Movie prime

କ୍ଲାସରେ ଶୋଇଲେ ମଦୁଆ ସାର ନିଶା ଏତେ ହେଇଗଲା ଯେ ଭୁଲିଗଲେ କର୍ତ୍ତବ୍ୟ ଭିଡିଓ ହେଉଛି Viral ଦେଖନ୍ତୁ କଣ କହୁଛନ୍ତି ସାର

 
Viral video
ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକ ଶ୍ରେଣୀଗୃହରେ ପିଲାଙ୍କୁ ପଢ଼ାଇବା ସମୟରେ ହିଁ ସୋଇ ପଡିଛନ୍ତି।କାରଣ ଶିକ୍ଷକ ଜଣଙ୍କ ନିଶା ରେ ଅଛନ୍ତି।ପୁରା ଜମିଗଲା।ଶିକ୍ଷକ ଜଣଙ୍କ ପୁରା ଅଚିନ୍ତା ନିଦରେ ଶୋଇ ପଡିଛନ୍ତି।ଏମିତି ଶୋଇବା ପାଇଁ ତାଙ୍କୁ ବହୁତ ଆରମ ଲାଗୁଛି ତାଙ୍କୁ କେହି ହଇରାଣ ନ କରିବା ପାଇଁ ମଧ୍ୟ ଶିକ୍ଷକ ଜଣଙ୍କ କହିଥିଲେ।
ନିଦ ଠିକ୍ ରେ ନ ଭାଙ୍ଗିଲା ଯାଏଁ ସେ ସେହିପରି ସୋଇକି ହିଁ ରହିବେ।ପିଲାମାନଙ୍କୁ କହିଥିଲେ ତୁମେମାନେ ମୋ ଚାରିପଟେ ବସି ରୁହ। ସେ ଶୋଇବେ।ଏହାପରେ ଶିକ୍ଷକ ଜଣଙ୍କ ସେଇଠି ହିଁ ସୋଇ ପଡ଼ିଥିଲେ। ପୁରା କୁମ୍ଭ କର୍ଣ୍ଣ ନିଦ।କୁମ୍ଭ କର୍ଣ୍ଣ ମଧ୍ୟ ଏପରି ଶୋଇବି ନାହିଁ।ଶିକ୍ଷକ ଜଣଙ୍କ ମଦ ପିଇ ସୋଇ ପଡିଛନ୍ତି।ନହେଲେ ଶିକ୍ଷକ ଜଣଙ୍କ ବହୁତ ସିନିଶୀୟର ଅଟନ୍ତି।
ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ବିରସୀଙ୍ଗା ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି।ସିନିଶୀୟର ଯଦି ହୋଇ ନଥାନ୍ତେ ତାହେଲେ କଣ ବିଦ୍ୟାଳୟ କୁ ସବୁଦିନ ଆସି ପାଠ ପଢେଇଥାନ୍ତି।ତାହା ପୁଣି ସବୁଦିନ ମଦ ପିଇ ଆସୁଥାନ୍ତି।କାରଣ ଏହି ଶିକ୍ଷକ ଙ୍କୁ ସବୁଦିନ ମଦ ପିଇବା ପାଇଁ ଦରକାର।ସେଥିପାଇଁ ଏହିଭଳି ଭାବରେ ପଢ଼ାଇବା ପାଇଁ ଆସିଥାନ୍ତି। ଏବଂ ସବୁବେଳେ ପିଲାମାନଙ୍କୁ କହି ସେହି ସ୍କୁଲ ରେ ସୋଇ ପଡନ୍ତି।
ସଭିଏ ପଢନ୍ତୁ ଆଉ ସଭିଏ ବଢ଼ନ୍ତୁ।ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ବର୍ତ୍ତମାନ ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।କାରଣ ଶିକ୍ଷକ ପଢ଼ାଇବା ପାଇଁ ଆସିଥାନ୍ତି। ବାପା ମା ମାନେ ଛୁଆଙ୍କୁ ଭଲ ପାଠ କିପରି ପଢ଼ିବେ ସେଥିପାଇଁ ପଢ଼ାଇବାକୁ ଛାଡ଼ିଥାନ୍ତି।ଶିକ୍ଷକ ଙ୍କ ଭଣ୍ଡାମି ଧରା ପଡି ଯାଇଛି।ଏହି ବିଷୟରେ କୁହାଯାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ କେହି ନେଇ ନାହାନ୍ତି।