Movie prime

ବର୍ଷାଙ୍କୁ ଧରିବେ ଭୁବନେଶ୍ୱର DCP ଦେଖନ୍ତୁ କେଉଁ କାରଣ ପାଇଁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କୁ କିଏ ବା ନଜାଣେ। ରାଜ୍ୟରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ। ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଚଳଚିତ୍ର ଦେଇସାରିଛନ୍ତି।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର, ତେବେ ଆଜି କାଲି ଚର୍ଚ୍ଚା ର ବିଷୟ ପାଲଟିଛି ଅନୁଭବ ଓ ବର୍ଷା ଙ୍କୁ ନେଇକି ଭାଇରାଲ ହେଇଥିବା କିଛି ଭିଡ଼ିଓ।
ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି। ଆଉ ଯାହା କୁହାଯାଉଛି କି ଅନୁସୂଚିତ ଜାତି ଓ ଜନ ଜାତିର ଲୋକ ମାନଙ୍କୁ ନେଇକି ଇଙ୍ଗିତ କରିଥିଲେ ଅଭିନେତ୍ରୀ ବର୍ଷା।
ଆଉ ଯେଉଁଥିପାଇଁ ହାଇକୋଟ ର ନିର୍ଦେଶ କ୍ରମେ ବର୍ତ୍ତମାନ ଭୁବନେଶ୍ୱର ର ଡି. ସି. ପି. ଙ୍କୁ ଘଟଣା ର ତଦନ୍ତ ଓ ଘଟଣା ର ସତ୍ୟା ସତ୍ୟ ଜାଣିବା ପାଇଁ ମଧ୍ୟ କୁହାଯାଉଛି। ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ତଦନ୍ତ କରିବା।  
ଯାହା କୁହାଯାଉଛି କି ଜାତି କୁ ବାରମ୍ବାର ଇଙ୍ଗିତ କରିଥିଲେ ଅଭିନେତ୍ରୀ ବର୍ଷା। ଆଉ ଯାହାକୁ ନେଇକି ବର୍ତ୍ତମାନ ତଦନ୍ତ କରିବ ଭୁବନେଶ୍ୱର ଡି. ସି. ପି., ଆଉ ଯେଉଁଥିପାଇଁ ବର୍ତ୍ତମାନ ତଦନ୍ତ କୁ ସାମ୍ନା କରିବେ ବର୍ଷା।
ଆଉ ଯାହା କୁହାଯାଉଛି କି ଜାତି ଗତ ଭେଦ ଭାବ କାହିଁକି ଯେଉଁଠି ଭଗବାନ ଙ୍କୁ ସୃଷ୍ଟି ରେ ସମସ୍ତଙ୍କୁ ସମାନ ବୋଲି କୁହାଯାଉଥିବା ବେଳେ ବର୍ଷା ଙ୍କୁ ମନରେ ଜାତି କୁ ନେଇକି ଭେଦ ଭାବ ସୃଷ୍ଟି ହୋଇଛି। ଆଉ ଯେଉଁଠି ପାଇଁ ଭୁବନେଶ୍ୱର ର ବବିଭିନ୍ନ ଥାନା ରେ ମଧ୍ୟ ମାମଲା ରୁଜୁ ହୋଇଛି। 
ତେବେ ଏହି ଘଟଣା କୁ ନେଇକ ବର୍ତ୍ତମାନ ଠିକ ଭାବରେ ତଦନ୍ତ ହୋଇ ପାରୁ ନ ଥିବାରୁ ଏହି ମାମଲା ର ତଦନ୍ତ ପାଇଁକି ବର୍ତ୍ତମାନ ସମସ୍ତ ଦାୟିତ୍ୱ ଦେଇଛି ଭୁବନେଶ୍ୱର ଡି. ସି. ପି. ଙ୍କୁ।
ଆଉ ଯାହା କୁହାଯାଉଛି କି ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇକି ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରେ ଭୁବନେଶ୍ୱର ହାଇକୋଟ ଏହି ଭଳି ଏକ ନିର୍ଦେଶ ଦେଇଛି ବୋଲି କୁହାଯାଉଛି।
ତେବେ ଯାହା କୁହାଯାଉଛି କି ଭୁବନେଶ୍ୱର ବାସିନ୍ଦା ଉଷା ନାୟକ ଚନ୍ଦ୍ରଶେଖର ପୁର ରେ ଥାନା ରେ ଅଭିଯୋଗ କରିଥିଲେ ବର୍ଷାଙ୍କ ନାଆରେ।