Movie prime

ଭାଉଜକୁ ମା-ରି ପୋତିଦେଲା ଦିଅର ଶେଷରେ ରାଗିଯାଇ ଘଟାଇଲା ଏମିତି ଭୟଙ୍କର କାଣ୍ଡ

 
Special Report
ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଆଜିକାଲି ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନେ ଯେତେ ଉପରକୁ ଯାଉଛନ୍ତି ସେତେ ଅସଭ୍ୟ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନଙ୍କ ମନ ଧୀରେ ଧୀରେ କଳୁଷିତ ହେବାକୁ ଲାଗିଲାଣି। ଆଜିକାଲିର ସଭ୍ୟ ସମାଜରେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟେକ ଦିନ ଖବର କାଗଜ, ଟିଭି, ମିଡ଼ିଆ ଇତ୍ୟାଦିରେ ଅଵୈଧ ସମ୍ପର୍କ ବିଷୟରେ ଶୁଣିବାକୁ ମିଳୁଛି। ଆଜିକାଲିର ଲୋକମାନେ ଯୌ-ନ ସଂପର୍କ କୁ ମେଣ୍ଟାଇବା ପାଇଁ ନିଜର ସବୁ ସମ୍ପର୍କକୁ ପଛରେ ପକେଇ ଦେଉଛନ୍ତି।
ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଭାଉଜକୁ ମାରିଦେଲା ଦିଅର। କୁଆଡ଼େ ଭାଉଜ ଦିଅରକୁ ବିବାହା କରିବାକୁ ଦେଉନଥିଲା ସେଇଥିପାଇଁ ଦିଅର ଭାଉଜକୁ ମାରିଦେଲା। ଭାଉଜ ଆଉ ଦିଅର ମଧ୍ୟ ରେ ଥିଲା ଅନୌତିକ ସଂପର୍କ। ଆଉ ଭାଉଜ ଦିଅରଙ୍କୁ କେବେବି ବିବାହ କରିବାକୁ ଚାହୁଁ ନ ଥିଲେ। ଆଉ ଦିଅରକୁ ମଧ୍ୟ କୋଉଠି ବି ବିବାହ କରେଇ ଦଉନଥିଲେ ଭାଉଜ, ଯାହା ଦିଅରଙ୍କୁ ବହୁତ କଷ୍ଟ ଲାଗୁଥିଲା। ଆଉ ଯେଉଁଠୁ ବି ଦିଅର ପାଇଁ ବାହାଘର ପ୍ରସ୍ତାବ ଆସୁଥିଲା ତାକୁ ଭାଙ୍ଗି ଦଉଥିଲା ଭାଉଜ ସେଥିପାଇଁ ଦିଅର ରାଗି ଯାଇ ଜୀବନରୁ ମାରିଦେଲା ଭାଉଜକୁ। 
ଆଉ ତା'ପରେ ନିଜ ଭାଉଜର ମୃ-ତ ଶରୀରକୁ ମାଟି ତଳେ ପୋତିଦେଇଥିଲା। ଭାଉଜ ଦିଅରର ଅନ୍ୟତ୍ର ବାହାଘରରେ ବାଧକ ସାଜିବାରୁ ଦିଅର ଶେଷରେ ଭାଉଜକୁ ହ-ତ୍ୟା କରି ପୋତିଦେଇଥିବା ଘଟଣାଟି ଏବେ ସାମ୍ନାକୁ ଆସିଛି। ଆଉ ଏଭଳି ଏକ ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଡ ଗାଆଁ ଥାନା ଅନ୍ତର୍ଗତ ପାମର ଚଟୁଗୁଡ଼ ଗାଆଁରେ। ଆଜି ପୋଲିସ ହ-ତ୍ୟା-କା-ରୀ ଦିଅର ଙ୍କୁ ଗିରଫ କରିବା ସହ ଭାଉଜଙ୍କ ମୃ-ତ ଦେହକୁ ଉଦ୍ଧାର କରିଛି। ଭାଉଜ ଆରତୀ କିଣ୍ଡୁ ଭାଇ ଧର୍ମେନ୍ଦ୍ର କିଣ୍ଡୁ ଙ୍କୁ ବିବାହ କରିଥିଲେ। 
ଧର୍ମେନ୍ଦ୍ର ଆଉ ତାଙ୍କ ଭାଇ ଜିତେନ୍ଦ୍ର ଭୁବନେଶ୍ୱର ର ଏକ ଠିକାଦାର୍ ପାଖରେ ରହି ରଙ୍ଗ କାମ କରୁଥିଲେ। ଆଉ ଯେତେବେଳେ ଭାଉଜ ନିଖୋଜ ହୋଯାଇଥିବା ଖବର ଧର୍ମେନ୍ଦ୍ର ଜାଣିଲେ, ତା'ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଏମିତିକି ଭାଇ ଜିତେନ୍ଦ୍ରର ର କାର୍ଯ୍ୟକଳାପ ସନ୍ଦେହ ଜନକ ଥିବାରୁ ବଡ ଭାଇ ଧର୍ମେନ୍ଦ୍ର ଥାନାରେ ଏତଲା ଦେଇଥିଲେ। ଆଉ ପୋଲିସ ଥାନାକୁ ଆଣି ଜିତେନ୍ଦ୍ର କୁ ପଚରାଉଚରା କରିବାରୁ ସବୁ ସତ କଥା କହିଥିଲା ଜିତେନ୍ଦ୍ର। ଏବେ ଦେଖିବାକୁ ବାକି ରହିଲା ଦୋଷୀକୁ କେବେ ଦଣ୍ଡ ମିଳୁଛି।