Movie prime

Santosh ଙ୍କ ମୃ-ତ୍ୟୁ ରେ ପ୍ରତିକ୍ରିୟା ରଖିଲେ Rasmirekha ଙ୍କ ମା - ମୋ ଝିଅକୁ କଲବଲ କରି ମାରିଥିଲା ଏବେ ଯାହା ହେଲା ଠିକ୍ ହେଲା

 
dvdxv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖାଙ୍କୁ ଭଲଭାବେ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଥିଲେ । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିଆଲିଟି ଶୋ "କେମିତି କହିବି କହ"ରେ ଅଭିନୟ କରିଥିଲେ । 


ସେ ଏହି ସିରିଏଲରେ ମିତାଲି ଭୂମିକାରେ ଅଭିନୟ କରୁଛନ୍ତି । ନିକଟରେ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଜଣାପଡିଥିଲା । ଏହି ମୃ-ତ୍ୟୁ ପାଇଁ ତାଙ୍କର ତ୍ରି କୋଣିଆ ପ୍ରେମ ଦାୟୀ ବୋଲି ଜଣାପଡିଥିଲା । ଆଉ ସେ ସନ୍ତୋଷ ନାମକ ପୁଅ ସହିତ ବିବାହ କରିଥିଲେ ବୋଲି ଜଣାପଡିଥିଲା । ଆଉ ସେ ଦୁହେଁ ଏକାଠି ଗୋଟିଏ ରୁମରେ ରହୁଥିଲେ ବୋଲି ସୂଚନା ମିଳିଛି । 


ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅଭିନେତ୍ରୀ ରଶ୍ମିରେଖାଙ୍କ ମା କହିଛନ୍ତି, ମୋ ଝିଅକୁ ଏତେ କଲବଲ କରି ଚାପ ଦେଇ ମାରିଦେଲା ସନ୍ତୋଷ । ସେ କଣ ଲାଭ ପାଇଲା । ଆଉ ମୁଁ ଜାଣିବାରେ ରାଜା ବହୁତ ଭଲ ପିଲା । ଆଉ ସନ୍ତୋଷ ଆଉ ରଶ୍ମି ଯଦି ବିବାହ କରିଥିଲେ ଆଉ ଏକାଠି ରହୁଥିଲେ । 


ତାହେଲେ ସେ ତାଙ୍କ ଘରେ କହିଥାନ୍ତା ଆଉ ମୋ ଝିଅ ବି ଆମ ଘରେ କହିଥାନ୍ତା ଆଉ ଆଜିକା ଯୁଗ ତ ସେୟା ହେଲାଣି । ଆମେ ବାହାଘର କରି ଦେଇଥାନ୍ତୁ । ଆଉ ସେ ଏମିତି ମାରିକି କଣ ଲାଭ ପାଇଲା । ଆଉ ଏବେ ସନ୍ତୋଷ ବି ଆ-ତ୍ମ-ହ-ତ୍ୟା କରି ମରିଯାଇଛି । ଆଉ ଯାହା ହେଇଛି ଠିକ୍ ହେଇଛି ଭଗବାନ ତାକୁ ଦଣ୍ଡ ଦେଇଛି ।