Movie prime

ଆଉ ପାରୁନାହାନ୍ତି ଦୀପିକା ଦିନେଶ ଙ୍କ ଜିଦି ଆଗରେ ହାର ମାନିଯିବେ କି ଦୀପିକା ଦେଖନ୍ତୁ କଣ କହିଲେ ଦୀପିକା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦୀପିକା ଙ୍କ ଅବସ୍ଥା ନିଶ୍ଚୟ ଜାଣିଥିବେ। କିଭଳି ନ୍ୟାୟ ପାଇଁ ସେ ଦିନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି। ହେଲେ ଦିନେଶ ତାଙ୍କ କଥା ଟିକେ ହେଲେ ମଧ୍ୟ ବୁଝୁ ନାହାଁନ୍ତି। ଦିନ ଥିଲା ଦିନେଶ ଦୀପିକା ଙ୍କୁ ଦିନେ ନଦେଖିଲେ ମଧ୍ଯ ରହି ପାରୁ ନଥିଲେ। ତାଙ୍କୁ ଦେଖିବାକୁ ପାଗଳ ଭଳି ହୋଇ ଯାଉଥିଲେ। ହେଲେ ଏବେ ଦିନେଶ ଦୀପିକା ଙ୍କୁ ଟିକେ ପଚାରୁ ନାହାଁନ୍ତି।
ଥରେ ତାଙ୍କର ହାଲ ଚାଲ୍ ମଧ୍ଯ ପଚାରି ବୁଝୁ ନାହାଁନ୍ତି। ଦିନେ ପାଗଳ ଭଳି ଭଲ ପାଉଥିଲେ ହେଲେ ଏବେ ଚିହ୍ନି ମଧ୍ୟ ପାରୁ ନାହାଁନ୍ତି। ଭଲ ପାଉଥିବା ସମୟରେ ତାଙ୍କୁ ଅନେକ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ ହେଲେ ସେହି ଦେଇଥିବା ପ୍ରତିଶ୍ରୁତି କୁ ଏବେ ସେ ମିଥ୍ୟା ବୋଲି ପ୍ରମାଣିତ କରି ଦେଇଛନ୍ତି। ବିବାହ ର ପ୍ରତିଶୃତି ଦେଇ କହିଥିଲେ କି ତାଙ୍କୁ ଘରକୁ ବୋହୂ କରି ନେବେ ହେଲେ ଯେତେବେଳେ ଜାଣିଲେ କି ସେ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ସେତେବେଳେ ଦୀପିକା ଙ୍କ ହାତ ଛାଡ଼ି ଦେଲେ ଦିନେଶ।
ଦିନେଶ ଙ୍କ ଏଭଳି ପିଲାଳିଆମି ଯୋଗୁଁ ଦୀପିକା ଏବେ ଅନେକ ହଇରାଣ ମଧ୍ଯ ହେଲେଣି। ଏବଂ ଦୀପିକା ତ ଦୂରର କଥା ନିଜର ରକ୍ତ ର ପୁଅ କୁ ମଧ୍ଯ ଏବେ ପଚାରୁ ନାହାଁନ୍ତି ଦିନେଶ। ଡିଏନଏ ରିପୋର୍ଟ ସାବ୍ୟସ୍ତ ହେଲା ପରେ ମଧ୍ଯ ଦିନେଶ ଙ୍କ ମୁଣ୍ଡରେ ଚେତା ପଶୁ ନାହିଁ। ସେ ଏବେବି ଜିଦ୍ ଧରି ବସିଛନ୍ତି କି ସେହି ପିଲାଟି ତାଙ୍କର ନୁହେଁ। ହେଲେ ଦୀପିକା କହିଛନ୍ତି କି ସେ ଚାହୁଁ ନାହାଁନ୍ତି ତାଙ୍କ ଭୁଲ ର ଦଣ୍ଡ ତାଙ୍କର ସେହି ନିସ୍ପାପ ସନ୍ତାନ ପାଉ ବୋଲି।
ସେ ଏବେ ଯାଏଁ ଦୁନିଆ କୁ ମଧ୍ଯ ଦେଖି ନାହିଁ। ଏବଂ ତାକୁ ତା ବାପା ର ପରିଚୟ ନିଶ୍ଚିତ ମିଳିବା ଦରକାର। ଏଥି ପାଇଁ ସେ ଦିନେଶ ଙ୍କ ନିକଟରେ ଅନେକ ଅନୁରୋଧ ମଧ୍ଯ କରିଛନ୍ତି। ଖାସ୍ ତାଙ୍କ ପୁଅ କୁ ନ୍ୟାୟ ମିଳିବ ବୋଲି ସେ ଦିନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି। ଏବଂ ଦିନେ ନା ଦିନେ ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ବୋଲି ଆଶା ମଧ୍ୟ ରଖିଛନ୍ତି।