Movie prime

ଗୀତ ଯାହାକୁ ଦେଉଛନ୍ତି ଦିଅନ୍ତୁ ମୁଁ ଛେନାପୋଡ଼ ହେଲା ଗୀତ ଗାଇବିନି ଦେଖନ୍ତୁ କଣ କହିଲେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ସମାଜ ଖରାପ ଜୀନିଷ, ଖରାପ କଥାକୁ ଆଗ ଗ୍ରହଣ କରିନିଏ। କବିତା ହେଉ କି ସଙ୍ଗୀତ। ଯାହା ମଣିଷଣ ବ୍ୟକ୍ତିଗତ ଭାବନାକୁ ପ୍ରକାଶ କରେ। ଏଠି ମଧ୍ୟ ସେମିତି କିଛି ବ୍ୟକ୍ତିଗତ ଭାବନା ପ୍ରକାଶ କରାଯାଇଛି।
କିନ୍ତୁ ଦୁଃଖ ଆଉ ଦୁଭାଗ୍ୟ ଏହାର ଭାବାର୍ଥ ଅତିମାତ୍ରାରେ ବିକାରଗ୍ରସ୍ତ ମାନସିକତାକୁ ପ୍ରଦର୍ଶନ କରୁଛି। ଆମ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ,
ଏ ଭଳି ଉଦ୍ଭଟ ମାନସିକତାର ଗୀତ ଲେଖାଯାଉଥିବା ଓ ବୋଲାଯାଉଥିବ। ଆଧୁନିକ ନୃତ୍ୟ, ଗୀତ ଅ-ଶ୍ଳି-ଳ ହେବାରେ ଲାଗିଛି। 
ଗୀତଗୁଡିକ ଯେମିତି ମାଧୁର୍ଯ୍ୟହୀନ, ନୃତ୍ୟ ମଧ୍ୟ ସମପରିମାଣରେ ଲଜ୍ୟାହୀନ। ଗୀତଗୁଡିକ ଦ୍ୱିଅର୍ଥବୋଧକ ଓ ଅଶ୍ଳିଳ ହେବାକୁ ଲାଗିଛି। ନାଚରେ ତ ଆଜିକାଲି ସର୍କସ ଫେଣ୍ଟିହେଇଗଲାଣି।
ଟିଭିରେ ସପରିବାର ଆଜିକାଲିର ନାଚଗୀତ ଦେଖିବା କଷ୍ଟକର। ଟିଭି ଭଳି ଏକ ସଂପୂର୍ଣ ପାରିପାରିକ ମନୋରଂଜନ ମାଧ୍ୟମରେ ଏପରି ଦୃଶ୍ୟସବୁ ଅସହ୍ୟ ଲାଗୁଛି।
ମନୋରଂଜନ ନାମରେ ଅଶ୍ଳିଳ ଓ ଦ୍ୱିଅର୍ଥବୋଧକ ଶବ୍ଦସଂଯୋଜନା ଗୀତ ଗୁଡ଼ିକ ନିମ୍ନସ୍ତର କୁ ଚାଲି ଗଲାଣି। କିନ୍ତୁ ଏହା ସମାଜ ପାଇଁ ଅପସଂସ୍କୃତି। 
ତେବେ ବନ୍ଧୁଗଣ ଗଣମାଧ୍ୟମ ସାକ୍ଷାକାରରେ ଜଣେ ସଂଗୀତ ନିର୍ଦ୍ଦେଶକ ଅଛନ୍ତି। ବ୍ୟକ୍ତି ଜଣକ ସଙ୍ଗୀତ ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଗୀତରେ ଶାଳୀନତା ଥିବା ଦରକାର।
ତାଙ୍କର ସେତେବେଳ ଗୀତ ଥିଲା ସାଗର କୂଳେ ଦେଖିଲି ଝିଅ ଟିଏ ଆଉ ଏବେକା ଗୀତ ପାନି ମାରି ଦେଲା ଝାଇଁ ଏଗୁଡ଼ା ଶୁଣିବାକୁ ଖରାପ୍ ଲାଗୁଛି।
ଆଉ ବ୍ୟକ୍ତି ଜଣଙ୍କ ଶ୍ରୋତା ମାନଙ୍କୁ କହିଛନ୍ତି ପିଲାମାନେ ପାଠ ଆଗ ପଢ଼। ଏବଂ ସମସ୍ତଙ୍କ ପ୍ରତି ଶାଳୀନତା ରଖ। ଏହି ସଂଗୀତ ନିର୍ଦ୍ଦେଶକଙ୍କୁ ୭୬ ବୟସ ହେଲାଣି। ତାଙ୍କ ଘର ନୟାଗଡ଼। 
ଆସ କିଏ ଖାଇବ ଆମ ରାଜା ବାବୁ ଘର ଖାନା ଗୀତରେ ଛେନାପୋଡ଼ ଲେଖା ହେଉନଥିଲା ସେଇଠୁ ବ୍ୟକ୍ତି ଜଣଙ୍କ କହିଥିଲେ ଛେନାପୋଡ଼ ନ ହେଲେ ଏହି ଗୀତକୁ ଗାଇବା ନାହିଁ।
ଯେହେତୁ ତାଙ୍କର ନୟାଗଡ଼ ଜାଗା ଛେନାପୋଡ଼ ପ୍ରସିଦ୍ଧ ତାହା ଥିବା ଦରକାର। ଏହାପରେ ୨ ଦିନ ରେ କାଟିକି ଲେଖା ହେଇଥିଲା ନୟାଗଡ଼ ର ଛେନାପୋଡ଼।
ଏବଂ ନୂଆ ବର୍ଷରେ ଆଉ କରୋନା ନ ଆସୁ ବୋଲି ସେ କହିଛନ୍ତି। ଏହାସହିତ ସମସ୍ତେ ବଞ୍ଚିକି ଥିବାରୁ ବ୍ୟକ୍ତି ଜଣକ ନୂଆ ବର୍ଷ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।