Movie prime

ବର୍ଷା ପ୍ରିୟଦର୍ଶିନୀ ଙ୍କ ପାଇଁ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ଦେଲେ ଏମିତି ମତ ଦେଖନ୍ତୁ କଣ କହିଲେ

 
Ollywood news
ଆପଣମାନେ ଓଡିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରି ତାଙ୍କର ଯାଦୁ ଦେଖାଇଛନ୍ତି। ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଯାହା କହିଛନ୍ତି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଆପଣମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି। ଏହି ଅଭିନେତା ଆଉ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏପରି କିଛି ସେଲିବ୍ରେଟି ମାନେ ଅଛନ୍ତି ଯାହାଙ୍କର ଅଭିନୟ ଆଉ ଦେଖିବାକୁ ମିଳୁନାହିଁ।କିନ୍ତୁ ଆଜି ପର୍ଯ୍ୟନ୍ତ ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି।
ଆଉ ତାଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଇଛା କରୁଛନ୍ତି।ଏହିଭଳି ଜଣେ ଅଭିନେତା ଅଛନ୍ତି ସେ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ।ଅଭିନେତା ବୁଦ୍ଧାଦିତ୍ୟ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ।
ଅନେକ ଚଳଚ୍ଚିତ୍ର ରେ ସେ ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସିଛନ୍ତି।କିନ୍ତୁ ବହୁତ ବର୍ଷ ହୋଇଗଲାଣି ଅଭିନେତା ବୁଦ୍ଧାଦିତ୍ୟ ଅଭିନୟ ଦୁନିଆରୁ ଦୂରେଇ ହୋଇ ଯାଇଥିଲେ।ଏକ ଶୋ ରେ ହୋଷ୍ଟିଙ୍ଗ କରୁଥିଲେ।ଯାହାର ନାମ ହେଉଛି ସାଧବ ବୋହୁ।
ଦର୍ଶକ ମାନେ ଅଭିନେତା ବୁଦ୍ଧାଦିତ୍ୟ ଙ୍କ ଅଭିନୟ ଦେଖିବା ପାଇଁ ଇଛୁକ ଅଛନ୍ତି।ଓଲିଉଡ଼ ର ସୁପର ଷ୍ଟାର୍ ଅଭିନେତା ବୁଦ୍ଧାଦିତ୍ୟ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ରେ ଅନେକ କିଛି କଥା କହିଛନ୍ତି।
ଅଭିନେତା ବୁଦ୍ଧାଦିତ୍ୟ ତାଙ୍କର ପ୍ରେମ ରୋଗୀ ଚଳଚ୍ଚିତ୍ର ବିଷୟରେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଟି ସମସ୍ତ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥିଲା।
ଏହି ଚଳଚ୍ଚିତ୍ର ରେ ଅଭିନେତା ବୁଦ୍ଧାଦିତ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଚଣ୍ଡୀ ମ୍ୟାଡମ୍ ବୋଲି ଡାକୁଥିଲେ।ଅଭିନେତା ବୁଦ୍ଧାଦିତ୍ୟ ଅନେକ କଥା କହିଥିଲେ ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.