Movie prime
ଭୟଙ୍କର ଦୃଶ୍ୟ ଓଲଟିଲା ବସ ଘଟିଲା ଅଘଟଣ ଦେଖନ୍ତୁ ଏହି Exclusive Report
 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିବାର ଜଣାପଡିଛି।ଏକ୍ସପ୍ରେସ ୱେ ରେ ଓଲଟି ପଡ଼ିଲା ବସ୍।୩୦ ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।ଚାଇନା ର ଦକ୍ଷିଣ ପଶ୍ଚିମ ରେ ଗୋଇଞ୍ଜୁ ରେ ଥିବା ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟିଛି।ଚାଇନା ର ସାଣ୍ଡୁ କାଉଣ୍ଟ ଏକ୍ସପ୍ରେସ ୱେ ରେ ଏକ ବସ୍ ଓଲଟି ପଡିଥିଲା।
ସେଥିରେ ପଚାଶ ଜଣ ଯାତ୍ରୀ ଆସୁଥିଲେ।ତେଣୁ ଏଭଳି ଘଟଣା ଘଟିବାରୁ ତିରିଶି ଜଣଙ୍କର ମୃ-ତ୍ୟୁ ହୋଇଯାଇଛି।ଯାହାକି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକମାନେ ଏହି ଘଟଣା ବିଷୟରେ ଜାଣିବା ପରେ ବହୁତ ଭୟଭୀତ ହୋଇ ପଡିଛନ୍ତି।ଆଉ କୋଡ଼ିଏ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ପଡିଛନ୍ତି। ଓ ଯେଉଁ ମାନେ ଆହତ ହୋଇଛନ୍ତି ସେମାନଙ୍କୁ ପାଖରେ ଥିବା ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା।
ଯେଉଁଥିରେ କି ବର୍ତ୍ତମାନ ସମସ୍ତେ ଚିକିତ୍ସିତ ହେଉଛନ୍ତି।ରିପୋର୍ଟ ଅନୁସାରେ ବସ୍ ରେ ୫୦ ଜଣ ଯାତ୍ରୀ ଥିବା ବେଳେ ବସ୍ ଟି ଗୋଇଞ୍ଜୁ ର ପ୍ରଦେଶ ର ଥିବା ରାଜଧାନୀ ଗୁଆଁ ନାଙ୍ଗା ସହରର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ସାଣ୍ଡୁ କାଉଁଟିଂ ବସ୍ ରେ ଓଲଟି ପଡିଥିଲା।ସୂଚନା ଅନୁସାରେ କିଛି ଆହତଙ୍କ ଅବସ୍ଥା ବହୁତ ଗୁରୁତର ଅବସ୍ଥାରେ ରହିଛି।ଏଭଳି ପରିସ୍ଥିତି ରେ ମୃ-ତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିପାରେ।
ଯାହାକି ବର୍ତ୍ତମାନ ସୁଦ୍ଧା ଖବର ରହିଛି। କେତେବେଳେ କଣ ହୋଇଥାଏ ତାହା କେହି ଜାଣି ନଥାନ୍ତି।ମୃ-ତ୍ୟୁ କେତେବେଳେ ବି ଆସିଥାଏ।ମୃ-ତ୍ୟୁ କୁ କେହି ଅଟକାଇ ପାରିବେ ନାହିଁ।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।