Movie prime

ଛେଳି ସହ ଖରାପ୍ କାମ କରି କରି ମାରିଦେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଭିଡିଓ ଦେଖିଥିବେ । ଆଜିକା ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜକୁ କଳଙ୍କିତ କରୁଛି ।
ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଟିକେ ଭାବୁ ନାହାଁନ୍ତି ଆଉ ଏଭଳି ଲଜ୍ୟାଜନକ କାମ କରିବାକୁ ତାଙ୍କୁ ଟିକେ ବି ଖରାପ ଲାଗୁନାହିଁ ।
ମଣିଷ ତାର ଦେହର ଭୋକକୁ ମେଣ୍ଟାଇବା ପାଇଁ ଭୁଲି ଯାଉଛି କି ସେ ଗୋଟେ ପଶୁ ସହ ଏଭଳି ଲଜ୍ୟାଜନକ କାମ କରୁଛି ଯିଏ ଏହାର ବିରୋଧ ବି କରିପାରିବ ନାହିଁ ।
ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗଡସଙ୍ଗ ଗ୍ରାମରେ ।ଏହି ଗ୍ରାମର ଜଣେ ମହିଳା ଘରେ ଛେଳି ରଖିଥିଲେ ।
ଆଉ ସେହି ମହିଳା ଜଣକର ଛେଳି ସେ ଗୁହାଳରେ ବାନ୍ଧିଥିଲେ । ଆଉ ହଠାତ୍ ରାତିରେ ଛେଳିର ଶବ୍ଦ ଶୁଭିଲା ।
ଏହି ମହିଳା ଜଣକ ଯେତେବେଳେ ଯାଇକରି ଗୁହାଳରେ ପହଞ୍ଚିଲେ ଆଉ ସେଠାରେ ଯାହା ସେ ଦେଖିଲେ ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ଏହି ଦୃଶ୍ୟ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।
ସେ ଦେଖିଲେ ତାଙ୍କ ଗ୍ରାମର ଜଣେ ଯୁବକ ତାଙ୍କ ନାଁ ହେଉଛି ବସନ୍ତ ସାହୁ । ସେହି ଯୁବକ ଜଣକ ତାଙ୍କ ଛେକୁ ସହ ଦୁ-ଷ୍କ-ର୍ମ କରୁଛି । ମହିଳା ଜଣକ ସେଠାରେ ପହଞ୍ଚିବାର ଦେଖି ସେହି ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇଥିଲେ ।
ଏବେ ଏହି ଘଟଣାକୁ ନେଇ ସବୁଆଡେ ଚାଞ୍ଚଲ୍ୟ ଦେଖାଦେଇଛି । ଏହି ଘଟଣା ଘଟିଛି ରବିବାର ଦିନ । ଦୁ-ଷ୍କ-ର୍ମ କରାଯାଇଥିବା ଛେଳିଟି ତାର କଷ୍ଟ ସହି ନପାରି ତା ପରଦିନ ମୃ-ତ୍ୟୁବରଣ କରିଛି । ଏଭଳି ଘଟଣା ଏବଂ ଛେଳିର ମୃ-ତ ଶରୀରକୁ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।
ସେହି ଯୁବକଙ୍କ ନାଁରେ ମହିଳା ଜଣକ ଏତଲା ଦେଇଛନ୍ତି । ଏହି ମହିଳା ଜଣକ ଛେଳିକୁ ଦୁ-ଷ୍କ-ର୍ମ କରିଛି ବସନ୍ତ ସାହୁ ବୋଲି ଅଭିଯୋଗ ଦେଇଛନ୍ତି ।
ଆଉ ଏବେ ଏହି ମହିଳା ଜଣକ ନ୍ୟାୟ ମାଗିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହିଭଳି ନିନ୍ଦନୀୟ ଆଉ ପାଶବିକ କାମ କରିଥିବା ଦୋଷୀ ବସନ୍ତ ସାହୁକୁ ପୋଲିସ କେଉଁ ଦଣ୍ଡ ଦେଉଛି ।
ଏଭଳି କାମ ମଣିଷ ହୋଇ କିଭଳି ସେ କରିପାରିଲା ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଛି କି ମଣିଷ ଏଭଳି ମଣିଷକୁ କଠିନ ରୁ କଠିନ ଦଣ୍ଡ ମିଳିଲେ ଯାଇ ଅନେକ ଲୋକ ସୁଧୁରିଯିବେ ।