Movie prime

ନିଜ ପ୍ରଥମ ପତ୍ନୀ କୋଏଲ କଥା ମନେ ପକେଇ ଭାବୁକ ହେଲେ ବବି ମିଶ୍ର, କହିଲେ ସେ ଯେଉଁଠି ଥାଉ ଖୁସି ରେ ଥାଉ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡ଼ିଆରେ ଫ୍ଲିମ ଷ୍ଟାର ମାନଙ୍କୁ ନେଇକି ଅନେକ ଖବର ମାନ ଭାଇରାଲ ହୋଇଥାଏ।
ବର୍ତ୍ତମାନ ଫ୍ଲିମ ଅଭିନେତ୍ରୀ କୋଏଲ ଆଉ ଅଭିନେତା ବବି ମିଶ୍ର ଙ୍କୁ ନେଇକି କିଛି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଗଣ ମାଧ୍ୟମ ସାମ୍ନା ରେ ବବି ମିଶ୍ର କହିଛନ୍ତି କି ସେ ଚାହାଁନ୍ତି କି କୋଏଲ ଯେଉଁଠି ବି ରୁହନ୍ତୁ ଭଲ ରେ ରୁହନ୍ତୁ ବୋଲି। 
ତାହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା। ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କୋଏଲ ବାନାର୍ଜୀ ବବି ମିଶ୍ର ଙ୍କୁ ବିବାହ କରିଥିଲେ, ଆଉ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ରେ ଥିଲା ବୋଲି ମଧ୍ୟ କୁହାଯାଉଛି।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବବି ମିଶ୍ର କୋଏଲ ଙ୍କୁ ବିଷୟରେ କହିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ତ୍ରୀଙ୍କ ଖୁସି ପାଇଁ ସେ ସବୁକିଛି କରୁଥିଲେ। 
ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ କଲିକତାରେ କାମ କରିବା ପାଇଁ ଯାଇ ସେଠାରେ ଏକ ଭଡା ଘରେ ରହୁଥିଲେ । ସେତେବଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ପଇସା ନଥିଲା ଘର ଭଡା ଦେବା ପାଇଁ। ବବି ମିଶ୍ର ତାଙ୍କ ସ୍ତ୍ରୀଙ୍କ ହାଲ ଚାଲ ଦେଖିବା ପାଇଁ କଲିକତା ଯାଇଥିଲେ।
ଯେତେବେଳେ ସେ ଜାଣିଲେ ତାଙ୍କ ସ୍ତ୍ରୀ ଘର ଭଡା ଦେଇପାରୁନାହାନ୍ତି। ସେତେବେଳେ ବବି ମିଶ୍ର ଭଡା ଘର ପାଖରେ ଥିବା ଏକ ଦୁଇ ମହଲା ଘର କିଣି ଉପହାର ଦେଇଥିଲେ ତାଙ୍କ ସ୍ତ୍ରୀ କୋଏଲ ବାନାର୍ଜୀଙ୍କୁ। 
ଆଉ ସେ କହିଛନ୍ତି କି ସେ ସବୁବେଳେ ତାଙ୍କର ଭଲ ହିଁ ଚାହିଁଥାନ୍ତି। ଆଉ ସେ ଚାହାଁନ୍ତି କି କୋଏଲ ସବୁବେଳେ ଭଲ ରେ ରୁହନ୍ତି। ଆଉ ସେମାନେ ସାଙ୍ଗ ହୋଇ ଥିବା ସମୟରେ ମଧ୍ୟ ବହୁତ କିଛି କରିଛନ୍ତି କୋଏଲ ଙ୍କ ପାଇଁ ବୋଲି କହିଛନ୍ତି ବବି ମିଶ୍ର।
ଆଉ ତାହା ଛଡା ବବି କହିଛନ୍ତି କି ଯେତେବେଳେ ସେ ବିଭିନ୍ନ ଅସୁବିଧା ରେ ପଡ଼ିଥିଲେ ସେତେବେଳେ ମଧ୍ୟ ବବି ତାଙ୍କୁ ସାହାଯ୍ୟ କରିଛନ୍ତି ବୋଲି। ଆଉ ବବି ମିଶ୍ର ଙ୍କର ଏହି ଭଳି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।