Movie prime

ବାଡ଼ିରେ ପରିବା ତୋଳୁଥିଲେ ଏଲିନା ହଠାତ୍ ଯାହା ଘଟିଲା ଆପଣ ବି ମୁଣ୍ଡ ରେ ହାତ ଦେବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ର ଏଲିନା ସାମନ୍ତରାୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। କାରଣ ସେ ହେଉଛନ୍ତି ଏକ ଆଗ ଧାଡ଼ି ର ନାୟିକା।
ସେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଅନେକ ହିଟ୍ ସିନେମା ଭେଟି ଦେଇଛନ୍ତି। ତାଙ୍କର ଅଭିନୟ ପାଇଁ ସେ ପ୍ରତିଟି ଘରେ ମଧ୍ଯ ବେଶ ପରିଚିତ ଅଟନ୍ତି। ସମସ୍ତଙ୍କ ହୃଦୟରେ ମଧ୍ଯ ଘର କରି ରହିଛନ୍ତି। ଖାସ୍ କରି ଲୋକ ମାନେ ତାଙ୍କ expression ଦେଖିବାକୁ ଖୁବ୍ ପସନ୍ଦ କରନ୍ତି।
ତେବେ ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଏକ୍ଟିଭ ଥାଆନ୍ତି। ଏବଂ ଏଥି ନିମନ୍ତେ ପ୍ରତ୍ୟେକ ଦିନ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ଯ କରିଥାଆନ୍ତି।
ତାଙ୍କ ପୋଷ୍ଟ ଦେଖିବା ପାଇଁ ମଧ୍ଯ ଲୋକ ମାନେ ଖୁବ୍ ପଶନ୍ଦ କରନ୍ତି। ଏବଂ ଦିନକୁ ଦିନ ତାଙ୍କ ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯେଉଁଥିରେ କି ଏଲିନା ଙ୍କୁ ପରିବା ଗଛରୁ ପରିବା ତୋଳୁ ଥିବାର ଦେଖିବାକୁ ମିଳିଛି। ତେବେ ଆପଣ ମାନେ ଜାଣିଥିବେ କି ସେ କିଏ ହେବ ମୋ ହିରୋଇନ୍ ରିଆଲିଟି ଶୋ ରେ ଆସିଥିଲେ।
ଏବଂ ସେ ସେହି ଶୋ ରେ ମଧ୍ଯ ବିଜେତା ହୋଇଥିଲେ। ଏହାପରେ ସେ ଅରିନ୍ଦମ ଙ୍କ ବିପକ୍ଷରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ। ସେ ଏହି ଫିଲ୍ମ୍ ମାଧ୍ୟମରେ ଅନେକ ସଫଳତା ମଧ୍ଯ ଅର୍ଜନ କରିଥିଲେ।
ହେଲେ ଏଲିନା ଏବେ ଘରେ ରହୁଛନ୍ତି। ଏବଂ ସେ ଏକ କ୍ଷେତ କୁ ଯାଇଛନ୍ତି ଏବଂ ସେଠାରେ ଅନେକ ପ୍ରକାରର ପରିବା ମଧ୍ୟ ଚାଷ କରାଯାଇଛି। କୋବି ଓ କାକୁଡି ଭଳି ଅନେକ ପନିପରିବା ମଧ୍ଯ ଚାଷ କରାଯାଇଛି।
ସେ ସେଗୁଡିକୁ ଧରି ବେଶ ଖୁସୀ ହେବା ସହ ସେଗୁଡିକୁ ମଧ୍ୟ ନିଜ ହାତରେ ଓପାଡ଼ି ପକାଉଛନ୍ତି। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।