Movie prime
କାହା ନାଁ ରେ ନାମିତ ହେବ AIMS BHUBNESWAR ? ଦେଖନ୍ତୁ କେଉଁ ନାମରେ ରହିବ ନୂଆ ନାମ
 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏମ୍ସ ହସ୍ପିଟାଲ ବିଷୟରେ ଶୁଣିଥିବେ । ଆଉ ଏହି ହସ୍ପିଟାଲକୁ ଯାଇଥିବେ ମଧ୍ୟ । ଆଉ ଏହି ହସ୍ପିଟାଲ ଏକ ନାମିଦାମୀ ହସ୍ପିଟାଲ । ଆଉ ଏହାର ନାମ ଅଛି ଆଉ ଏଠାରେ ଭଲ ଚିକିତ୍ସା ମଧ୍ୟ କରାଯାଇଥାଏ । ଆଉ ଏବେ ଏବେ ଏହି ଭିଡିଓ ଏହି ଏମ୍ସ ହସପିଟାଲକୁ ନେଇ କିଛି ଖବର ଜଣାଉଛି । ଆଉ ଏହି ଖବର ବିଷୟରେ ସମସ୍ତେ ଜାଣିବା ଉଚିତ୍ ।
ଆଉ ଏବେ ଜଣାପଡିଛି ଭୁବନେଶ୍ୱର ସହରରେ ଥିବା ଏମ୍ସ ହସ୍ପିଟାଲର ନାମ ବଦଳିବାକୁ ଯାଉଛି । ଆଉ ଓଡ଼ିଶାରେ ଯେତେ ବି ଏମ୍ସ ହସ୍ପିଟାଲ ଅଛି ସମସ୍ତଙ୍କର ନାମ ବଦଳ କରାଯିବ । ଆଉ ଏହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ଆମ ରାଜ୍ୟରେ ୨୩ ଟି ଏମ୍ସ ହସ୍ପିଟାଲ ଅଛି । ଆଉ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରୋଗୀ ମାନଙ୍କର ଲାଇନ୍ ଲାଗିଥାଏ ।
ଆଉ ଏହି ସମୟରେ ଏମ୍ସ ହସ୍ପିଟାଲର ନାମ ବଦଳିବା ପାଇଁ ଖବର ଆସିଛି । ସେହି ରାଜ୍ୟର ପପୁଲାର ନାମ, ଆଉ ଜଣେ ଗ୍ରହଣୀୟ ଆଉ ଉପକୃତ ବ୍ୟକ୍ତିତ୍ଵଙ୍କ ନାମ ଅନୁସାରେ ଏହି ଏମ୍ସ ହସ୍ପିଟାଲର ନାମ ରହିବ । କିଛି ଲୋକ ବା ନେତା ଏହି ନାମ ବଦଳାଇବା ସପକ୍ଷରେ ନାହାଁନ୍ତି । ସେ କହିଛନ୍ତି କି ନାମ ପରିବର୍ତ୍ତନ କରିବା ପରିବର୍ତ୍ତେ ସୁରକ୍ଷା ସେବା ଉନ୍ନତ କରିଲେ ଭଲ ହେବ ।
ଆମ ରାଜ୍ୟରେ ବରପୁତ୍ର ମାନଙ୍କର ଅଭାବ ନାହିଁ ଆଉ ତାଙ୍କ ନାଁ ମଧ୍ୟରୁ କିଛି ବଛା ବଛା ଆଉ ନାମିଦାମୀ ଲୋକଙ୍କ ନାମ ଅନୁସାରେ ଏମ୍ସ ହସ୍ପିଟାଲର ନାମ ରଖାଯିବ । ଏହି ନାମ ପରିବର୍ତ୍ତନ କରିବା ପରିବର୍ତ୍ତେ ଲୋକମାନଙ୍କ ପାଇଁ ସେବାର ଉନ୍ନତି କରିଲେ ଏହାର ନାମ ଅଧିକ ଉପରକୁ ଉଠିବ । ଆଉ ଲୋକମାନେ ନାମ କଣ ଦେବେ ସେମାନେ ଡିଶିସନ୍ ନିଅନ୍ତୁ । ଆଉ ଯଦି କୌଣସି ରାଜନୀତି ନାମ ଦେବ ତାହେଲେ ଆଞ୍ଚଳିକତା ବାଦ ବଢିବ । 
ଏହି ସମୟରେ ଏମ୍ସ ହସ୍ପିଟାଲର ନାମ ବଦଳେଇବା ଏକ ବିବାଦ ସୃଷ୍ଟି କରିବ । ଆଉ ଏହିଭଳି ଅନେକ କଥା ଶରତ ବିଶ୍ଵାଳ ଏବଂ ନାଗରିକ ସୁରକ୍ଷା ନେତା ସଭାପତି କୃଷ୍ଣଚନ୍ଦ୍ର ପତି ଆଉ ରିପୋର୍ଟର ହୋଇଛନ୍ତି । ଆଉ ଏହା ମନ୍ଥନ କାର୍ଯ୍ୟକ୍ରମରେ ପ୍ରସାରିତ ହେଉଛି । ଏବେ ସମୟକୁ ଅପେକ୍ଷା ରହିବ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ କାହା ନାମରେ ନାମିତ କରୁଛନ୍ତି ।