Movie prime

ଭିନ୍ନକ୍ଷମ ପୁଅକୁ ପଥର ରେ ଛେଚିଦେଲା ଜନ୍ମକଲା ବାପା ଦେଖନ୍ତୁ ଟିକିଏ କଥାରେ ହେଲା ଏହିଭଳି ମହାଭାରତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାପା ମା ପିଲାକୁ ଜନ୍ମ ଦିଅନ୍ତି, ତାକୁ ପାଳି ପୋଷି ବଡ଼ କରନ୍ତି। ନିଜର ଓ ପିଲାର ଭବିଷ୍ୟତ ପାଇଁ। ତା ଲାଗି ନିଜ ରକ୍ତ ନିଗାଡ଼ି ପରିଶ୍ରମ କରନ୍ତୁ ଭଲ ମଣିଷ କରିବା ପାଇଁ।
ଆଉ ଯଦି ପିଲା ଭଲ ଜାଗାରେ ମ-ନ୍ଦ ହୋଇ ବାହାରେ ତ ବାପା ମା’ଙ୍କର ହୃଦୟ ଭାଙ୍ଗିଯାଏ। ଓଡ଼ିଆରେ ଗୋଟିଏ କଥା ଅଛି, ‘ପୁଅ ଯଦି ଯୋଗା ଧନ କାହିଁ ପାଇଁ ସଞ୍ଚୁ… ପୁଅ ଯଦି ଅଯୋଗା ଧନ କାହିଁ ପାଇଁ ସଞ୍ଚୁ’। 
ଏହାର ଅର୍ଥ ହେଉଛି, ପୁଅ ଯଦି ଯୋଗ୍ୟ ହେଲେ ସେ ନିଜେ ନିଜର ଜୀବନକୁ ସଜାଡ଼ି ନେବେ। ଆଉ ଯଦି ଅଯୋଗ୍ୟ ହେଲେ ତେବେ ଯାହା ସଞ୍ଚିଥିବ ତାକୁ ଉଡ଼ାଇ ଦେବେ।
କିନ୍ତୁ ପୁଅ ଯଦି ଦୁ-ର୍ଦ୍ଦା-ନ୍ତ ହୁଏ, ଖାଲି ବାହାର ନୁହେଁ ଘରେ ବି ବାପା ମା’ଙ୍କ ଉପରେ ଅ-ତ୍ୟା-ଚା-ର କରେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି। ଯାହାକି ହେଉଛି ମ-ଦ୍ୟ-ପ ପୁଅର ମୁଣ୍ଡରେ ପଥର ଛେଚିଦେଲା ବୃଦ୍ଧ ବାପା। 
ଗୁରୁତର ଅବସ୍ଥାର ପ୍ରଥମେ ନୟାଗଡ଼ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଗାଁ ପଞ୍ଚାୟତ ସାହିରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଗାଁର ଦୈତାରି ମହାନ୍ତିଙ୍କ ଭିନ୍ନକ୍ଷମ ପୁଅ ଶିବ ପ୍ରସାଦ ସବୁବେଳେ ନି-ଶା ସେବନ କରି ଘରେ ଗ-ଣ୍ଡ-ଗୋ-ଳ କରନ୍ତି। ଏଥିପାଇଁ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଆଉ ଆଜି ଏହା ଭୟଙ୍କର ରୂପ ନେଇଥିଲା। 
ସବୁଦିନ ପରି ଆଜି ଶିବ ଘରେ ଝଗଡା କରିବାରୁ ବାପା ଦୈତାରି ଏଥିରେ ଅତିଷ୍ଠ ହୋଇ ପୁଅର ମୁଣ୍ଡରେ ଏକ ପଥର ଛେଚି ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଶ-ବକୁ ପରିବାର ଲୋକେ ନୟାଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ।
ତେବେ ଅଵସ୍ଥା ଗୁରୁତର ହେବାରୁ ଶିବକୁ ଭୁବନେଶ୍ଵର ଡ଼ାକ୍ତରଖାନାକୁ ସ୍ଥାନାନ୍ତ କରାଯାଇଛି। ଥାନରେ ଏନେଇ ଅଭିଯୋଗ ଅଭିଯୋଗ ହୋଇ ନଥିଲେ ମଧ୍ୟ ଇଟାମାଟି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।