Movie prime

ଅର୍ଚ୍ଚନା ନାଗ ଙ୍କ ସମେତ ୪ ଜଣଙ୍କ ନାଁ ରେ ମାମଲା ରୁଜୁ ED ଧରିବ ସତ

 
Viral News

ଇଡି ଖୋଲିବ ଅର୍ଚ୍ଚନା ନାଗ ଙ୍କ ଗୁମର।ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥବା ଅର୍ଚ୍ଚନା ନାଗ ଙ୍କ ଘଟଣାରେ ମାମଲା ରୁଜ୍ଜୁ କରି ଇଡି ତଦନ୍ତ ଆରମ୍ଭ କରିଛନ୍ତି।ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟି ଥିବା ଅର୍ଚ୍ଚନା ନାଗ ଙ୍କ ମାମଲାରେ ଏଣ୍ଟ୍ରି ମାରିଛନ୍ତି ଇଡି।

କେବଳ ଅର୍ଚ୍ଚନା ନାଗ ନୁହନ୍ତି ଅର୍ଚ୍ଚନା ଙ୍କ ଲିଙ୍କ୍ ରେ ଥିବା ସଂପୃକ୍ତ ବ୍ୟକ୍ତି ଙ୍କୁ ଇଡି ନୋଟିସ୍ ଜାରି କରିବେ।ଅର୍ଚ୍ଚନା ନାଗ ଙ୍କ କେସ ରେ ବହୁ ନେତା,ମନ୍ତ୍ରୀ ଙ୍କ ଠୁ ନେଇ ଅନେକ ଚର୍ଚ୍ଚିତ ଚେହେରା ସାମ୍ନାକୁ ଆସିଥିଲା।

ଯାହାକୁ ନେଇ ଦୀର୍ଘ ଦିନ ହେବ ଯୋରସୋର ରେ ଚର୍ଚ୍ଚା ଚାଲିଛି।ଆଉ ସବୁ ଚର୍ଚ୍ଚା ପରେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କ ନାଗଫାଶ ଖୋଲିବ ଇଡି।ଅର୍ଚ୍ଚନା ନାଗ ଙ୍କ ସହିତ ଚାରି ଜଣଙ୍କ ନାଁ ରେ ମାମଲା ରୁଜ୍ଜୁ କରିଛି ଇଡି।
କେବଳ ମାମଲା କାହିଁକି ଅଭିଯୁକ୍ତ ଙ୍କ ବ୍ୟାଙ୍କ୍ ଷ୍ଟେଟ୍ ମେଣ୍ଟ ର ଖୋଳ ତାଡ଼ ଇଡି କରୁଛନ୍ତି।ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଙ୍କ ସହ ଖଗେଶ୍ବର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରା ଙ୍କ ନାଁ ରେ ମାମଲା ରୁଜୁ କରିଛି ଇଡି।
ଆଉ ଇଡି ର ଖୋଳ ତାଡ଼ ପରେ ଅନେକ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ଚାଲିଛି।ଅର୍ଚ୍ଚନା ନାଗ ଙ୍କ କେଶ୍ ରେ ସଂପୃକ୍ତ ଥିବା ପ୍ରତିଟି ବ୍ୟକ୍ତି ଙ୍କ କଳାକାରନାମା ସାମ୍ନାକୁ ଆଣିବେ ଇଡି।
ଆଉ ଇଡି ର ଖୋଳ ତାଡ଼ ଆରମ୍ଭ ହେବାପରେ ଅର୍ଚ୍ଚନା ନାଗ ଙ୍କ କେଶ୍ ରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ମନରେ ଛନକା ପଶିଛି।ତେବେ ବହୁ ଚର୍ଚ୍ଚା ପରେ ଇଡି ବର୍ତ୍ତମାନ ମାମଲା ରୁଜୁ କରିଥିବା ବେଳେ ଅର୍ଚ୍ଚନା ନାଗ ଙ୍କ କେଉଁ କେଉଁ ସତ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।
ଅର୍ଚ୍ଚନା ନାଗ ଙ୍କ ମାମଲାରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି।ପୋଲିସ ଙ୍କ ହାତରେ ମଧ୍ୟ ଅନେକ ପ୍ରମାଣ ମିଳୁ ଥିଲେ ମଧ୍ୟ ସେମାନେ ଗଣମାଧ୍ୟମ ସାମ୍ନାକୁ ଆଣୁ ନାହାନ୍ତି।କିନ୍ତୁ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛନ୍ତି।
ତେଣୁ ଯେଉଁ ବ୍ୟକ୍ତି ମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନେ ଡରି ଯାଇଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।