Movie prime

ଖୁସି ଖବର ଦେଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ Ollywood ଅଭିନେତ୍ରୀ Barsha Priyadarshini ଦେଖନ୍ତୁ କଣ ସେହି ଖୁସି ଖବର ଟି

 
Actress Barsha Priyadarshini
ଆପଣମାନେ ସମସ୍ତେ ତୋ ଜାଣିଥିବେ ଏବେ ବର୍ଷା ପ୍ରିୟଦର୍ଶିନୀ ଆଉ ଅନୁଭବଙ୍କ ମଧ୍ୟରେ ମନ ମତାନ୍ତର ହୋଇଛି । ତଥାପି ବି ବର୍ଷା ପ୍ରିୟଦର୍ଶିନୀ ଖୁସି ଅଛନ୍ତି ।
ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ହେଉଛି କଟକ। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୦ ସୁଦ୍ଧା ତାଙ୍କର ବୟସ ୨୭ ବର୍ଷ ଅଟେ। ସେଥିଲେ ତାଙ୍କର ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଝିଅ ।
ବର୍ଷାଙ୍କର ଛୋଟବେଳୁ ହିଁ ବାପା,ମାଆ ଏବଂ ଭଉଣୀମାନଙ୍କ ପ୍ରତି ଭଲ ପାଇବା ବହୁତ୍ ଥିଲା । ସେ ତାଙ୍କର ସ୍କୁଲ୍ ପାଠପଢ଼ା ଶେଷ କରିବା ପରେ କଟକର ଶୈଳବାଳା ଓଏମେନ୍ସ କଲେଜରୁ କଲେଜ କ୍ୟାରିୟର୍ ମଧ୍ୟ ଶେଷ କରିଥିଲେ ।
ପାଠପଢ଼ା ସହିତ ନୃତ୍ୟକଳା ହେଉ ବା ଅଭିନୟ ହଉ ସବୁଥିରେ ସିଏ ପଛକୁ ନ ହଟି ଭାଗ ନେଉଥିଲେ ।ତାଙ୍କ ମାଆଙ୍କ ନାଁ ଥିଲା ଦୀପା ସାହୁ ଓଡ଼ିଆ କଥାଚିତ୍ରରେ ଅଭନେତ୍ରୀ ଥିଲେ।ଦୀପା ୧୯୭୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ।
ତାଙ୍କ ଅଭିନିତ ଶେଷ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ନିଜ ମାଆଙ୍କ ପଦାକଙ୍କୁ ଅନୁସରଣ କରି ସିନେମା ଜଗତରେ ପାଦଥୋଇ ଥିବା ଏହି ଅଭିନେତ୍ରୀ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ଅନେକ ସିନେମାରେ ଅଭିନୟ କରିଛନ୍ତି ।
ଶା-ରୀ-ରି-କ ସମ୍ପର୍କ ପାଇଁ ବର୍ଷା ରାଜି ହଉନଥିବାର ଅଭିଯୋଗ ଆଣିଛନ୍ତି ଅନୁଭବ । ଶା-ରୀ-ରି-କ ସମ୍ପର୍କ ସ୍ଥାପନା ନ ହେବାରୁ ଅସହଜ , ଅସୁଖୀ ମନେ କରୁଥିଲେ ଅନୁଭବ । 
ବାହାଘରର ପ୍ରଥମ ଦିନରେ ଶା-ରୀ-ରି-କ ସମ୍ପର୍କ ରଖିବାକୁ ରାଜି ହୋଇନଥିଲେ ବର୍ଷା । ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ବର୍ଷା ତିନି ରୁ ଚାରି ମାସ ସମୟ ନେଇଥିଲେ, ମୁଁ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲି ବୋଲି ସାଂସଦ ଅନୁଭବ ମହାନ୍ତି କହଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟସଭା ସଂସଦ ହେବାପରେ ଦିଲ୍ଲୀରେ ବର୍ଷାଙ୍କ ସହିତ ରହିଥିଲି, ଦିଲ୍ଲୀରେ ଶା-ରି-ରୀ-କ ସମ୍ପର୍କ ରଖିବାକୁ ଯାଇ ନିରାଶ ହୋଇଥିଲି ।
ଏସବୁ ଘଟଣା ଘଟିଗଲା ପରେ ବି ବର୍ଷା ପ୍ରିୟଦର୍ଶିନୀଙ୍କୁ ଏହି ଭିଡ଼ିଓରେ ଖୁସି ଥିବାର ଦେଖିବାକୁମିଳିଛି । କିନ୍ତୁ ଖୁସିର କାରଣ କ'ଣ ତାହା ସ୍ପଷ୍ଟ ହୋଇନାହିଁ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି ଏହି ବିଷୟରେ କହି ନାହାନ୍ତି ।