Movie prime

ପଇସା ଖର୍ଚ୍ଚ କରି ଭଲ କରି ପାରିବୁ ବୋଉ ପ୍ରଶ୍ନ କଲା ମୁଁ ଆସିଲା ବେଳକୁ ଜୀବନ ହାରିଦେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ଲୋକ ଅନେକ ପ୍ରକାରର ଭିଡିଓ କରି କିଏ କୌଣସି କାମ କରି ଏଭଳି ଅନେକ ଲୋକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ଆପଣମାନେ ସମସ୍ତେ ତ ୟୁଟ୍ୟୁବରେ ଅନେକ ଲୋକଙ୍କର ଭିଡିଓ ଦେଖିଥିବେ । ଆଉ ଇନଷ୍ଟାଗ୍ରାମରେ ଅନେକ ଲୋକଙ୍କର ଭିଡିଓ ବା ରିଲ୍ସ ମଧ୍ୟ ଦେଖିଥିବେ । ଏଭଳି ଭିଡିଓ କରି ଅନେକ ଲୋକ ଅନେକ ଟଙ୍କା ରୋଜଗାର କରିବା ସହ ନାଁ କମାଇଛନ୍ତି ।
ଏଭଳି ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ୟୁଟ୍ୟୁବ ୟୁଜର୍ସଙ୍କ ଘଟଣା ବା ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ । ଏହି ୟୁଟ୍ୟୁବର ଜଣକ ଇନଷ୍ଟାଗ୍ରାମରେ ବି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।
ଏବେ ଏହି ସାକ୍ଷାତକାରରେ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବା । ସେହି ପ୍ରସିଦ୍ଧ ୟୁଟ୍ୟୁବର ଜଣକ ହେଉଛନ୍ତି Mr Gonu lol । ଏହି ବ୍ୟକ୍ତି ଜଣକ ବସ୍ତିରେ ରୁହନ୍ତି । ସେ ମେଡ଼ିସିନ୍ କମ୍ପାନୀରେ ଚାକିରୀ କରିଛନ୍ତି । ତାଙ୍କ ଭିଡିଓ ଅନେକ ଭ୍ୟୁ ଯାଇଥାଏ ।
ସେ ହେଉଛନ୍ତି ବସ୍ତିର କଳା । ତାଙ୍କ ନାମ ହେଉଛି ଜିତେନ୍ଦ୍ର ବେହେରା । ସେ ଅନେକ ଲୋକଙ୍କୁ ହସାଇଥାନ୍ତି କିନ୍ତୁ ତାଙ୍କ ଜୀବନରେ ଅନେକ ଦୁଃଖ । ତାଙ୍କ ବାପା ଛୋଟ ବେଳୁ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଆଉ ତାଙ୍କ ମାଆ ଏହି ୭ ମାସ ହେବ ତାଙ୍କୁ ଛାଡି ଚାଲି ଯାଇଛନ୍ତି ।
ସେ +୩ ଯାଏଁ ପଢିଛନ୍ତି । ସେ କହିଛନ୍ତି କର୍ମ କରିବା ଆଗକୁ ବଢିବା ଆଉ ଲଢ଼ିବା । ତାଙ୍କ ବାପା ଗାଁକୁ ଯାଇ ଅନ୍ୟ ଜଣଙ୍କୁ ବିବାହ କରି ଦେଇଥିଲେ । ତାଙ୍କ ମାଆ ଭିକ ମାଗି ତାଙ୍କୁ ପାଳିଥିଲେ । ତାଙ୍କ ମାଆ ତାଙ୍କୁ ବହୁତ କଷ୍ଟରେ ମଣିଷ କରାଇଥିଲେ ।
ଗୋନୁ କହିଛନ୍ତି ତାଙ୍କ ମାଆ ହେଉଛନ୍ତି ତାଙ୍କ ଦୁନିଆ । ଆଉ ସେ ବହୁତ କଷ୍ଟରେ ତାଙ୍କୁ ପାଳିଛନ୍ତି । ତାଙ୍କ ବୋଉଙ୍କ ଦେହ ଖରାପ ଥିଲା । ଆଉ ସେ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲେ ।
ତାଙ୍କ ବୋଉ ତାଙ୍କୁ କହିଲେ "ତୋ ପାଖରେ ପଇସା ଅଛି ତୁ ମୋ ଦେହ ଠିକ କରିପାରିବୁ" । ତାପରେ ତାଙ୍କ ବୋଉ ସେ ଡ୍ୟୁଟି ଯାଇଥିଲେ ଆଉ ବିଶ ପିଇ ଦେଇଥିଲେ ।
ଆଉ ସେ ଚାକିରିରୁ ଫେରି ଦେଖିଲେ ଆଉ ମେଡିକାଲ ନେଲା ପରେ ଡାକ୍ତର କହିଥିଲେ କି ସେ ବିଶ ପିଇ ଦେଇଛନ୍ତି । ଏଭଳି ଅନେକ ଦୁଃଖରେ ଅଛନ୍ତି ଏହି ୟୁଟ୍ୟୁବର ଜଣକ ତଥାପି ସେ ଲୋକମାନଙ୍କୁ ତାଙ୍କ ଭିଡିଓ ମାଧ୍ୟମରେ ହସାଇଥାଆନ୍ତି ।