Movie prime

ଫିଲ୍ମ ସୁଟିଙ୍ଗ ପାଇଁ ପଣ୍ଡିଚେରୀ ଗଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ କଳାକାର ଶିବାନୀ ଏବଂ ବାବୁଶାନ୍ ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରୀର ଆକ୍ଟର ବାବୁସାନ ମହାନ୍ତି।ଅନେକ ସୁପରହିଟ ଚଳଚ୍ଚିତ୍ରରେ କରି ସେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତ।ତାଙ୍କ ଅଭିନୀତ ଅନେକ ଫିଲ୍ମ ଓଡ଼ିଆ ଫିଲ୍ମ ଜଗତରେ ବହୁତ କିଛି ପରିବର୍ତ୍ତନ ଆଣିଛି।
ସେ ଜଣେ ହିରୋ ଏବଂ ହାସ୍ୟାଭିନେତା ଭାବରେ ପ୍ରତ୍ୟେକ ଅଭିନୟକୁ ଅତି ସୁନ୍ଦର ଭାବରେ ତୁଲାଇ ପାରନ୍ତି। ତାଙ୍କର ପତ୍ନୀ ତୃପ୍ତି ଶତପଥୀ ଏବଂ ପୁଆ ଗୁଆନ ଅଛନ୍ତି। 
ଅଭିନେତା ବାବୁସାନ ମହାନ୍ତିଙ୍କ ବାପା ଉତ୍ତମ ମହାନ୍ତି ଜଣେ ସୁନାମଧନ୍ୟ କଳାକାର ଭାବରେ ସାରା ଓଡ଼ିଶାରେ ଜଣାଶୁଣା। ତାଙ୍କ ସମୟରେ ସେ ଜଣେ ଏପରି କଳାକାର ଥିଲେ ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ
 ଓଡ଼ିଆ ଇଣ୍ଡଷ୍ଟ୍ରୀର ଏକ ଅନ୍ୟତମ ଚଳଚ୍ଚିତ୍ର ଅଟେ। ସେ ନିଜ ଜୀବନ କାଳ ମଧ୍ୟରେ ବହୁତ ଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବେ ମଧ୍ୟ ତାଙ୍କର ଅନେକ କିଛି ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି। 
ବାବୁସାନଙ୍କ ମାଆ ଅଭିନେତ୍ରୀ ଅପରାଜିତା ମହାନ୍ତି ଜଣେ ସୁନାମଧନ୍ୟ ଅଭିନେତ୍ରୀ ଭାବରେ ନିଜର ନାଁ କମାଇଛନ୍ତି। ସ୍ୱାମୀ ଉତ୍ତମ ମହାନ୍ତି ଏବଂ ପୁଅ ବାବୁସାନଙ୍କ ପରି ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ତାଙ୍କ ମଧୁର ସ୍ୱର ଏବଂ ଉତ୍କୃଷ୍ଟ ଅଭିନୟ ଶୈଳୀ ଦ୍ୱାରା ସେ ସାରା ଓଡ଼ିଶାଵାସୀଙ୍କ ପାଖରେ ବେସ ଜଣାଶୁଣା। ତେବେ ବାବୁସାନ୍ ନିଜ ନୂଆ ଫିଲ୍ମ ଦମନ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ବାବୁସାନ ଏହି ଫିଲ୍ମ ପାଇଁ ବହୁତ କଷ୍ଟ କରିଥିଲେ। 
ଆଉ ବାବୁସାନଙ୍କର ଏହା ହେଉଛି ଏକ ଏପରି ଫିଲ୍ମ ଯେଉଁଥିରେ ନା କୌଣସି ଫାଇଟ ଶିନ ଥିଲା ନା କୌଣସି ହିରୋଇନ। ଦର୍ଶକ ବନ୍ଧୁ ଏହି ଫିଲ୍ମଟି ଏକ ଡାକ୍ତରଙ୍କ ଜୀବନ କାହାଣୀ ଉପରେ ନିର୍ମିତ।
ଏହି ଫିଲ୍ମରେ ଏକ ଡାକ୍ତରଙ୍କ ସଙ୍ଘର୍ଷମୟ ଜୀବନୀ ବିଷୟରେ ଦର୍ଶା ଯାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ଥରେ ଦେଖିବାକୁ ମିଳୁଛି ଦମନ ପରେ ଆଜି ଏକ ନୂଆ ସିନେମାର ଗୀତ ସୁଟିଙ୍ଗ ପାଇଁ ପଣ୍ଡିଚେରୀ ଗଲେ ବାବୁସାନ।