ଠିକ ନିଷ୍ପତ୍ତି ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।