Movie prime

ଘରେ ତାଙ୍କର କେହି ରହୁ ନଥିଲେ, ଶାଶୁ ଯାଇ ବରଗଡ଼ ରେ, ତାଙ୍କୁ କିଏ ହଇରାଣ କରୁଥିଲା କି? ପାଣି ପବନ??

 
Special Report
ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଗାୟକ ହ୍ୟୁମାନ ସାଗର ଙ୍କ ପାରିବାରିକ ବିବାଦ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ଘଟଣା ବିଷୟରେ
 ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗାୟକ ହ୍ୟୁମାନ ସାଗର ହେଉଛନ୍ତି ଜଣେ ଆଗ ଧାଡିର ଲୋକ ଅଟନ୍ତି।ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପୁରୁଷ ମାନଙ୍କ ପକ୍ଷରୁ ଲଢେଇ କରିଥାନ୍ତି।ଏଥିପାଇଁ ସୋସିଆଲ ମିଡିଆରେ ଲୋକମାନେ ବହୁତ ଗାଳି ଦେଉଛନ୍ତି।
ଯେଉଁ ଲୋକମାନେ ସୋସିଆଲ ମିଡିଆରେ ଗାଳି ଦେଉଛନ୍ତି ତାଙ୍କ ଘରେ ଯେତେବେଳେ ପୁରୁଷ ନିର୍ଯାତନା ହେଉଛନ୍ତି ସେମାନେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଙ୍କ ନିକଟକୁ ଆସୁଛନ୍ତି।
ବର୍ତ୍ତମାନ କିନ୍ତୁ ଗାୟକ ହ୍ୟୁମାନ ସାଗର ଙ୍କ ବିବାଦ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକ ମାନେ ଅନେକ କଥା କହୁଛନ୍ତି।ଯାହାକି ବହୁତ ନିନ୍ଦନୀୟ ଅଟେ।ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଗାୟକ ହ୍ୟୁମାନ ସାଗର ଙ୍କୁ ବହୁତ ଭଲ ପାଆନ୍ତି।
ତାଙ୍କର କୋଟି କୋଟି ପ୍ରଶଂସକ ମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି।ସେମାନେ ତାଙ୍କ ଭିତରେ ଏକ ଭଲ ମଣିଷ ଦେଖିବାକୁ ପାଉଛନ୍ତି। କିନ୍ତୁ କିଛି ହାତ ଗଣତି ଲୋକମାନେ ସମାଲୋଚନା କରିଥାନ୍ତି।
ସମାଜରେ ଯାହାର ଶତ୍ରୁ ନାହିଁ ସେ କେବେ ଆଗକୁ ବଢ଼ି ପାରିବେ ନାହିଁ।ଏଠାରେ ଲୋକମାନେ କାହାର ଭଲ ଗୁଣ ଦେଖିଲେ ସହି ପାରୁ ନାହାଁନ୍ତି।ଜଣେ ନିଶା ଖାଉଥିବା ଲୋକ ଆଉ ଜଣେ ନିଶା ଖାଉଥିବା ଲୋକଙ୍କୁ ଆଙ୍ଗୁଠି ଦେଖେଇବାର ଅଧିକାର ନାହିଁ।
ଆହୁରି କହିଛନ୍ତି ଯେ ଛୁଞ୍ଚି କହୁଛି ଚାଲୁଣି କୁ।ଶ୍ରୀୟା ନିଜେ ମଦ ପିଅନ୍ତି।ଗାୟକ ହ୍ୟୁମାନ ସାଗର ଙ୍କ ଘରେ କେହି ରୁହନ୍ତି ନାହିଁ।ଗାୟକ ହ୍ୟୁମାନ ସାଗର ଙ୍କ ମା ବରଗଡ଼ ରେ ଯାଇ ରୁହନ୍ତି।ଶ୍ରୀୟା ଙ୍କୁ ତାହେଲେ କିଏ ନିର୍ଯାତନା ଦେଉଥିଲେ।
ଏସବୁ କଥା ସେ ମିଛ ରେ ହିଁ ସେ କହିଛନ୍ତି ବୋଲି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।ଗାୟକ ହ୍ୟୁମାନ ସାଗର ଙ୍କ ମା କହିଥିଲେ ଯେ ତାଙ୍କ ଭାଇଙ୍କ ଶୁଦ୍ଧିକ୍ରିୟା ସମୟରେ ଶ୍ରୀୟା ତାଙ୍କ ପରିବାର ଲୋକଙ୍କ ସହିତ ମିଶି ମଦ ପିଇଥିଲେ।