Movie prime

ଆରେ ଜେଲ କି ବେଲ୍ ସେସବୁ କଥା ଛାଡ, ମୋ makeup kit କୁଆଡେ ଗଲା??

 
Archana naag

ଅର୍ଚ୍ଚନା କହୁଛନ୍ତି ଯେ ତାଙ୍କୁ ଜେଲ୍ ଭିତରେ ମେକ୍ ଅପ୍ କିଟ୍ ଦରକାର।ମେକ ଅପ୍, ଲିପ୍ ଷ୍ଟିକ୍, ଆଇ ଲାଇନର ଅର୍ଚ୍ଚନା ଙ୍କୁ ସବୁ ଦରକାର।ନଚେତ ସେ ବାହାରକୁ ଯିବେ ନାହିଁ ବୋଲି କହିଛନ୍ତି।

ନଚେତ ଖାଇବାରେ ପଟେ ରୁଟି କମାଇ ଦେଲେ ଚଳିବ କିନ୍ତୁ ତାଙ୍କୁ ମେକ୍ ଅପ୍ କିଟ୍ ଦରକାର।ବର୍ତ୍ତମାନ ଚର୍ଚ୍ଚା ହେଉଛି ବିନା ମେକ ଅପ ରେ ଜେଲ୍ ଭିତରୁ ବାହାରକୁ ବାହାରିବେ ନାହିଁ ବୋଲି ଅର୍ଚ୍ଚନା କହିଥିଲେ।

ଆଉ ଏବେ ସତ କୁ ସତ ଦେଖିବାକୁ ମିଳିଛି ଅର୍ଚ୍ଚନା ଙ୍କ ମୁହଁରେ ମେକ୍ ଅପ୍ ସାଙ୍ଗକୁ ଲିପ୍ ଷ୍ଟିକ୍ ଆଉ ଆଇ ଲାଇନର ଲଗାଇ ସଜବାଜ ହୋଇଛନ୍ତି।ଆଉ ନିଜ ଘରେ ଯେଉଁ ଭଳି ଭାବରେ ସଜବାଜ ହୋଇ ଭାରି ଥାନ୍ତି ଠିକ୍ ସେହିଭଳି ପୋଲିସ ଙ୍କ ସହିତ ଯିବା ସମୟରେ ବାହାରକୁ ଆସିଛନ୍ତି।
ଜେଲ୍ ରୁ କୋର୍ଟ ରେ ଅର୍ଚ୍ଚନା ପହଞ୍ଚି ଛନ୍ତି।କାରଣ ଲୋକମାନେ ଭାବି ଥିବେ ଯେ ଅର୍ଚ୍ଚନା ଜେଲ୍ ରେ ରହି କଳା କାଠ ପଡି ଯାଇଥିବେ।
ତାଙ୍କ ଆଖି ଶୁଖି ଯାଉଥିବ।ମୁହଁରେ ତାଙ୍କର ଆଉ ଚମକ ନଥିବ।କିନ୍ତୁ ସବୁ ଭୁଲ୍ ଆକଳନ କରୁଥିଲେ ଲୋକମାନେ।ଅର୍ଚ୍ଚନା ଆଗରୁ ଯେପରି ସୁନ୍ଦରୀ ଦେଖା ଯାଉଥିଲେ ଏବେ ମଧ୍ୟ ସେତିକି ସୁନ୍ଦରୀ ଦେଖା ଯାଉଛନ୍ତି।
ଯାହାକୁ ଦେଖିବା ପାଇଁ ମିଡ଼ିଆ ଭାଇ ମାନେ ଏବଂ ଲୋକ ମାନଙ୍କ ଭିଡ଼ ଜମିଛି।ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଦର୍ଶକ ମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏବଂ ଏହି କଥାଶୁଣି ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି।କାରଣ ଅର୍ଚ୍ଚନା ମେକ ଅପ୍, ଲିପ୍ ଷ୍ଟିକ୍, ଆଇ ଲାଇନର ଲଗାଇବାକୁ ଜିଦ୍ କରୁଛନ୍ତି।
ଯାହାକି କେହି କେବେ କରି ନାହାନ୍ତି।ସେ ବିଲକୁଲ୍ ବି ହାର ମାନି ନାହାନ୍ତି। ଏବେ ମଧ୍ୟ ସେ କହିଛନ୍ତି ତାଙ୍କ ନାମରେ ଯାହା କୁହା ଯାଉଛି ତାହା ସବୁ ମିଛ।ଭଲରେ ତଦନ୍ତ କରାଯାଉ।ଏବଂ ସମସ୍ତେ ଅପେକ୍ଷା କରନ୍ତୁ।