Movie prime

ବିଲରେ ମିଳିଲା ବିରଳ ମାଛ ଏମିତି ଏକ ମାଛ ଦେଖୁ ଦେଖୁ ଡରିଗଲେ ଚାଷୀ ଦେଖନ୍ତୁ ଏ ମାଛ ଆପଣ ବି ଆଶ୍ଚର୍ୟ୍ଯ ହେଇଯିବେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁନିଆ ରେ ବିଭିନ୍ନ ପ୍ରକାରର ଜୀବ ଜନ୍ତୁ ମାନେ ବସ ବାସ କରିଥାନ୍ତି। ସେଥି ମଧ୍ୟରୁ କିଛି ପ୍ରଜାତି କୁ ଆମେ ଜାଣିଥିବା ବେଳେ ଅନ୍ୟ କିଛି ପ୍ରଜାତି ମାନଙ୍କୁ ଆମେ ମାନେ ଜାଣି ମଧ୍ଯ ନଥାଉ। ଏହି ପ୍ରଜାତି ର ଜୀବ ଜନ୍ତୁ ମାନେ ଦେଖା ଯିବା ବାସ୍ତବରେ ନିଶ୍ଚିତ ଭାବରେ ଏକ ବିରଳ କଥା ଅଟେ। ଆପଣ ମାନେ ଯଦି ଆଗରୁ ଦେଖି ନଥିବା ଜୀବ କୁ ପ୍ରଥମ ଥର ପାଇଁ ଦେଖିବେ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ବା ଭୟ ଭୀତ ହୋଇ ଯିବେ।
ଆମେ ସେହି ଭଳି କିଛି ଘଟଣା କୋରାପୁଟ ଜିଲ୍ଲାରେ ର ଡାବୁବୁଡ଼ା ଅଞ୍ଚଳ ରେ ଦେଖିବାକୁ ମିଳିଛି। ଆଜ୍ଞା ହଁ ସେଠାରେ ଏକ ଏଭଳି ମାଛ ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ କେବେ ହେଲେ ପୂର୍ବ ରୁ ମଧ୍ଯ ଦେଖି ନଥିବେ। ସେହି ଅଞ୍ଚଳ ର ଲୋକମାନେ ମଧ୍ୟ ଏହି ମାଛ କୁ ଦେଖି ଭୟ ଭିତ ହୋଇ ଯାଇଛନ୍ତି କି ଏହି ମାଛ ପ୍ରକୃତ ରେ ଆସିଲା କେଉଁ ଠାରୁ।
ମାଛ ଟିକୁ ଗ୍ରାମ ବାସି ମାନେ ପ୍ରଥମେ ତାଙ୍କ ବିଲ ରେ ଦେଖିଥିଲେ। ମାଛଟି ବିଲ ମଧ୍ୟରେ ଥିବା ଅଳ୍ପ ପାଣି ରେ ଥିଲା ଏହା ପରେ ଏହି ମାଛ ଟିକୁ ଗ୍ରାମ ବାସି ମାନେ ଉପରକୁ ଆଣି ଥିଲେ ଏବଂ ଦେଖିବା ବେଳକୁ ଏହି ମାଛ ଟି ର ରଙ୍ଗ କଳା ହୋଇଥିବା ବେଳେ ତା ଉପରେ ଧଳା ରଙ୍ଗର ଛପା ଛପା ମଧ୍ଯ ହୋଇଥିଲା। ଏବଂ ମାଛ ଟି ର ଆକୃତି ସାଧାରଣ ମାଛ ଠାରୁ ସମ୍ପୂର୍ଣ ଭାବରେ ଭିନ୍ନ ମଧ୍ଯ ଥିଲା।
ମାଛର ମୁଁହ ର ଆକୃତି ମଧ୍ଯ ଅଲଗା ଥିଲା ତେବେ ଏଭଳି ବିରଳ ମାଛ କୁ ଦେଖି ଗ୍ରାମ ବାସି ମାନେ ଆଶ୍ଚର୍ଯ୍ୟ ଚକିତ ହେଇଗଲେ। ଏବଂ ଭାବିଲେ କି ଏହି ମାଛ କେଉଁ ଠାରୁ ଆସିଲା ଓ ଏତେ କମ ପାଣି ରେ ସେ କିଭଳି ତିଷ୍ଠି ରହି ପାରିଛି। ସେହି ଅଞ୍ଚଳ ର ଲୋକ ମାନେ ମଧ୍ୟ ଏଥି ପାଇଁ ଭୟଭୀତ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.