ଦିବ୍ୟା କହିଲେ ଫିଲ୍ମ ସମୟର ସମସ୍ତ ଅନୁଭୁତି ଦେଖନ୍ତୁ କଣ କହିଲେ Exclusive Visual
Fri, 30 Dec 2022

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ। ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିବ୍ୟା ,
ଯିଏ କି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି। ତାହେଲେ ଆସନ୍ତୁ ଜାଣିବା କଣ ପାଇଁ ଦିବ୍ୟା ଚର୍ଚ୍ଚା ରେ ଅଛନ୍ତି।
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ଦୀବ୍ୟା ବେଶ୍ ପରିଚିତ। ଅଭିନେତ୍ରୀ ଦିବ୍ୟା ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ।
ଦିବ୍ୟା ନିଜ ଅଭିନୟ ପାଇଁ ଆଜି ସାରା ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି ମାତ୍ର କମ୍ ଦିନ ର ଅଭିନୟ ରେ। ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି।
ତେବେ ବର୍ତ୍ତମାନ ଦିବ୍ୟା ମହାନ୍ତି ଏକ ସାକ୍ଷାତକାର ରେ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଜୟ ମା ଲକ୍ଷ୍ମୀ ୨୦୧୫ ରୁ ଆରମ୍ଭ ହୋଇଥିଲା। ସେତେବଳେ ଦିବ୍ୟା ଦଶମ ଶ୍ରେଣୀରେ ପାଠ ପଢୁଥିଲେ।
ଆଉ ବୟସ ତାଙ୍କର ୧୫ ଥିଲା। ସେତେବଳେ ତାଙ୍କୁ ଅଭିନୟ ବିଷୟରେ କିଛି ଜଣାନଥିଲା। ସେହି ସମୟରେ ତାଙ୍କ ଫ୍ୟାମିଲି ତାଙ୍କୁ ବହୁତ୍ ସପର୍ଟ କରିଥିଲେ। ଏବଂ ଦିବ୍ୟା କହିଛନ୍ତି ମାଇଥୋ ସିରିଏଲ୍ କରିବା ବହୁତ୍ କଷ୍ଟ, ଯେହେତୁ ସିଏ କରିଛନ୍ତି ବୋଲି ଜାଣିଛନ୍ତି।
ଏହାପରେ ଦିବ୍ୟା ୨୦୧୬-୨୦୧୭ ରେ ହାଇଦ୍ରାବାଦରେ ତେଲୁଗୁ ସିରିଏଲ କରିଥିଲେ। ୨୦୧୮ ରେ ସିରିଏଲ ସାରିଲା ପରେ ଦିବ୍ୟା ଫେମିଲି ଅସୁବିଧା ପାଇଁ ହାଇଦ୍ରାବାଦରୁ ଫେରିଥିଲେ। ସେତିକିବେଳେ ତାଙ୍କୁ ସୁନ୍ଦରଗଡ଼ର ସଲମାନ ଖାନ୍ ର ଅଫର୍ ଆସିଥିଲା।
ଦିଵ୍ୟା ଙ୍କୁ ଓଲିଉଡ ର ନୂଆଁ ସାୟରି ମଧ୍ୟ କୁହନ୍ତି। ଏହାସହିତ ଦିଵ୍ୟା ଓଡ଼ିଶୀ ନୃତ୍ୟ କରନ୍ତି। ଦିଵ୍ୟା ବାବୁସାନ୍ ସହିତ ୨ ଟି ସିନେମା କରିଛନ୍ତି। ଗୋଟେ ସୁନ୍ଦରଗଡ଼ର ସଲମାନ ଖାନ୍ ଆଉ ଗୋଟେ ମିଷ୍ଟର ମଜନୁ।
ହେଲେ ଦିଵ୍ୟା କହିଛନ୍ତି ତାଙ୍କୁ ବାବୁଶାନ୍ କେବେ ସୁପରଷ୍ଟାର ଭଳି ଲାଗେନାହିଁ। କାରଣ ବାବୁଶାନ୍ ସାଙ୍ଗ ଭଳି ବହୁତ୍ ଭଲ ଭାବରେ ମିଶି ଯାଆନ୍ତି। ଏହାସହିତ ଦିଵ୍ୟା କହିଛନ୍ତି ବାବୁସାନ୍ କେବେ ସୁପରଷ୍ଟାର ଭଳି କେବେ ଆଟିଟ୍ୟୁଟ ଦେଖନ୍ତିନାହିଁ।