Movie prime

ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ସାଇକେଲ ୨୪ ଘଣ୍ଟାରେ ଶୁଣିଲେ ଦୁଃଖ ଦେଖନ୍ତୁ ଛୁଟୁଛି ପ୍ରଶଂସା ଶୁଅ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ଦୁଃଖ ଗଣମାଧ୍ୟମ ଆଗରେ ଜଣାଇଥାନ୍ତି । ଆଉ ଏହି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ । ଆଉ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ଅଟନ୍ତି । ଆଉ ସେ ଭିକ ମାଗି ପରିବାର ଚଳାଉଥିଲେ । 
ଆଉ ସେ ସରକାରଙ୍କୁ ଏକ ଦୋକାନ ପାଇଁ ଅନୁରୋଧ କରିଥିଲେ । କାରଣ ସେ ଭିକ ମାଗିବାକୁ ପସନ୍ଦ କରୁନଥିଲେ । ଆଉ ସେ ସବୁବେଳେ ନିଜେ କିଛି ରୋଜଗାର କରି ବଞ୍ଚିବାକୁ ଚାହୁଁଥିଲେ । ଆଉ ସେ ସେଥିପାଇଁ ଅନେକ ସରକାରଙ୍କ ପାଖକୁ ଆସିଥିଲେ ଆଉ ସରକାରି ସହାୟତା ମାଗିଥିଲେ । କିନ୍ତୁ ତାଙ୍କୁ କୌଣସି ପ୍ରକାରର ସରକାରୀ ସହାୟତା ମିଳିନଥିଲା । ଆଉ ଏହାପରେ ସେ ପ୍ରତିଦିନ ଗଣମାଧ୍ୟମ ଆଗରେ କହିଥିଲେ ।
ଆଉ ସେ କହିଥିଲେ କି ମୋତେ ସରକାରୀ ସହାୟତା ଦିଅନ୍ତୁ ମୋତେ ଭିକ ମାଗିବାକୁ ଭଲ ଲାଗୁନାହିଁ । ଆଉ ଏହି କଥା କହିବା ପରେ ତାଙ୍କୁ ବିଜେଡି ତରଫରୁ ସହାୟତା ମିଳିଛି । ଆଉ ଏହି ସହାୟତା ପ୍ରଦାନ କରିଛନ୍ତି ବିଜେଡି ଦଳର ନେତା ରୁଦ୍ର ଭାଇ । ଆଉ ସେହି ଦିବ୍ୟାଙ୍ଗ ଲିପୁନ ସରକାରଙ୍କୁ ସହାୟତା ପାଇଁ ଧନ୍ୟବାଦ୍ ଜଣାଇଛନ୍ତି । ଆଉ ସେ ପ୍ରତିଦିନ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି ।
ଆଉ ଏହି ବ୍ୟକ୍ତି ଜଣଙ୍କୁ ଏକ ସାଇକେଲ ଦେଇଛନ୍ତି ରୁଦ୍ର ଭାଇ । ଆଉ ବିଜେଡି ଦଳ ପକ୍ଷରୁ ଏହି ସାଇକେଲ ଆଉ ଏହି ସାଇକେଲରେ ଏକ ଛୋଟ ବିଜନେସ ଆରମ୍ଭ କରି ସରକାର ଦେଇଛନ୍ତି । ଆଉ ଏହାକୁ ନେଇ ସେ ବହୁତ ଖୁସି ଅଛନ୍ତି ବୋଲି ଜଣାପଡିଛି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଲୋକମାନେ ସରକାରଙ୍କ କାମକୁ ବହୁତ ପସନ୍ଦ କରିଛନ୍ତି । ଆଉ ଲିପୁନ୍ ମଧ୍ୟ ବହୁତ ଖୁସି ଅଛନ୍ତି ।