Movie prime

ନିଶା ମହାରଣା ଯେତେ ଉତୁରୁଚି ତାକୁ ମୁମ୍ବାଇ ରେ ଶାନ୍ତ କରି ହେବ, ବହୁତ୍ ନିଜକୁ ହିରୋଇନ୍ ଭାବୁଚି ତ ସେଇ ଫିଲ୍ମ କରୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିଶା ମହାରଣା ଙ୍କ ଘଟଣା ଦିନକୁ ଦିନ ତେଜିବା ରେ ଲାଗିଛି। ଦିନକୁ ଦିନ ଲୋକ ମାନେ ମଧ୍ୟ ତାଙ୍କ ମନ୍ତବ୍ୟକୁ ନେଇ ଅନେକ କଥା କହୁଛନ୍ତି।
ନିଶା ମହାରଣା ଙ୍କ କଥାର ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି କହିଛନ୍ତି କି ଏହା ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି। ଯେତେବେଳେ ଜଣକର ପତନ ଘଟେ ସେତେବେଳେ ତାକୁ କିଛି ଜଣା ପଡି ନଥାଏ।
ଲାଗିଥାଏ କି ଯେପରି ସେ ଏକ ଘାସ ବୁଦା ମୂଳେ ପଡିଛି। ଏହା ହେଉଛି ମଣିଷର ଏକ ଅଦ୍ଧପତନ ବୋଲି ବ୍ୟକ୍ତି ଜଣକ କହିଛନ୍ତି। ସେ କହିଛନ୍ତି କି ସମାଜସେବୀ ମାନଙ୍କ ପାଇଁ ହିଁ ଆମ ଓଡ଼ିଶା ଚାଲିଛି।
ସେମାନେ ରାତି ଅଧରେ ମଧ୍ଯ ବୁଲି ବୁଲି ସମାଜ ସେବା କରୁଛନ୍ତି। ସେ ନିଜ ବାଟରେ ନିଜେ ଯିବା ପାଇଁ ମନା କରି ନାହାଁନ୍ତି , ହେଲେ ସମାଜକୁ ଖରାପ୍ କରି ଯିବା ପାଇଁ ସମ୍ପୂର୍ଣ ଭାବରେ ବାରଣ କରିଛନ୍ତି।
ଆମ ସମାଜରେ ଗୋପବନ୍ଧୁ ଦାସ ଙ୍କ ଭଳି ମଧ୍ଯ ଲୋକ ମାନେ ଜନ୍ମ ଗ୍ରହଣ କରିଛନ୍ତି ଯେଉଁ ମାନେ କି ଆମ ସମାଜକୁ ଖୁବ୍ ଆଗକୁ ନେଇ ଯାଇଛନ୍ତି। ଏହି ମାଟିରେ ଅନେକ ମହାନ କବି ମାନେ ମଧ୍ଯ ଜନ୍ମଗ୍ରହଣ କରିଛନ୍ତି।
ସେଥିପାଇଁ କିଛି ଟା ଭଲ ଜିନିଷ ଶିଖାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଯେତେବେଳେ ସମାଜସେବୀ ଙ୍କ ନାମରେ କେସ ହେବ ସେତେବେଳେ ଜଣା ପଡିବ କି ନିଶା ମହାରଣା ଙ୍କ ସପକ୍ଷରେ କେତେ ଲୋକ ଅଛନ୍ତି ଏବଂ
ନିଶା ମହାରଣା ଙ୍କ ବିପକ୍ଷରେ କେତେ ଲୋକ ଅଛନ୍ତି। କହିବା ଆଉ କରିବା ମଧ୍ୟରେ ଅନେକ ଫରକ୍ ମଧ୍ୟ ଅଛି। ଆମ ଓଡ଼ିଶାରେ ନିଶା ମହାରଣା ଙ୍କ ଭଳି କେହି ନାହାଁନ୍ତି ବୋଲି ବ୍ୟକ୍ତି ଜଣକ ବାରଣ ମଧ୍ଯ କରିଛନ୍ତି।
ଆଉ ଓଡ଼ିଶାରେ ମଧ୍ଯ ବ୍ଲୁ ଫିଲ୍ମ୍ ହୁଏ ନାହିଁ ବୋଲି ସେ କହିଛନ୍ତି। ଏହା ମୁମ୍ବାଇ ଓ ଦିଲ୍ଲୀ ହୁଏ ସେଠାକୁ ଯାଇ ନିଶା ମହାରଣା ଏଭଳି କରି ପାରିବେ ବୋଲି ବ୍ୟକ୍ତି ଜଣକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।