Movie prime

ବୋହୂକୁ ଧାରଣାରୁ ଉଠାଇବାକୁ ଶାଶୁ ଆପ୍ଲାଏ କଲା ଗୋବର ଫର୍ମୂଲା

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ସମାଜରେ ଘଟୁଥିବା ଅନେକ ଘଟଣା ବିଷୟରେ ଆପଣ ଜାଣି ପାରୁଥିବେ ।
ଆଜିକା ଦୁନିଆରେ ଏତେ ଘଟଣା ଘଟୁଛି ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗରେ ଲୋକମାନେ ଏମିତି ସବୁ କାମ କରିବା ପୂର୍ବରୁ ଟିକେ ବି ନିଜ ଇଜ୍ଜତ କି ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି ।
ଆଉ ଏମିତି ସବୁ ନିନ୍ଦନୀୟ କାମ କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଘଟିଛି କାନପୁର ଅଞ୍ଚଳରେ । ସେହି ଅଞ୍ଚଳର ଜଣେ ମହିଳା ଧର୍ମପତ୍ନୀ ଦାବିରେ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଏହି ମହିଳା ଜଣକ ଆଜିକୁ ୪ ଦିନ ହେବ ଏଠାରେ ଧାରଣାରେ ବସିଛନ୍ତି ।
ବିବାହିତା ମହିଳା ଜଣକ ସ୍ବାମୀଙ୍କୁ ପାଇବା ପାଇଁ ଅର୍ଥାତ୍ ନିଜ ସ୍ତ୍ରୀର ଅଧିକାର ପାଇବା ପାଇଁ ଆଜି ଧାରଣାରେ ବସିଛନ୍ତି । ତାଙ୍କ ସ୍ବାମୀଙ୍କ ନାମ ହେଉଛି ଅନ୍ତର୍ଯ୍ୟାମୀ ରାଉତ । ବୈଦିକ ରୀତିନୀତିରେ ବିବାହ କରି ସ୍ବାମୀ ଭୁଲିଗଲେ ତାଙ୍କ କର୍ତ୍ତବ୍ୟ ।
ସେହି ମହିଳା ଜଣକ କହିଛନ୍ତି କି ତାଙ୍କ ସ୍ଵାମୀଙ୍କ ସହିତ ସେ କୋର୍ଟ ମ୍ୟାରେଜ କରିଛନ୍ତି । ଏବଂ ବୈଦିକ ରୀତିନୀତିରେ ମନ୍ଦିରରେ ବିବାହ ମଧ୍ୟ କରିଛନ୍ତି । ତାଙ୍କ ସ୍ଵାମୀ ସିଆରଏଫରେ ଚାକିରି କରିଥିଲେ ।
ସେ ଯେତେବେଳେ ଚାକିରୀ କରିନଥିଲେ ସେତେବେଳେ ତାଙ୍କ ଶାଶୁଘରାଲୋକଙ୍କ ଠାରୁ ସେ ୫୦୦୦ ଟଙ୍କା ପ୍ରତି ମାସରେ ନେଇଥିଲେ ।
ସେହି ବ୍ୟକ୍ତି ଜଣକ ତାଙ୍କ ଶାଶୁଘରଲୋକଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଆଉ ସେ ସବୁ ମାସରେ ଯାଇ ଟଙ୍କା ଆଣୁଥିଲେ । ଯେତେବେଳେ ତାଙ୍କ ଶାଶୁ କହିଲେ ଏହି ଟଙ୍କା ତୁମ ଆକାଉଣ୍ଟକୁ ଦିଆଯିବ ।
ସେତେବେଳେ ସେ ଆଉ ଆକାଉଣ୍ଟ ନମ୍ବର ଦେଲେ ନାହିଁ । ଆଉ ସେ ସିମ ଚେଞ୍ଜ କରି ଚୁପ୍ ରହିଗଲେ । ସେ ଭୁଲିଗଲେ ସବୁ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଶଶୁର ଘର ଲୋକେ ଘରୁ ବାହାର କରିଦେଲେ ।
ସେ ଥାନାର ଦ୍ବାରସ୍ଥ ହୋଇଥିଲେ କିନ୍ତୁ କୌଣସି ନ୍ୟାୟ ନ ମିଳିବାରୁ ତାଙ୍କ ଶାଶୁଘର ଆଗରେ ସେ ଧାରଣାରେ ବସିଛନ୍ତି ।ଆଉ ସେ ଧାରଣାରେ ବସିବା ସମୟରେ ତାଙ୍କ ଶାଶୁ ସେ ବସିଥିବା ଜାଗାରେ ଗୋବର ପକାଇ ଦେଇଛନ୍ତି ।
ଏଭଳି ଅନେକ ପ୍ରକାରର ହଇରାଣ କରୁଛନ୍ତି ତାଙ୍କ ଶାଶୁଘର ଲୋକେ । ଏବେ ସେ କହିଛନ୍ତି ତାଙ୍କୁ ନ୍ୟାୟ ନ ମିଳିଲେ ସେ ଏହି ଧାରଣାରୁ ଉଠିବେ ନାହିଁ ।