Movie prime

ଏହି ୩ ଟି ସର୍ତ୍ତ ନ ମାନିଲେ Babushan Mohanty ଙ୍କ ପାଖକୁ ଫେରିବେନି Trupti ଦେଖନ୍ତୁ ତୃପ୍ତି କଣ ରଖିଲେ ୩ ଟି ସର୍ତ୍ତ

 
Viral news
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ଧରି ଚାଲିଥିବା ବିବାଦ ଯାହାକି ହେଉଛି ଓଲିଉଡ ଅଭିନେତା ବାବୁଶାନ୍ ଙ୍କ ସମ୍ପର୍କ ରେ।
ଅଭିନେତା ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ପ୍ରେମ ସମ୍ପର୍କ ଲୋକ ଲୋଚନ କୁ ଆସିବା ପରେ ଏବେ ପ୍ରତି ମୁହୂର୍ତ୍ତ ରେ ତାଙ୍କର ପ୍ରତ୍ୟେକ ଟି ନିଉଜ ଭାଇ ରାଲ ହେବାରେ ଲାଗିଛି। ସାରା ଓଡିଶା ର ଲୋକ ମାନଙ୍କର ନଜର ମଧ୍ଯ ଏବେ ସେହି ଖବର ଉପରେ ହିଁ ରହିଛି।
ଆପଣ ମାନେ ଜାଣିଥିବେ କି ଏହି ଘଟଣା ପରେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ତାଙ୍କ ଉପରେ ରାଗି ଯାଇଛନ୍ତି। ସେଥି ପାଇଁ ସେ ବାବୁଶାନ ଙ୍କ ଘର ଅର୍ଥାତ୍ ତାଙ୍କ ଶାଶୂ ଘରକୁ ଆସୁ ନାହାଁନ୍ତି। ଏବଂ ଏବେ ବାବୁଶାନ ଙ୍କ ପୁଅ ମଧ୍ଯ ତୃପ୍ତି ଙ୍କ ନିକଟରେ ଅଛି।
ତେବେ ଏବେ ବାବୁ ଶାନ ଓ ତୃପ୍ତି ଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନା କୁ ଆସୁଛି ଯାହାକି ହେଉଛି ବାବୁଶାନ ଓ ତୃପ୍ତି ଙ୍କ ଅଲଗା ହୋଇ ଯିବାର ଖବର।
ଆଜ୍ଞା ହଁ ତୃପ୍ତି ଘରକୁ ଫେରିବା ପାଇଁ ତିନି ଗୋଟି ସର୍ତ୍ତ ରଖିଥିଲେ ଏବଂ ବାବୁଶାନ୍ ଏବେ ପର୍ଯ୍ୟନ୍ତ ମଧ୍ୟ ସେହି ତିନି ଗୋଟି ସର୍ତ୍ତ ମାନି ନାହାନ୍ତି। ବରଂ ସେ ସେଥି ପାଇଁ ଚୁପ୍ ରହିଛନ୍ତି। ତୃପ୍ତି ସେହି ତିନି ଗୋଟି ସର୍ତ୍ତ କୁ ବାବୁଶାନ ଙ୍କ ନିକଟରୁ ଲିଖିତ ଆକାରରେ ଚାହୁଁଛନ୍ତି।
ପ୍ରଥମ ସର୍ତ୍ତ ଟି ହେଉଛି ବାବୁଶାନ ପୂର୍ବ ଭଳି ଆଉ ନିଶା ସେବନ କରିବେ ନାହିଁ। ଦ୍ଵିତୀୟ ଟି ହେଉଛି ସେ ପ୍ରକୃତି ମିଶ୍ର ଙ୍କ ସହ ଆଉ ପୁନର୍ବାର ଦେଖା ମଧ୍ୟ କରିବେ ନାହିଁ।
ତୃତୀୟଟି ହେଉଛି ଏବେ ଯେଉଁ ଭଳି କାର୍ଯ୍ୟ କରିଲେ ଭବିଷ୍ୟତରେ ଯେପରି ଏଭଳି କାର୍ଯ୍ୟ ର ପୁନରାବୃତ୍ତି ନ ହୁଏ।
ଏହି ସବୁ ସର୍ତ୍ତ କୁ ତୃପ୍ତି ବାବୁଶାନ ଙ୍କ ନିକଟରୁ ଲିଖିତ ଆକାରରେ ଚାହୁଁ ଛନ୍ତି ହେଲେ ବାବୁଶାନ ଏହାର କୌଣସି ମଧ୍ଯ ଉତ୍ତର ନଦେଇ ସେ ନିରବ ରହିଛନ୍ତି। ତେବେ ଏଭଳି ନିରବ ରହିବା ପଛର କାରଣ କଣ ଜଣା ପଡି ନାହିଁ।