Movie prime

ଘରେ କେହି ନଥିବା ବେଳେ ରାତି ଅଧ ରେ ଟୋକା ଡାକି କରୁଥିଲା ରାସଲୀଳା, ଶଶୁର ଧରିଲା ପରେ ଯାହା ହେଲା...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡିଓ ରେ ଦେଖିବାକୁ ମିଳିଛି ବୋହୂ ଜଣକ ରାତି ଅଧରେ ତାଙ୍କ ଦିଅର ଙ୍କୁ
 ଡାକି ପଇସା ଦେଇ ନିଜର ଦେହର ଭୋକ ମେଣ୍ଟାଉ ଥିଲେ। ଆଉ ଏଭଳି ଲୁଚି ଛପି କରୁଥିବା ସମୟରେ ଘର ଲୋକଙ୍କ ସାମ୍ନାରେ ମଧ୍ଯ ଧରା ପଡ଼ି ଯାଇଥିଲେ। ଏହାପରେ ଶଶୁର ଜଣକ ଘର ଲୋକଙ୍କୁ ମଧ୍ଯ ଡାକି ଦେଇଥିଲେ।
ଯାହାଫଳରେ ଘର ଲୋକ ମାନେ ମଧ୍ୟ ବୋହୂ ର ଏଭଳି କଳା କାରନାମା ଦେଖିବାକୁ ପାଇଥିଲେ। ଏବଂ ଏହାପରେ ଶଶୁର ଜଣକ ବୋହୂ ଉପରେ ରାଗି ଯାଇ ଅନେକ କଥା ମଧ୍ଯ ଗାଳି ଗୁଲଜ କରିବାରେ ଲାଗି ପଡ଼ିଥିଲେ।
ଏହାପରେ ଶଶୁର ଜଣକ ମଧ୍ଯ ବୋହୂ ଙ୍କ ସହ ଧରା ପଡ଼ିଥିବା ବ୍ୟକ୍ତି ଜଣକୁ ତାଗିଦ୍ କରି ଏହା ପଚାରୁଛନ୍ତି କି ସେ ସେଠାକୁ କାହିଁକି ଆସିଥିଲେ। ହେଲେ ଉକ୍ତ ବ୍ୟକ୍ତି ଜଣକ ଙ୍କ ମୁହଁରୁ କୌଣସି ଭାଷା ମଧ୍ୟ ବାହାରୁ ନାହିଁ।
ଏହାପରେ ଶଶୁର ଜଣକ ଏହା ମଧ୍ଯ ପଚାରିଥିଲେ ସେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ବୋହୁଙ୍କ ସହ ସହବାସ କରିଛନ୍ତି କି ନାହିଁ। ବୋହୂ ଜଣଙ୍କର ଲାଜରେ ଏଭଳି ମୁଣ୍ଡ ତଳକୁ ହୋଇ ଯାଇଛି କି ସେ କାହାକୁ ମଧ୍ଯ ଆଖିରେ ଆଖି ମିଶାଇ କଥା କହି ପାରୁ ନାହାଁନ୍ତି।
ଏହାପରେ ଶଶୁର ଜଣକ ସେମାନଙ୍କୁ ମେଡିକାଲ କୁ ନେଇ ଟେଷ୍ଟ କରିବା କଥା କହିଛନ୍ତି। ତାଙ୍କ ବୋହୂ ଜଣକ କେତେ ଟଙ୍କା ଉକ୍ତ ବ୍ୟକ୍ତି ଜଣକୁ ଦେଇଛନ୍ତି ସେକଥା ମଧ୍ଯ ପଚାରିଛନ୍ତି।
ଏବେ ଏହାକୁ ଭିଡିଓ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦିଆ ଯାଇଛି। ଏବଂ ଏବେ ଏହା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଦର୍ଶକ ମାନେ ମଧ୍ୟ ଏହାକୁ ଖୁବ୍ ନିନ୍ଦା କରୁଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।