Movie prime

ଆସନ୍ତା February ରେ କଲେଜ୍ ଆସିଲେ boyfriend ଥିବା ନିହାତି ଜରୁରୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଜଗତସିଂହପୁର କଲେଜ ଈସୁ କରିଥିବା ଲେଟର ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଲେଟର ମଧ୍ଯ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି।
ଲେଟର ରେ ଲେଖା ଅଛି କି ଆସନ୍ତା ଫେବୃୟାରୀ ୧୪ ରୁ କଲେଜ୍ ର ପ୍ରତ୍ୟେକ ଛାତ୍ରୀ ନିଜ ନିଜର ସୁରକ୍ଷା ନିମନ୍ତେ ଅତି କମ୍ ରେ ଗୋଟେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବା ବାଧ୍ୟତାମୂଳକ କରାଯାଇଛି।
ସେହି ପରି ଏହି ଲେଟର ରେ ଆଉ ମଧ୍ୟ ଲେଖା ଯାଇଛି କି ବୟଫ୍ରେଣ୍ଡ ନଥିବା ଛାତ୍ରୀ ଙ୍କୁ କଲେଜ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏବଂ ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟି ରୁ ଏହି ନିୟମ କରାଯାଇଛି।
ଖାଲି ସେତିକି ନୁହେଁ ଆଜ୍ଞା ବୟଫ୍ରେଣ୍ଡ ସହ ନଗଦ ରେ ଉଠା ଯାଇଥିବା ଫଟୋ କୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରି ପାରିବେ। ଏହା ମଧ୍ୟ ସମସ୍ତ ଛାତ୍ରୀ ମାନଙ୍କ କ୍ଷେତ୍ରରେ ବାଧ୍ୟତା ମୂଳକ ଅଟେ।
ଏହା ମଧ୍ୟ ପ୍ରେମରେ ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ଅଟେ ବୋଲି ଲେଖା ଯାଇ ଅଛି। ଏହି ଚିଠି ରେ ଭାଲେଣ୍ଟାଇନ ଡେ କୁ ନେଇ ବର୍ଣ୍ଣିତ କରାଯାଇଛି। ଏବେ କଲେଜ୍ କୁ ଆସିବାକୁ ହେଲେ ମଧ୍ୟ ଛାତ୍ରୀ ମାନଙ୍କୁ ବୟଫ୍ରେଣ୍ଡ ର ଯୋଗାଡ଼ କରିବାକୁ ପଡ଼ିବ।
ଯଦି ବୟଫ୍ରେଣ୍ଡ ଯୋଗାଡ଼ ହେଉ ନାହିଁ ତେବେ ସେମାନେ ସେହି ସାତ ଦିନ ମଧ୍ୟ କଲେଜ୍ କୁ ଆସିବେ ନାହିଁ। ଏବଂ ଘରେ ରହି ଟିଭି ଦେଖିବେ। ଏହି ଚିଠି ଏବେ ପୂରା ଓଡ଼ିଶାରେ ଭାଇରାଲ୍ ହେବାରେ ଲାଗିଛି।
ଯିଏ ମଧ୍ୟ ଏହି ଚିଠି କୁ ପଢ଼ୁଛି ସେ ପ୍ରଥମେ ଘଡ଼ିଏ ହସିବା ରେ ଲାଗୁଛି। ସବୁଠାରୁ ବଡ଼ କଥା ହେଉଛି କି ଏହି ଲେଟର ର ଶେଷରେ ରହିଛି ପ୍ରିନ୍ସିପଲ୍ ଙ୍କ ଦସ୍ତଖତ। ଯେଉଁଥିରେ କି କଲେଜ୍ ର ଷ୍ଟାମ୍ପ ମଧ୍ୟ ମରାଯାଇଛି।
ଯାହାକୁ ଦେଖିଲେ ଏହି ଚିଠି ଟି ସମ୍ପୂର୍ଣ ଭାବରେ ସତ୍ୟ ବୋଲି ପ୍ରତୀତ ହେଉଛି। ହେଲେ କଲେଜ୍ କର୍ତ୍ତୃପକ୍ଷ ଏହାକୁ ସଂପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି। କଲେଜ୍ ତରଫ ରୁ ଏଭଳି କୌଣସି ଲେଟର କୁ ଇଶୁ କରାଯାଇ ନାହିଁ ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.