Movie prime

କଲେଜ୍ ପ୍ରେମ ଖଟ ରେ ଶେଷ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଦେଶ ବିଦେଶ ଆଦି ଅନେକ ଖବର ଦେଖିବାକୁ ପାଉଥିବେ ।
ଏବେ ଏକ ଘଟଣା ସାମ୍ନାକୁ ଆସିଛି ଜାଗା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ସମାଜରେ ଅନେକ ଘଟଣା ଏଭଳି ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ସମାଜରେ ଲୋକମାନେ ଏମିତି କିଛି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ବି ଭାବିବେ କି ଲୋକମାନେ ଏଭଳି କାମ କରିଲେ କିପରି ।
ଏବେ ଏମିତି କିଛି ଘଟଣା ଯାହା ସାମ୍ନାକୁ ଆସିଛି ଆପଣ ଶୁଣିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ । ଆଜିକା ଦୁନିଆରେ ପ୍ରେମ ବିବାହ କରିବା ଏକ ସାଧାରଣ କଥା ହୋଇଗଲାଣି ।
ପ୍ରେମ ବିବାହ କରିବା ପାଇଁ ଅନେକ ଝିଅ ତାଙ୍କ ଘର ଛାଡ଼ି ପ୍ରେମିକ ପାଖକୁ ଯାଇଥାନ୍ତି । ଆଉ ବହୁତ ବିଶ୍ଵାସରେ ସେ ଏହି କାମ କରିଥାନ୍ତି ।
ସେହି ବିଶ୍ବାସ ଯଦି ଭଙ୍ଗାଯିବ ତାହେଲେ ଏହି ଦୁନିଆରେ ଆମେ କାହାକୁ ଆଉ ଦୋଷ ଦେବା । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ଘଟିଛି ପୁରୀ ଜିଲ୍ଲାର ଏକ ଅଞ୍ଚଳରେ ।
ସେହି ଅଞ୍ଚଳର ଝିଅଟିଏ ନନ୍ଦିନୀ ।ତାର ବାପା ନଥିଲେ । ତାର ମାଆ ତାର ସବୁ ଅଳୀ ପୂରଣ କରିଥିଲେ । ମାଆ ଝିଅକୁ ବହୁତ ଭଲପାଏ । ଝିଅ ବି ଦେଖିବାକୁ ବହୁତ ସୁନ୍ଦର ଆଉ ଭଲ ପାଠ ମଧ୍ୟ ପଢେ ।
ଝିଅ ନନ୍ଦିନୀ କଲେଜରେ ପାଠ ପଢିବା ସମୟରେ ଗୋଟିଏ ପୁଅକୁ ଭାଇପାଇ ବସିଲା । ଆଉ ତାଙ୍କ ଭଲପାଇବା ବହୁତ ଦିନ ଚାଲିଲା । ଦୀର୍ଘ ୫ ବର୍ଷର ଭଲପାଇବା ପରେ ଝିଅଟି ପୁଅ ସହ ଫେରାର ହୋଇଗଲା ।
ଆଉ ସେତେବେଳେ ଝିଅଟିକୁ ତାର ବିଧବା ମାଆ ବହୁତ ଖୋଜିଲା । କିନ୍ତୁ ଶେଷରେ ଜାଣିବାକୁ ପାଇଲା ସେ ସେହି ପିଲା ସହ ବାହା ହୋଇ ସାରିଛି ।
ନନ୍ଦିନୀ ତାର ଭାଉଜ ଖୁଡିଙ୍କ ପାଖକୁ ଫୋନ୍ କରି କଥାବାର୍ତ୍ତା କରେ । ଆଉ ତାର ମାଆ ସହିତ ବି କଥା ହୁଏ । ସେହି ପ୍ରେମିକ ଜଣକ ତାର ଦାଦା ଘରେ ରହୁଥିଲା । ତାର ଦାଦା ସେମାନଙ୍କର ବିବାହକୁ ସ୍ବୀକୃତି ଦେଇ ନଥିଲେ ।
ନନ୍ଦିନୀ ଘରକୁ ଫୋନ୍ କରି କୁହେ ସେ ଦୁଃଖରେ ଅଛି । ଏହାର କିଛିଦିନ ପରେ ନନ୍ଦିନୀ ଆ-ତ୍ମ-ହ-ତ୍ୟା କରିଛି ବୋଲି ଖବର ଆସିଲା । ଏବେ ନନ୍ଦିନୀର ପରିବାର ଥାନାରେ ଅଭିଯୋଗ କରିଛନ୍ତି କି ପୁଅର ଦାଦା ପୁଅ ନଥିବା ବେଳେ ତାଙ୍କ ଝିଅକୁ ମାରି ଦେଇଛି ।
ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଜଣାପଡ଼ିବ କି ନନ୍ଦିନୀ ଆ-ତ୍ମ-ହ-ତ୍ୟା କରିଛି ନା ତାକୁ ମାରି ଦିଆଯାଇଛି ।