ଗୁଣି ଗାରେଡ଼ି ସନ୍ଦେହରେ ଦାଦାକୁ ହା-ଣିଲା ପୁତୁରା ଦେଖନ୍ତୁ ଘଟିଲା ଭୟଙ୍କର ଘଟଣା
Nov 13, 2022, 10:53 IST

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଦାଦା ର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି ପୁତୁରା। ଦେଶ ଯେତେ ଆଗେଇଲେ ମଧ୍ୟ ତା ମନରୁ ଲିଭୁ ନାହିଁ ଇର୍ଷା ଆଉ ଅହଙ୍କାର ଭାବନା।ଏହି ଅନ୍ଧ ବିଶ୍ବାସ ଯୋଗୁ ମଣିଷ ନିଜର ସବୁ ସମ୍ପର୍କ କୁ ଭୁଲି ଯାଉଛି।କେତେବେଳେ କାହାକୁ ହ-ତ୍ୟା କରୁଛନ୍ତି ତ ଆଉ କେତେବେଳେ ମରଣାତ୍ମକ ଆକ୍ରମଣ କରୁଛନ୍ତି।ଏଭଳି ସମାନ ଘଟଣା ସାମ୍ନାକୁ ଆସିଛି।
ଗୁଣି ଗାରେଡି ସନ୍ଦେହ ରେ ପୁତୁରା ଜଣଙ୍କ ନିଜ ଦାଦା ର ଙ୍କ ର ଗଣ୍ଡୀ ମୁଣ୍ଡ ଅଲଗା କରି ଦେଇଥିବା ଘଟଣା ଅଭିଯୋଗ ହୋଇଛି। ମୃ-ତ ବ୍ୟକ୍ତି ଙ୍କ ନାମ ହେଉଛି ଟୁଙ୍ଗୁରୁ ସିଂହ।ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ।ଏବଂ ପୁତୁରା ସମେତ ତାଙ୍କର ଏକ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।ଅଭିଯୋଗ ଅନୁସାରେ ଟୁଙ୍ଗୁରୁଙ୍କ ପରିବାର ଲୋକେ ଗତକାଲି ଫୁଟବଲ୍ ଖେଳ ଦେଖିବା ପାଇଁ
ବାହାରକୁ ଯାଇଥିଲେ।
ଏହି ସମୟରେ ଟୁଙ୍ଗୁରୁ ତାଙ୍କ ଘରେ ଏକା ରହୁଥିଲେ।ପରେ ପରିବାର ଲୋକେ ଘରକୁ ଫେରିବା ବେଳେ ଟୁଙ୍ଗୁରୁ ଙ୍କ ମୃ-ତ-ଦେ-ହ ଦେଖିବାକୁ ପାଇଥିଲେ।ଟୁଙ୍ଗୁରୁ ଙ୍କ ର ମୁଣ୍ଡରୁ ଗଣ୍ଡିକୁ କୁ ଅଲଗା କରି ଦେଇଥିଲେ।ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଓ ମୃ-ତ-ଦେ-ହ କୁ ଜବତ କରିଥିଲେ।ଏହି ଘଟଣା ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲେ।ଟୁଙ୍ଗୁରୁ ଙ୍କ ପରିବାର ଲୋକେ ପୁତୁରା ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।ତେବେ ଟୁଙ୍ଗୁରୁ ଗୁଣି ଗାରେଡ଼ି କରୁଥିବା ପୁତୁରା ସନ୍ଦେହ କରୁଥିଲେ।ଏଥିପାଇଁ ଦାଦା ଆଉ ପୁତୁରା ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।ଗତକାଲି ଘରେ କେହି ନଥିବା ସମୟରେ ଘରକୁ ଆସି ତାଙ୍କ ପୁତୁରା ହ-ତ୍ୟା କରିଥିବ ବୋଲି ଥାନାରେ ଅଭିଯୋଗ କରିଛନ୍ତି।