Movie prime

ବାହା ହେଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ ହିରୋ Asish ଦେଖନ୍ତୁ କାହା ସହ ବିବାହ ବନ୍ଧନରେ ବାନ୍ଧି ହେଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ଓଲିଉଡ଼ ର ଅଭିନେତା ମାନେ ଏବେ ବିବାହ କରିବାକୁ ଲାଗିଛନ୍ତି। ଅନେକ ଓଲିଉଡ ଅଭିନେତା ଙ୍କ ବିବାହ ମଧ୍ୟ ସାରିଲାଣି।
ଏବେ ଆଉ ଏକ ଓଲିଉଡ଼ ଜଗତର ପପୂଲାର୍ ହିରୋ ଙ୍କ ବିବାହ ମଧ୍ଯ ସରି ଯାଇଛି। ସେହି ହିରୋ ଜଣକ ନାମ ହେଉଛି ଆଶିଷ। ତାଙ୍କୁ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି।
ଲୋକ ମାନେ ମଧ୍ଯ ତାଙ୍କୁ ପରଦା ଉପରେ ଦେଖିବା ପାଇଁ ଖୁବ୍ ଭଲ ପାଇ ଥାଆନ୍ତି। ତାଙ୍କର ସମସ୍ତ ଧାରାବାହିକ ମଧ୍ୟ ସୁପର୍ ହିଟ୍ ହୋଇଛି। ଲୋକ ମାନେ ତାଙ୍କୁ ମଧ୍ଯ ପ୍ରଚୁର ମାତ୍ରାରେ ଭଲ ପାଆନ୍ତି।
ନିକଟରେ ଏହି ହିରୋ ଆଶିଷ ଙ୍କ ବିବାହ ସମ୍ପନ୍ନ ହୋଇଛି। ସେ ହାତକୁ ଦୁଇ ହାତ ହୋଇ ସାରିଛନ୍ତି। ଏବଂ ସେ ତାଙ୍କର ପ୍ରେମିକା କୁ ହିଁ ବିବାହ କରିଛନ୍ତି।
ତାଙ୍କର ବିବାହ ହୋଇଥିବା ନେଇ ସୋସିଆଲ ମିଡ଼ିଆ ରେ ଅନେକ ଫୋଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏବଂ ଆଶିଷ ମଧ୍ଯ ଏନେଇ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ ମଧ୍ୟ କରିଛନ୍ତି।
ଏହି ପୋଷ୍ଟ କୁ ମଧ୍ଯ ଅନେକ ଲୋକ ଲାଇକ କରୁଛନ୍ତି ଏବଂ କମେଣ୍ଟ ମଧ୍ୟ କରିଛନ୍ତି। ଆଶିଷ ଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି। ତାଙ୍କ ସ୍ତ୍ରୀ ଙ୍କ ସହ ଭିନ୍ନ ଭିନ୍ନ ପୋଜ ରେ ଫଟୋ ଉଠାଇଛନ୍ତି।
ଆଶିଷ ମଧ୍ୟ ବେଶ ଖୁସୀ ଅଛନ୍ତି ଏବଂ ବିବାହ ବେଦୀ ଉପରେ ବସିଥିବା ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ଏବେ ଆଶିଷ ଙ୍କ ଫଟୋ କୁ ଦେଖି ଅନେକ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନେକ ଓଲିଉଡ଼ କଳାକାର ମାନେ ମଧ୍ୟ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
ଆମେ ଭଗବାନ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ।